ରିଲିଜ୍‌ ହେଲା ‘ଡିୟର୍‌ ଜେନ୍ଦେଗୀ’

ମୁମ୍ବାଇ: ଆଜି ରିଲିଜ୍‌ ହୋଇଛି ଶାହରୁଖ ଖାନ୍‌ ଓ ଆଲିଆ ଭଟ୍ଟଙ୍କ ଫିଲ୍ମ ‘ଡିୟର୍‌ ଜେନ୍ଦେଗୀ’। ଗୌରୀ ସିନ୍ଦେ ନିର୍ଦ୍ଦେଶିତ ଏହି ଫିଲ୍ମରେ ଇରା ଦୁବେ, କୁନାଲ କାପୁର, ଅଲି ଜାଫର ଓ ଆଦିତ୍ୟ ରୟ କାପୁର ନଜରକୁ ଆସୁଛନ୍ତି। ଆଜି ‘ଡିୟର ଜିନ୍ଦେଗୀ’ର ୱାଲ୍ଡ ୱାଇଡ୍‌ ରିଲିଜ୍‌ ଥିବା ବେଳେ ଦୁଇଦିନ ପୂର୍ବରୁ ଆମେରିକାରେ ଏହା ରିଲିଜ୍‌ ହୋଇସାରିଛି। ଅମିତ୍ ତ୍ରିବେଦୀ ଏହାର ମ୍ୟୁଜିକ କମ୍ପୋଜ କରିଛନ୍ତି।

dear

dear

Rakesh Mallick
  • Published: Friday, 25 November 2016
  • Updated: 25 November 2016, 11:58 AM IST

Sports

Latest News

ମୁମ୍ବାଇ: ଆଜି ରିଲିଜ୍‌ ହୋଇଛି ଶାହରୁଖ ଖାନ୍‌ ଓ ଆଲିଆ ଭଟ୍ଟଙ୍କ ଫିଲ୍ମ ‘ଡିୟର୍‌ ଜେନ୍ଦେଗୀ’। ଗୌରୀ ସିନ୍ଦେ ନିର୍ଦ୍ଦେଶିତ ଏହି ଫିଲ୍ମରେ ଇରା ଦୁବେ, କୁନାଲ କାପୁର, ଅଲି ଜାଫର ଓ ଆଦିତ୍ୟ ରୟ କାପୁର ନଜରକୁ ଆସୁଛନ୍ତି।

ଆଜି ‘ଡିୟର ଜିନ୍ଦେଗୀ’ର ୱାଲ୍ଡ ୱାଇଡ୍‌ ରିଲିଜ୍‌ ଥିବା ବେଳେ ଦୁଇଦିନ ପୂର୍ବରୁ ଆମେରିକାରେ ଏହା ରିଲିଜ୍‌ ହୋଇସାରିଛି।

ଅମିତ୍ ତ୍ରିବେଦୀ ଏହାର ମ୍ୟୁଜିକ କମ୍ପୋଜ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos