ବିଗ୍‌ ବସ୍‌ରୁ ବିଦା ହେଉ ହେଉ ବର୍ତ୍ତିଗଲେ ଓଡ଼ିଆ ପୁଅ ସବ୍ୟସାଚୀ

ଭୁବନେଶ୍ୱର(ଓଡିଶା ରିପୋର୍ଟର): ସଲମାନଙ୍କ ରିୟଲିଟି ସୋ’ ବିଗ୍‌ ବସ୍‌ରେ ଭାଗ ନେଇଥିବା ଏକମାତ୍ର ଓଡ଼ିଆ ପୁଅ ସବ୍ୟସାଚୀ ଶତପଥୀ ସୋ’ରୁ ବିଦା ହେବାରୁ ବର୍ତ୍ତି ଯାଇଛନ୍ତି। ତାଙ୍କ ସ୍ଥାନରେ ୱେବ ସଙ୍ଗର ଢ଼ିଞ୍ଚାକ ପୂଜା ସୋ’ରୁ ବିଦା ହୋଇଛନ୍ତି। ପ୍ରଦର୍ଶନ ଭଲ ନ ଥିବାରୁ ତାଙ୍କୁ ବିଗ୍‌ବସ୍‌ରୁ ବିଦା ହେବା ନେଇ ଖବର ଶୁଣିବାକୁ ମିଳୁଥିଲା। ଗତ ସୋମବାର ଏଲିମିନେସନ୍ ତାଲିକାରେ ଥିଲେ ଢିଞ୍ଚାକ ପୂଜା, ବନ୍ଦ୍‌ଗୀ କଲରା, ସପନା ଚୌଧୁରୀ, ସିଲ୍‌ପା ସିନ୍ଦେ, ଭିଜେ ବେନାଫ୍‌ସା ସୁନାୱାଲା, […]

Sabyasachi-Satpathy-

Sabyasachi-Satpathy-

Rakesh Mallick
  • Published: Sunday, 05 November 2017
  • Updated: 05 November 2017, 11:14 PM IST

Sports

Latest News

ଭୁବନେଶ୍ୱର(ଓଡିଶା ରିପୋର୍ଟର): ସଲମାନଙ୍କ ରିୟଲିଟି ସୋ’ ବିଗ୍‌ ବସ୍‌ରେ ଭାଗ ନେଇଥିବା ଏକମାତ୍ର ଓଡ଼ିଆ ପୁଅ ସବ୍ୟସାଚୀ ଶତପଥୀ ସୋ’ରୁ ବିଦା ହେବାରୁ ବର୍ତ୍ତି ଯାଇଛନ୍ତି। ତାଙ୍କ ସ୍ଥାନରେ ୱେବ ସଙ୍ଗର ଢ଼ିଞ୍ଚାକ ପୂଜା ସୋ’ରୁ ବିଦା ହୋଇଛନ୍ତି। ପ୍ରଦର୍ଶନ ଭଲ ନ ଥିବାରୁ ତାଙ୍କୁ ବିଗ୍‌ବସ୍‌ରୁ ବିଦା ହେବା ନେଇ ଖବର ଶୁଣିବାକୁ ମିଳୁଥିଲା।

ଗତ ସୋମବାର ଏଲିମିନେସନ୍ ତାଲିକାରେ ଥିଲେ ଢିଞ୍ଚାକ ପୂଜା, ବନ୍ଦ୍‌ଗୀ କଲରା, ସପନା ଚୌଧୁରୀ, ସିଲ୍‌ପା ସିନ୍ଦେ, ଭିଜେ ବେନାଫ୍‌ସା ସୁନାୱାଲା, ଟିନ୍ ଆଇକନ୍ ପ୍ରୟଙ୍କା ଶର୍ମା, ହିନା ଖାନ୍ ଏବଂ ହିତେନ ତେଜ୍‌ୱାନୀ । ଏମାନଙ୍କ ମଧ୍ୟରୁ ଢିଞ୍ଚାକ ପୂଜାଙ୍କୁ ସୋ’ରୁ ବାହାର କରିଦିଆଯିଥିବା ଖବର ଶୁଣିବାକୁ ମିଳୁଥିଲା।

ସବ୍ୟସାଚୀ ଶତପଥୀ ଜଣେ ଡିଜାଇନର । ଏହା ସହିତ ସେ ଓଡିଆ ଟେଲି ଜଗତର ଜଣେ ଟିଭି ହୋଷ୍ଟ । ସେ ଓଟିଭିର ରୋଷେଇ ସମ୍ବନ୍ଧୀୟ ଏକ ସୋରେ ହୋଷ୍ଟ କରି  ଲୋକପ୍ରିୟ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story