ରିଲିଜ ହେଲା ‘ବଜରଙ୍ଗୀ ଭାଇଜାନ’  ଟ୍ରେଲର୍

ମୁମ୍ୱାଇ : ରିଲିଜ୍ ହୋଇଛି  ନିର୍ଦ୍ଦେଶକ କବିର ଖାନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ବଜରଙ୍ଗୀ ଭାଇଜାନର ଟ୍ରେଲର।  ରିଲିଜ ପୂର୍ବରୁ ଏହି ଫିଲ୍ମକୁ ନେଇ  ଜୋରଦାର ଚର୍ଚ୍ଚା  ହୋଇଛି। ବଜରଙ୍ଗବଲୀଙ୍କ  ସଚ୍ଚା ଭକ୍ତ ଭୂମିକାରେ ଦର୍ଶକଙ୍କ ସାମନାକୁ  ଆସୁଛନ୍ତି ସଲମନ୍।  ଭାରତ  ଓ ପାକିସ୍ଥାନର ପୃଷ୍ଠଭୂମି ଉପରେ ରହିଛି ଏହି ଫିଲ୍ମର କାହାଣୀ।  ଟ୍ରେଲରରେ ଦେଖିବାକୁ ମିଳିବ ସଲମନଙ୍କର  ନୂଆ ଅବତାର ।  ଜବରଦସ୍ତ ଆକସନ୍ ଏବଂ ଡାଏଲଗ୍ ଡେଲିଭରି ସହ  ରହିବ ଡ୍ୟାନ୍ସର ତଡକା । […]

Salman-Kareena-

Salman-Kareena-

Rakesh Mallick
  • Published: Saturday, 20 June 2015
  • Updated: 21 June 2015, 07:45 AM IST

Sports

Latest News

ମୁମ୍ୱାଇ : ରିଲିଜ୍ ହୋଇଛି  ନିର୍ଦ୍ଦେଶକ କବିର ଖାନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ବଜରଙ୍ଗୀ ଭାଇଜାନର ଟ୍ରେଲର।  ରିଲିଜ ପୂର୍ବରୁ ଏହି ଫିଲ୍ମକୁ ନେଇ  ଜୋରଦାର ଚର୍ଚ୍ଚା  ହୋଇଛି। ବଜରଙ୍ଗବଲୀଙ୍କ  ସଚ୍ଚା ଭକ୍ତ ଭୂମିକାରେ ଦର୍ଶକଙ୍କ ସାମନାକୁ  ଆସୁଛନ୍ତି ସଲମନ୍।  ଭାରତ  ଓ ପାକିସ୍ଥାନର ପୃଷ୍ଠଭୂମି ଉପରେ ରହିଛି ଏହି ଫିଲ୍ମର କାହାଣୀ।  ଟ୍ରେଲରରେ ଦେଖିବାକୁ ମିଳିବ ସଲମନଙ୍କର  ନୂଆ ଅବତାର ।  ଜବରଦସ୍ତ ଆକସନ୍ ଏବଂ ଡାଏଲଗ୍ ଡେଲିଭରି ସହ  ରହିବ ଡ୍ୟାନ୍ସର ତଡକା । ଏଥର ସିନେ ପରଦାରେ ଜମିବ ସଲମନ ଓ କରିନାଙ୍କ ଲଭ୍ କେମେଷ୍ଟ୍ରି।

ଅନ୍ୟାନ୍ୟ ଭୂମିକାରେ ଦେଖିବାକୁ ମିଳିବେ ନୱାଜୁଦ୍ଦିନ ସିଦ୍ଦିକୀ, ଅଲ୍ଲୀ ମିର୍ଜା ,ଦୀପ୍ତି ନାଭଲ ପ୍ରମୁଖ । ଫିଲ୍ମର  ଅନ୍ୟତମ ପ୍ରଯୋଜକ ରହିଛନ୍ତି ନିଜେ ସଲ୍ଲୁ ଭାଇ । ଇଦ୍ କୁ  ଆଖିଆଗରେ ରଖି ଜୁଲାଇ ୧୮ରେ ପରଦା ଉପରକୁ ଆସିବ ‘ବଜରଙ୍ଗୀ ଭାଇଜାନ’ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story