ଶ୍ରୀସନ୍ତ 'ବିଗ୍‌ ବସ୍‌-୧୨'ର ବିଜେତା !

ମୁମ୍ବାଇ: କଲର୍ସ ଚ୍ୟାନେଲ୍‌ରେ ପ୍ରସାରିତ ରିୟାଲିଟି ଶୋ’ ବିଗ୍‌ ‘ବସ୍‌-୧୨’ର ସମ୍ଭାବ୍ୟ ବିଜେତାଙ୍କୁ ନେଇ ସୋଶାଲ୍‌ ମିଡିଆରେ ଜୋର୍ ଚର୍ଚ୍ଚା। ଆସନ୍ତା କାଲି ଏହି ଶୋ’ର ଗ୍ରାଣ୍ଡ୍‌ ଫିନାଲେ। ଏବେଠୁ କିନ୍ତୁ ଏଥିରେ କିଏ ବିଜୟୀ ହେବେ, ତାକୁ ନେଇ ସରଗରମ୍‌ ଆଲୋଚନା ଚାଲିଛି। କ୍ରିକେଟର୍‌ ଶ୍ରୀସନ୍ତ ଏହି ଶୋ’ର ବିଜେତା ହେବେ ବୋଲି ସୋଶାଲ୍‌ ମିଡିଆରେ ଅନେକ ଭବିଷ୍ୟବାଣୀ କରୁଛନ୍ତି। କେହି କେହି ଶ୍ରୀସନ୍ତ ହିଁ ବିଜେତା ବୋଲି ସ୍ଥିରନିଶ୍ଚିତ  ଅଛନ୍ତି।। ତେବେ ଶ୍ରୀସନ୍ତଙ୍କ ସମ୍ଭାବ୍ୟ […]

Bigg-Boss-12-S

Bigg-Boss-12-S

Biswobandita Swain
  • Published: Saturday, 29 December 2018
  • Updated: 29 December 2018, 05:02 PM IST

ମୁମ୍ବାଇ: କଲର୍ସ ଚ୍ୟାନେଲ୍‌ରେ ପ୍ରସାରିତ ରିୟାଲିଟି ଶୋ' ବିଗ୍‌ 'ବସ୍‌-୧୨'ର ସମ୍ଭାବ୍ୟ ବିଜେତାଙ୍କୁ ନେଇ ସୋଶାଲ୍‌ ମିଡିଆରେ ଜୋର୍ ଚର୍ଚ୍ଚା। ଆସନ୍ତା କାଲି ଏହି ଶୋ'ର ଗ୍ରାଣ୍ଡ୍‌ ଫିନାଲେ। ଏବେଠୁ କିନ୍ତୁ ଏଥିରେ କିଏ ବିଜୟୀ ହେବେ, ତାକୁ ନେଇ ସରଗରମ୍‌ ଆଲୋଚନା ଚାଲିଛି। କ୍ରିକେଟର୍‌ ଶ୍ରୀସନ୍ତ ଏହି ଶୋ'ର ବିଜେତା ହେବେ ବୋଲି ସୋଶାଲ୍‌ ମିଡିଆରେ ଅନେକ ଭବିଷ୍ୟବାଣୀ କରୁଛନ୍ତି। କେହି କେହି ଶ୍ରୀସନ୍ତ ହିଁ ବିଜେତା ବୋଲି ସ୍ଥିରନିଶ୍ଚିତ  ଅଛନ୍ତି।। ତେବେ ଶ୍ରୀସନ୍ତଙ୍କ ସମ୍ଭାବ୍ୟ ବିଜୟକୁ ନେଇ ତାଙ୍କ ପତ୍ନୀ ଭୁବନେଶ୍ୱରୀ ନିଜ ପ୍ରତିକ୍ରିୟା ରଖିଛନ୍ତି। 

ଭୁବନେଶ୍ୱରୀ କହିଛନ୍ତି ଯେ "ଆପଣମାନଙ୍କ କଥା ସତ ହେଉ। ଭବିଷ୍ୟତର କୌଣସି କଥାକୁ ପୂର୍ବରୁ ବାରମ୍ବାର କୁହାଗଲେ, ତାହା ସତ ହୋଇଯାଏ ବୋଲି ମୁଁ ଶୁଣିଛି। ମୁଁ ବି ତାହା ଚାହେଁ। କିନ୍ତୁ ଏପର୍ଯ୍ୟନ୍ତ ଶ୍ରୀସନ୍ତ ବିଜେତା ହୋଇନାହାନ୍ତି।"

ଶ୍ରୀସନ୍ତ 'ବିଗ୍ ବସ୍‌-୧୨'ର ଗ୍ରାଣ୍ଡ୍‌ ଫିନାଲେରେ ପ୍ରବେଶ କରି ସାରିଛନ୍ତି। ତାଙ୍କ ସହ ଦୀପକ୍‌, ରୋମିଲ୍‌, କରନ୍‌ବୀର୍‌ ଏବଂ ଦୀପିକା ମଧ୍ୟ ଫାଇନାଲ୍‌ରେ ଅଛନ୍ତି। ସାରା ଶୋ'ର ଏହି ଟପ୍‌ ୫ ପ୍ରତିଯୋଗୀଙ୍କ ମଧ୍ୟରୁ ରବିବାର ଜଣଙ୍କୁ ବିଜେତା ଘୋଷଣା କରାଯିବ। ବିଜେତାଙ୍କୁ ଟ୍ରଫି ସହ ପୁରସ୍କାର ରାଶି ମଧ୍ୟ ମିଳିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story