ଦୁଃଖ ପ୍ରକାଶ କଲେ ରିଷି

ମୁମ୍ବାଇ: ଟଙ୍କା ଦେଇ ଶ୍ରେଷ୍ଠ ଅଭିନେତାର ଆୱାର୍ଡ କିଣିଥିଲେ ଅଭିନେତା ରିଷି କପୁର। ନିକଟରେ ଏକ ଗଣ ମାଧ୍ୟମ ସହ ସାକ୍ଷାତକାରରେ ରିଷି କହିଛନ୍ତି, ୧୯୭୩ରେ ସେ ଟଙ୍କା ଦେଇ ପିଲ୍ମ ‘ବିବି’ ପାଇଁ  ଶ୍ରେଷ୍ଠ ଅଭିନେତା ପୁରସ୍କାର ନେଇଥିଲେ। ସେ ସମୟରେ ‘ଜଞ୍ଜୀର’ରେ ସୁନ୍ଦର ଅଭିନୟ ପାଇଁ ଅମିତାଭ ବଚ୍ଚନଙ୍କ ତାଙ୍କର ସହ ପ୍ରତିଦ୍ୱନ୍ଦିତା ଥିଲା ବୋଲି ସେ କହିଛନ୍ତି । ତେବେ ଏପରି କରିବା ଦ୍ୱାରା ପରବର୍ତ୍ତୀ ସମୟରେ ତାଙ୍କର ଓ ଅମିତାଭଙ୍କ ସଂପର୍କରେ […]

Rishi-Kapoor

Rishi-Kapoor

Rakesh Mallick
  • Published: Wednesday, 18 January 2017
  • Updated: 18 January 2017, 01:42 PM IST

Sports

Latest News

ମୁମ୍ବାଇ: ଟଙ୍କା ଦେଇ ଶ୍ରେଷ୍ଠ ଅଭିନେତାର ଆୱାର୍ଡ କିଣିଥିଲେ ଅଭିନେତା ରିଷି କପୁର। ନିକଟରେ ଏକ ଗଣ ମାଧ୍ୟମ ସହ ସାକ୍ଷାତକାରରେ ରିଷି କହିଛନ୍ତି, ୧୯୭୩ରେ ସେ ଟଙ୍କା ଦେଇ ପିଲ୍ମ ‘ବିବି’ ପାଇଁ  ଶ୍ରେଷ୍ଠ ଅଭିନେତା ପୁରସ୍କାର ନେଇଥିଲେ। ସେ ସମୟରେ ‘ଜଞ୍ଜୀର’ରେ ସୁନ୍ଦର ଅଭିନୟ ପାଇଁ ଅମିତାଭ ବଚ୍ଚନଙ୍କ ତାଙ୍କର ସହ ପ୍ରତିଦ୍ୱନ୍ଦିତା ଥିଲା ବୋଲି ସେ କହିଛନ୍ତି ।

ତେବେ ଏପରି କରିବା ଦ୍ୱାରା ପରବର୍ତ୍ତୀ ସମୟରେ ତାଙ୍କର ଓ ଅମିତାଭଙ୍କ ସଂପର୍କରେ ଦୂରତା ଆସିଥିଲା ବୋଲି ସେ ହୃଦୟଙ୍ଗମ କରିଥିବା କହିଛନ୍ତି। ଏହି ଘଟଣା ସେ ସମୟର ଯେତବେଳେ ରିଷି ୨୧ ବର୍ଷର ଥିଲେ। ତାଙ୍କ ଅଫିସ୍‌କୁ ଜଣେ ଅଜଣା ବ୍ୟକ୍ତି ଆସି ତାଙ୍କୁ ୩୦ହଜାର ଟଙ୍କା ବଦଳରେ ଆୱାର୍ଡ ମିଳିବ ବୋଲି କହିଥିଲେ। ଏବଂ ରିଷି ତାଙ୍କ କଥାରେ ରାଜି ହୋଇ ସେପରି କରିଥିଲେ। କିନ୍ତୁ ବର୍ତ୍ତମାନ ତାଙ୍କର ଏଭଳି ଭୁଲ୍‌ କାମ ପାଇଁ ଦୁଃଖପ୍ରକାଶ କରୁଥିବା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story