ନିଜ ଜନ୍ମ ଦିନରେ ଝିଅର ଫଟୋ ସେୟାର କରିପାରନ୍ତି ଶାହୀଦ୍‌

ମୁମ୍ବାଇ: ଶାହୀଦ୍‌ କପୁର ତାଙ୍କ ଝିଅ ମିସାକୁ ଲାଇମ୍‌ ଲାଇଟ୍‌ଠାରୁ ଦୂରେଇ ରଖିଥିଲେ। ଏବେ ସେ ମିସାଙ୍କ ଫଟୋକୁ ସେୟାର କରିବେ ବୋଲି ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ମିସାଙ୍କ ଜନ୍ମ ଗତବର୍ଷ ହୋଇଥିଲା। ଶାହୀଦ୍‌ କହିଛନ୍ତି,“ମୁଁ ଖୁବ୍‌ ଶୀଘ୍ର ମିସାର ଫଟୋ ସେୟାର କରିବି। ହୁଏତ ଚଳିତ ମାସରେ ଫଟୋକୁ ସେୟାର କରିପାରେ। ମିସାର ଫଟୋ ସେୟାର କରିବା ପାଇଁ ଖାସ୍‌ ଦିନକୁ ଅପେକ୍ଷା କରିଛି। ହୁଏତ ମୋ ଜନ୍ମଦିନରେ ବି କରିପାରେ।” ନିକଟରେ ଶାହୀଦ୍‌ ଇନ୍‌ଷ୍ଟାଗ୍ରାମରେ […]

sahid

sahid

Rakesh Mallick
  • Published: Wednesday, 08 February 2017
  • Updated: 08 February 2017, 04:44 PM IST

Sports

Latest News

ମୁମ୍ବାଇ: ଶାହୀଦ୍‌ କପୁର ତାଙ୍କ ଝିଅ ମିସାକୁ ଲାଇମ୍‌ ଲାଇଟ୍‌ଠାରୁ ଦୂରେଇ ରଖିଥିଲେ। ଏବେ ସେ ମିସାଙ୍କ ଫଟୋକୁ ସେୟାର କରିବେ ବୋଲି ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ମିସାଙ୍କ ଜନ୍ମ ଗତବର୍ଷ ହୋଇଥିଲା।

ଶାହୀଦ୍‌ କହିଛନ୍ତି,“ମୁଁ ଖୁବ୍‌ ଶୀଘ୍ର ମିସାର ଫଟୋ ସେୟାର କରିବି। ହୁଏତ ଚଳିତ ମାସରେ ଫଟୋକୁ ସେୟାର କରିପାରେ। ମିସାର ଫଟୋ ସେୟାର କରିବା ପାଇଁ ଖାସ୍‌ ଦିନକୁ ଅପେକ୍ଷା କରିଛି। ହୁଏତ ମୋ ଜନ୍ମଦିନରେ ବି କରିପାରେ।”

ନିକଟରେ ଶାହୀଦ୍‌ ଇନ୍‌ଷ୍ଟାଗ୍ରାମରେ ନିଜ ଝିଅର ଏକ ଝଲକ ସେୟାର କରିଥିଲେ। ସେହି ଫଟୋରେ ସେ ତାଙ୍କ ଝିଅଙ୍କ ସହ ସମୁଦ୍ର କୂଳରେ ସୂର୍ଯ୍ୟକିରଣର ମଜା ନେଉଥିବା ଦେଖାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story