‘ବକ୍ସ ଅଫିସ୍‌ରେ କମ୍‌ କଲେକ୍ସନ ବିମୁଦ୍ରାକରଣ ପାଇଁ ନୁହେଁ’

ମୁମ୍ବାଇ: ‘ରକ୍‌ ଅନ୍‌ ୨’ ବକ୍ସ ଅଫିସ୍‌ରେ ମାନ୍ଦା ପଡ଼ିବାର ଦେଖାଯାଇଛି। ତେବେ ଫିଲ୍ମ ନ ଚାଲିବା ପଛର କାରଣ ବିମୁଦ୍ରାକରଣ ବୋଲି କହିବା ଏକ ପ୍ରକାର ମୁର୍ଖାମୀ ହେବ ବୋଲି ପ୍ରତିଷ୍ଠିତ ସଙ୍ଗୀତକାର ଜାଭେଦ ଅଖତର କହିଛନ୍ତି। ‘ରକ୍‌ ଅନ୍‌ ୨’ ହେଉଛି ତାଙ୍କ ପୁଅ ଫରହାନ ଅଖତରଙ୍କର। ୨୦୦୮ରେ ଆସିଥିବା ‘ରକ୍‌ ଅନ୍‌’ର ସିକ୍ୱେଲ ହେଉଛି ‘ରକ୍‌ ଅନ୍‌୨’।  ‘ରକ୍‌ ଅନ୍‌୨’  ୧୧ ନଭେମ୍ବରରେ ରିଲିଜ ହୋଇଥିଲା। ଭାରତରେ ବିମୁଦ୍ରାକରଣର ଘୋଷଣା ୮ ନଭେମ୍ବର […]

javed-akhtar

javed-akhtar

Rakesh Mallick
  • Published: Sunday, 27 November 2016
  • Updated: 27 November 2016, 05:41 PM IST

ମୁମ୍ବାଇ: ‘ରକ୍‌ ଅନ୍‌ ୨’ ବକ୍ସ ଅଫିସ୍‌ରେ ମାନ୍ଦା ପଡ଼ିବାର ଦେଖାଯାଇଛି। ତେବେ ଫିଲ୍ମ ନ ଚାଲିବା ପଛର କାରଣ ବିମୁଦ୍ରାକରଣ ବୋଲି କହିବା ଏକ ପ୍ରକାର ମୁର୍ଖାମୀ ହେବ ବୋଲି ପ୍ରତିଷ୍ଠିତ ସଙ୍ଗୀତକାର ଜାଭେଦ ଅଖତର କହିଛନ୍ତି। ‘ରକ୍‌ ଅନ୍‌ ୨’ ହେଉଛି ତାଙ୍କ ପୁଅ ଫରହାନ ଅଖତରଙ୍କର।

୨୦୦୮ରେ ଆସିଥିବା ‘ରକ୍‌ ଅନ୍‌’ର ସିକ୍ୱେଲ ହେଉଛି ‘ରକ୍‌ ଅନ୍‌୨’।  ‘ରକ୍‌ ଅନ୍‌୨’  ୧୧ ନଭେମ୍ବରରେ ରିଲିଜ ହୋଇଥିଲା। ଭାରତରେ ବିମୁଦ୍ରାକରଣର ଘୋଷଣା ୮ ନଭେମ୍ବର ରାତିରେ କରାଯାଇଥିଲା। ଫିଲ୍ମଟି ରିଲିଜର ପ୍ରଥମ ଦିନରେ ବକ୍ସ ଅଫିସରେ ୨.୦୨ କୋଟି ଟଙ୍କା ଆୟ କରିପାରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos