ପରଦାକୁ ଆସିଲା ‘ନୁର’ ଓ ‘ମାତୃ’

ମୁମ୍ବାଇ:  ଫିଲ୍ମ ଫ୍ରାଇଡେରେ ଆଜି ପରଦାକୁ ଆସିଛି ମହିଳା କୈନ୍ଦ୍ରିକ ଫିଲ୍ମ ‘ନୁର’ ଓ ଥ୍ରୀଲର ‘ମାତୃ’।‘ନୁର’ରେ ଲିଡ୍‌ ରୋଲ୍‌ରେ ଅଛନ୍ତି ସୋନାକ୍ଷୀ ସିହ୍ନା। କରନ ଗିଲ୍‌ ଏଥିରେ ଡେବ୍ୟୁ କରିଛନ୍ତି। ପାକିସ୍ତାନୀ ଲେଖିକା ସବା ଇମତିଆଜଙ୍କ ‘ନୋବେଲ କରାଚି, ୟୁ ଆର୍‌ କଲିଂ ମି’ର କାହାଣୀ ଆଧାରରେ ଏହି ଫିଲ୍ମ ହୋଇଛି। ସୁନୀଲ ସିପ୍ସି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି। ‘ମାତୃ’ରେ ରବୀନା ଟଣ୍ଡନ ଲିଡ୍‌ ରୋଲ୍‌ରେ ଅଛନ୍ତି। ଅସ୍ତାର ସୟଦଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଦିବ୍ୟା […]

noor

noor

Rakesh Mallick
  • Published: Friday, 21 April 2017
  • Updated: 21 April 2017, 09:18 AM IST

Sports

Latest News

ମୁମ୍ବାଇ:  ଫିଲ୍ମ ଫ୍ରାଇଡେରେ ଆଜି ପରଦାକୁ ଆସିଛି ମହିଳା କୈନ୍ଦ୍ରିକ ଫିଲ୍ମ ‘ନୁର’ ଓ ଥ୍ରୀଲର ‘ମାତୃ’।‘ନୁର’ରେ ଲିଡ୍‌ ରୋଲ୍‌ରେ ଅଛନ୍ତି ସୋନାକ୍ଷୀ ସିହ୍ନା। କରନ ଗିଲ୍‌ ଏଥିରେ ଡେବ୍ୟୁ କରିଛନ୍ତି। ପାକିସ୍ତାନୀ ଲେଖିକା ସବା ଇମତିଆଜଙ୍କ ‘ନୋବେଲ କରାଚି, ୟୁ ଆର୍‌ କଲିଂ ମି’ର କାହାଣୀ ଆଧାରରେ ଏହି ଫିଲ୍ମ ହୋଇଛି। ସୁନୀଲ ସିପ୍ସି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି।

‘ମାତୃ’ରେ ରବୀନା ଟଣ୍ଡନ ଲିଡ୍‌ ରୋଲ୍‌ରେ ଅଛନ୍ତି। ଅସ୍ତାର ସୟଦଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଦିବ୍ୟା ଜଗଦଲ, ମଧୁର ମିତ୍ତଲ,ଶୈଳେନ୍ଦର ଗୋୟଲ ଓ ସଲିମ  ଖାନ୍‌ ପ୍ରମୁଖ ଅଛନ୍ତି। ନିଜ ଝିଅକୁ ହରାଇଥିବା ଜଣେ ମା’ ଓ ତାଙ୍କ କାହାଣୀକୁ ନେଇ ନିର୍ମାଣ ହୋଇଛି ଏହି ଫିଲ୍ମ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story