ସଲମାନ୍‌ ସହ କିଏ ସେହି ନଗ୍ନ ନାୟିକା  

ସଲମାନ୍‌ ଖାନ୍‌ଙ୍କ ଆଗାମୀ ଫିଲ୍ମ  ‘ଟାଇଗର ଜୀନ୍ଦା ହେ’ର ଏବେ ସୁଟିଂ ଜାରି ରହିଛି।  ଏହି ସିନେମାରେ ନାୟିକା ଅଛନ୍ତି କାଟ୍ରିନା କୈଫ । ସୁଟିଂ ପାଇଁ ସଲମନ ଏବେ ଅଷ୍ଟ୍ରେଲିଆରେ ଅଛନ୍ତି। ସାଙ୍ଗରେ କାଟ୍ରିନା ମଧ୍ୟ ଯାଇଛନ୍ତି। ସେଠାରେ କିନ୍ତୁ ସଲମାନ୍‌ ନଖରାମି ଆରମ୍ଭ କରିଦେଇଛନ୍ତି। କାଟ୍ରିନାଙ୍କୁ ଛାଡ଼ି ସେ ଜଣେ ଅଷ୍ଟ୍ରେଲୀୟ ଲଳନାଙ୍କ ସହ ମାତିଛନ୍ତି। ସେହି  ସୁନ୍ଦରୀ ଜଣକ ହେଉଛନ୍ତି ରୋଂଜା ଫେଚେର। ଦେଖିବାକୁ ଏକଦମ୍‌ ହଟ୍ ଲାଗୁଥିବା ଏହି ଯୁବତୀ ଜଣକ […]

salman-with-ronja

salman-with-ronja

Rakesh Mallick
  • Published: Wednesday, 12 April 2017
  • Updated: 12 April 2017, 09:31 PM IST

Sports

Latest News

ସଲମାନ୍‌ ଖାନ୍‌ଙ୍କ ଆଗାମୀ ଫିଲ୍ମ  ‘ଟାଇଗର ଜୀନ୍ଦା ହେ’ର ଏବେ ସୁଟିଂ ଜାରି ରହିଛି।  ଏହି ସିନେମାରେ ନାୟିକା ଅଛନ୍ତି କାଟ୍ରିନା କୈଫ । ସୁଟିଂ ପାଇଁ ସଲମନ ଏବେ ଅଷ୍ଟ୍ରେଲିଆରେ ଅଛନ୍ତି। ସାଙ୍ଗରେ କାଟ୍ରିନା ମଧ୍ୟ ଯାଇଛନ୍ତି। ସେଠାରେ କିନ୍ତୁ ସଲମାନ୍‌ ନଖରାମି ଆରମ୍ଭ କରିଦେଇଛନ୍ତି। କାଟ୍ରିନାଙ୍କୁ ଛାଡ଼ି ସେ ଜଣେ ଅଷ୍ଟ୍ରେଲୀୟ ଲଳନାଙ୍କ ସହ ମାତିଛନ୍ତି।

ronja-2ସେହି  ସୁନ୍ଦରୀ ଜଣକ ହେଉଛନ୍ତି ରୋଂଜା ଫେଚେର। ଦେଖିବାକୁ ଏକଦମ୍‌ ହଟ୍ ଲାଗୁଥିବା ଏହି ଯୁବତୀ ଜଣକ ଅଷ୍ଟ୍ରେଲିଆର ଜଣେ ଚର୍ଚ୍ଚିତ ନାୟିକା। ଏହି ନାୟିକାଙ୍କ ସହ ସଲମାନ୍‌ ଏକାଠି ବୁଲିବାର ଫଟୋ ଏବେ ଭାଇରାଲ ହୋଇଛି। ସେ ଭିତରେ ଅନେକ ଆପତ୍ତିଜନକ ଫଟୋ ରହିଛି। ହେଲେ ସଲମାନ୍‌ ଆଉ କ’ଣ କ’ଣ କରିଛନ୍ତି ଜଣାନାହିଁ। କିନ୍ତୁ ଏହି ଫଟୋକୁ ନେଇ ଭାରି ଚର୍ଚ୍ଚା।

ସବୁବେଳେ ନୂଆ ଆକ୍ଟ୍ରେସଙ୍କୁ ଚାନ୍ସ ଦେବାରେ ମାହିରି ହେଉଛନ୍ତି ସଲମାନ୍‌। ତେଣୁ ସଲମାନ୍‌ଙ୍କ ଆଗାମୀ ଫିଲ୍ମରେ ସେଇ ଅଷ୍ଟ୍ରେଲୀୟ ନାୟିକା ଜଣକ ଏଣ୍ଟ୍ରି କରିବା ନେଇ ଚର୍ଚ୍ଚା ମଧ୍ୟ ହେଉଛି। ଆଉ ଯଦି ରୋଂଜା ଆସନ୍ତି ତେବେ ସଲମନ-କାଟ୍ରିନାଙ୍କ ଯୋଡ଼ି ରହିବ କି ନାହିଁ ତାହା ଦେଖିବାକୁ ବାକି ରହିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story