ରୁଚି ବାହା ହେବେ

ମୁମ୍ବାଇ: ଅନ୍ୟତମ ଲୋକପ୍ରିୟ ଟିଭି ଧାରାବାହିକ ‘କୁଣ୍ଡଲି ଭାଗ୍ୟ’ରେ ନେଗେଟିଭ୍‌ ରୋଲ୍‌ରେ ଅଭିନୟ କରୁଥିବା ରୁଚି ଚତୁର୍ବେଦି ବାହା ହେବେ। ଏହି ଶୋ’ ପାଇଁ ‘ଶର୍ଲିନ୍‌’ ନାଁରେ ପରିଚିତ ରୁଚି ତାଙ୍କ ବନ୍ଧୁ ଶିବେନ୍ଦ୍ର ଓମ୍ ସାଇନିୟୋଲଙ୍କୁ ବାହା ହେବେ। ରୁଚି ଓ ଶିବେନ୍ଦ୍ର ପରସ୍ପରକୁ ୧୪ ବର୍ଷ ହେଲାଣି ଜାଣିଛନ୍ତି। ଏବେ ସେମାନେ ବାହା ହୁଅନ୍ତୁ ବୋଲି ଉଭୟଙ୍କ ପରିବାର ଲୋକେ ଚାହୁଁଛନ୍ତି। ସୂଚନା ଅନୁଯାୟୀ, ଆସନ୍ତା ମାସ ୧୭ ତାରିଖରେ ସେମାନଙ୍କ ନିର୍ବନ୍ଧ ହେବ। […]

sher

sher

Jitendra Garnayak
  • Published: Monday, 15 July 2019
  • Updated: 15 July 2019, 03:10 PM IST

Sports

Latest News

ମୁମ୍ବାଇ: ଅନ୍ୟତମ ଲୋକପ୍ରିୟ ଟିଭି ଧାରାବାହିକ ‘କୁଣ୍ଡଲି ଭାଗ୍ୟ’ରେ ନେଗେଟିଭ୍‌ ରୋଲ୍‌ରେ ଅଭିନୟ କରୁଥିବା ରୁଚି ଚତୁର୍ବେଦି ବାହା ହେବେ। ଏହି ଶୋ’ ପାଇଁ ‘ଶର୍ଲିନ୍‌’ ନାଁରେ ପରିଚିତ ରୁଚି ତାଙ୍କ ବନ୍ଧୁ ଶିବେନ୍ଦ୍ର ଓମ୍ ସାଇନିୟୋଲଙ୍କୁ ବାହା ହେବେ।

ରୁଚି ଓ ଶିବେନ୍ଦ୍ର ପରସ୍ପରକୁ ୧୪ ବର୍ଷ ହେଲାଣି ଜାଣିଛନ୍ତି। ଏବେ ସେମାନେ ବାହା ହୁଅନ୍ତୁ ବୋଲି ଉଭୟଙ୍କ ପରିବାର ଲୋକେ ଚାହୁଁଛନ୍ତି।

ସୂଚନା ଅନୁଯାୟୀ, ଆସନ୍ତା ମାସ ୧୭ ତାରିଖରେ ସେମାନଙ୍କ ନିର୍ବନ୍ଧ ହେବ। ତେବେ ବାହାଘର କେବେ ହେବ, ସେ ନେଇ କିଛି ସୂଚନା ମିଳି ନାହିଁ।

ଶିବେନ୍ଦ୍ର ମଧ୍ୟ ଜଣେ ଅଭିନେତା। ସେ ଏବେ ‘ଛୋଟି ସର୍ଦ୍ଦାନୀ’ ସିରିଏଲ୍‌ରେ କାମ କରୁଛନ୍ତି। ଜୟପୁରର ଶିଭେନ୍ଦ୍ର ଷ୍ଟାର ପ୍ଲସ୍‌ରେ ପ୍ରସାରିତ ‘କର୍ଣ୍ଣସଙ୍ଗିନୀ’ରେ ଭୀଷ୍ମ ପିତାମହ ଭୂମିକାରେ ଅଭିନୟ କରିଥିଲେ। ଅନ୍ୟପକ୍ଷରେ ରୁଚିଙ୍କ ‘କୁଣ୍ଡଲି ଭାଗ୍ୟ’ ୨୦୧୭ ମସିହାରୁ ଚାଲିଥିବା ବେଳେ ଏହା ହେଉଛି ‘ଜି ଟିଭି’ ଏକ ସଫଳ ଧାରାବାହିକ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story