ଏହି ଫିଲ୍ମ ଲାଗି ଝାଳ ବୁହାଉଛନ୍ତି ପରିଣିତି...

ମୁମ୍ୱାଇ:  ପ୍ରସିଦ୍ଧ ବ୍ୟାଡ଼ମିଣ୍ଟନ ଖେଳାଳି ସାୟନା ନେହୱାଲଙ୍କ ବାୟୋପିକ୍‌ରେ ଲିଡ଼୍‌ ରୋଲରେ ନଜର ଆସିବେ ବଲିଉଡ଼ର ଚୁଲବୁଲି ଗାର୍ଲ ପରିଣିତି ଚୋପ୍ରା। ଏଥିପାଇଁ ପୂରା ଫର୍ମକୁ ଆସିବାକୁ ତାଙ୍କୁ ବହୁ ପରିଶ୍ରମ ମଧ୍ୟ କରିବାକୁ ପଡ଼ୁଛି। ଏହି ଫିଲ୍ମ ପ୍ରଥମେ ଶ୍ରଦ୍ଧା କପୁରଙ୍କୁ ମିଳିଥିଲା। ଏଥିପାଇଁ ସେ ବ୍ୟାଡ଼ମିଣ୍ଟନ ପ୍ରଶିକ୍ଷଣ ନେବା ମଧ୍ୟ ଆରମ୍ଭ କରିଦେଇଥିଲେ । ହେଲେ ପରେ କୌଣସି କାରଣରୁ ସେ ଫିଲ୍ମଟି ଛାଡ଼ି ଦେଇଥିଲେ। ଏହାପରେ ଏହା ପରିଣିତିଙ୍କ ଝୁଲାରେ ପଡ଼ିଥିଲା। ପରିଣିତିଙ୍କୁ […]

parineeti...

parineeti...

Niharika Rout
  • Published: Wednesday, 24 April 2019
  • Updated: 24 April 2019, 10:21 AM IST

Sports

Latest News

ମୁମ୍ୱାଇ:  ପ୍ରସିଦ୍ଧ ବ୍ୟାଡ଼ମିଣ୍ଟନ ଖେଳାଳି ସାୟନା ନେହୱାଲଙ୍କ ବାୟୋପିକ୍‌ରେ ଲିଡ଼୍‌ ରୋଲରେ ନଜର ଆସିବେ ବଲିଉଡ଼ର ଚୁଲବୁଲି ଗାର୍ଲ ପରିଣିତି ଚୋପ୍ରା। ଏଥିପାଇଁ ପୂରା ଫର୍ମକୁ ଆସିବାକୁ ତାଙ୍କୁ ବହୁ ପରିଶ୍ରମ ମଧ୍ୟ କରିବାକୁ ପଡ଼ୁଛି। ଏହି ଫିଲ୍ମ ପ୍ରଥମେ ଶ୍ରଦ୍ଧା କପୁରଙ୍କୁ ମିଳିଥିଲା। ଏଥିପାଇଁ ସେ ବ୍ୟାଡ଼ମିଣ୍ଟନ ପ୍ରଶିକ୍ଷଣ ନେବା ମଧ୍ୟ ଆରମ୍ଭ କରିଦେଇଥିଲେ । ହେଲେ ପରେ କୌଣସି କାରଣରୁ ସେ ଫିଲ୍ମଟି ଛାଡ଼ି ଦେଇଥିଲେ। ଏହାପରେ ଏହା ପରିଣିତିଙ୍କ ଝୁଲାରେ ପଡ଼ିଥିଲା।

ପରିଣିତିଙ୍କୁ ସାଇନାଙ୍କ ବାୟୋପିକ୍‌ ଉପରେ ଫୋକସ୍‌ କରିବାକୁ ବହୁତ କଷ୍ଟର ସମ୍ମୁଖୀନ ହେବାକୁ ପଡ଼ୁଛି। ନିଜ ଚତୁଃପାର୍ଶ୍ୱରେ ସକାରାତ୍ମକ ପାରିପାର୍ଶ୍ୱ ସୃଷ୍ଟି ନିମନ୍ତେ ସେ ଆମିଷ ଖାଇବାରୁ ଦୂରରେ ଅଛନ୍ତି। ଆମିଷ ଖାଇବା ଦ୍ୱାରା ତାଙ୍କ ହାବଭାବରେ ପରିବର୍ତ୍ତନ ହେଉଥିବା ସେ ଲକ୍ଷ କରିଛନ୍ତି। ଏହାବ୍ୟତୀତ ନିଜକୁ ଶାରୀରିକ ଭାବେ ଫିଟ୍‌ ରଖିବାକୁ ମଧ୍ୟ ତାଙ୍କୁ ବହୁ କଷ୍ଟ କରିବାକୁ ପଡ଼ୁଛି।

ଏହାକୁ ନେଇ ପରିଣିତି କହିଛନ୍ତି, ପୂର୍ବରୁ ଆମିଷ ଭୋଜନ ପରେ ଅସହଜ ଅନୁଭବ କରୁଥିଲି। ନିଜ ମଧ୍ୟରେ ସକାରାତ୍ମକ ପରିବର୍ତ୍ତନ ଆଣିବାକୁ ମୁଁ ଦୀର୍ଘ ଦିନ ହେଲା ଭାବୁଥିଲି। ଏଥିନିମନ୍ତେ ବହୁ ଦିନ ଚିନ୍ତା କରିବା ପରେ ମୁଁ ଏପରି ପଦେକ୍ଷପ ନେଇଛି। ନିଜକୁ ଫିଟ୍‌ ରଖିବାକୁ ଶାକାହାରୀ ଭୋଜନ ବହୁ ମାତ୍ରାରେ ସାହାଯ୍ୟ କରିଥାଏ। ଏହା ଦ୍ୱାରା ଆପଣ ଭଲ ଜୀବନ ଧାରଣ କରିପାରିବେ। କିନ୍ତୁ ଏହାଦ୍ୱାରା ମୁଁ କୌଣସି ଉଦାହାରଣ ସୃଷ୍ଟି କରିବାକୁ ଚାହୁଁନି। ଏହା ମୋ ବ୍ୟକ୍ତିଗତ ନିଷ୍ପତ୍ତି ଏବଂ ଜୀବନ ବଞ୍ଚିବାର ମାଧ୍ୟମ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story