‘ସଚିନ: ଏ ବିଲିୟନ ଡ୍ରିମ୍ସ’ରେ ରହିଛି ମ୍ୟାଚ୍‌ ଫିକ୍ସିଂର ଗନ୍ଧ

ମୁମ୍ବାଇ: ସବୁ ଉତ୍କଣ୍ଠାର ଅନ୍ତ ଘଟିଛି। କାରଣ ଆଜି ରିଲିଜ ହୋଇଛି ବହୁ ପ୍ରତୀକ୍ଷିତ ‘ସଚିନ: ଏ ବିଲିୟନ ଡ୍ରିମ୍ସ’ର ଟ୍ରେଲର। କ୍ରିକେଟ୍‌ର ଭଗବାନ କୁହାଯାଉଥିବା ସଚିନଙ୍କ ଏହି ବାୟୋକିପ୍‌ ମେ ୨୬ ତାରିଖରେ ରିଲିଜ ହେବ। ୨ ମିନିଟ୍‌ ୧୩ ସେଣ୍ଡର ଏହି ଟ୍ରେଲରରେ ସଚିନଙ୍କ ଜୀବନକୁ ଦମଦାର ଭାବେ ପ୍ରଦର୍ଶନ କରାଯାଇଛି। ବିଶେଷ କରି ଏହି ଟ୍ରେଲରରେ କ୍ରିକେଟ୍‌ ଦୁନିଆର କଳଙ୍କିତ ଅଧ୍ୟାୟ ମ୍ୟାଚ୍‌ ଫିକ୍ସିଂକୁ ବି ସ୍ଥାନୀତ କରାଯାଇଛି। ଏହାସହ ଟ୍ରେଲ୍‌ରରେ ମହେନ୍ଦ୍ର […]

sachin

sachin

Rakesh Mallick
  • Published: Thursday, 13 April 2017
  • Updated: 13 April 2017, 09:23 PM IST

Sports

Latest News

ମୁମ୍ବାଇ: ସବୁ ଉତ୍କଣ୍ଠାର ଅନ୍ତ ଘଟିଛି। କାରଣ ଆଜି ରିଲିଜ ହୋଇଛି ବହୁ ପ୍ରତୀକ୍ଷିତ ‘ସଚିନ: ଏ ବିଲିୟନ ଡ୍ରିମ୍ସ’ର ଟ୍ରେଲର। କ୍ରିକେଟ୍‌ର ଭଗବାନ କୁହାଯାଉଥିବା ସଚିନଙ୍କ ଏହି ବାୟୋକିପ୍‌ ମେ ୨୬ ତାରିଖରେ ରିଲିଜ ହେବ।

୨ ମିନିଟ୍‌ ୧୩ ସେଣ୍ଡର ଏହି ଟ୍ରେଲରରେ ସଚିନଙ୍କ ଜୀବନକୁ ଦମଦାର ଭାବେ ପ୍ରଦର୍ଶନ କରାଯାଇଛି। ବିଶେଷ କରି ଏହି ଟ୍ରେଲରରେ କ୍ରିକେଟ୍‌ ଦୁନିଆର କଳଙ୍କିତ ଅଧ୍ୟାୟ ମ୍ୟାଚ୍‌ ଫିକ୍ସିଂକୁ ବି ସ୍ଥାନୀତ କରାଯାଇଛି। ଏହାସହ ଟ୍ରେଲ୍‌ରରେ ମହେନ୍ଦ୍ର ସିଂ ଧୋନୀଙ୍କୁ ମଧ୍ୟ ଦେଖିବାକୁ ମିଳୁଛି।

ଫିଲ୍ମଟି ହିନ୍ଦୀ ସହ ମରାଠୀ, ଇଂଲିଶ, ତାମିଲ ଓ ତେଲଗୁ ଭାଷାରେ ଏକାସାଙ୍ଗରେ ରିଲିଜ୍‌ ହେବ।

ଫିଲ୍ମର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି ଏଥିରେ ସଚିନ ନିଜେ ମଧ୍ୟ ଅଭିନୟ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story