ରିଲିଜ୍‌ ହେଲା ‘ଡିୟର୍‌ ଜେନ୍ଦେଗୀ’

ମୁମ୍ବାଇ: ଆଜି ରିଲିଜ୍‌ ହୋଇଛି ଶାହରୁଖ ଖାନ୍‌ ଓ ଆଲିଆ ଭଟ୍ଟଙ୍କ ଫିଲ୍ମ ‘ଡିୟର୍‌ ଜେନ୍ଦେଗୀ’। ଗୌରୀ ସିନ୍ଦେ ନିର୍ଦ୍ଦେଶିତ ଏହି ଫିଲ୍ମରେ ଇରା ଦୁବେ, କୁନାଲ କାପୁର, ଅଲି ଜାଫର ଓ ଆଦିତ୍ୟ ରୟ କାପୁର ନଜରକୁ ଆସୁଛନ୍ତି।

ଆଜି ‘ଡିୟର ଜିନ୍ଦେଗୀ’ର ୱାଲ୍ଡ ୱାଇଡ୍‌ ରିଲିଜ୍‌ ଥିବା ବେଳେ ଦୁଇଦିନ ପୂର୍ବରୁ ଆମେରିକାରେ ଏହା ରିଲିଜ୍‌ ହୋଇସାରିଛି।

ଅମିତ୍ ତ୍ରିବେଦୀ ଏହାର ମ୍ୟୁଜିକ କମ୍ପୋଜ କରିଛନ୍ତି।