କୋର୍ଟରୁମ୍‌ରେ କାନ୍ଦି ପକେଇଲେ ସଲମାନ୍‌

ମୁମ୍ବାଇ: ବହୁଚର୍ଚ୍ଚିତ କଳା ହରିଣ ଶିକାର ମାମଲାରେ ଅଭିଯୁକ୍ତ ଅଭିନେତା ସଲମାନ ଖାନ୍‌ ଗତକାଲି ଯୋଧପୁରର ସିଜିଏମ୍‌ ରୁରାଲ କୋର୍ଟରେ ହାଜର ହୋଇଥିଲେ। ଗତକାଲି ପ୍ରତିପକ୍ଷ ଓକିଲ ତାଙ୍କ ଯୁକ୍ତି ଉପସ୍ଥାପନ କରିଥିଲେ। ସଲମାନଙ୍କ ଉପସ୍ଥିତିରେ ସେ କୋର୍ଟ ରୁମରେ ଏକ ସିଡି ଚଲେଇଥିଲେ। ଏଥିରେ ସାକ୍ଷୀ ପୁନମ ଚାନ୍ଦଙ୍କ ବୟାନ୍‌ ରହିଥିଲା। କୋର୍ଟରୁମ୍‌ରେ ସିଡି ଚାଲିଥିବା ବେଳେ ସଲମାନ ଭାବୁକ ହୋଇପଡିଥିଲେ ଓ ତାଙ୍କ ଆଖିରେ ଲୁହ ଆସିଯାଇଥିଲା। ଗତକାଲି କୋର୍ଟରେ ହାଜର ବେଳେ ସଲମାନ୍‌ […]

Salman

Salman

Rakesh Mallick
  • Published: Friday, 05 January 2018
  • Updated: 05 January 2018, 12:32 PM IST

Sports

Latest News

ମୁମ୍ବାଇ: ବହୁଚର୍ଚ୍ଚିତ କଳା ହରିଣ ଶିକାର ମାମଲାରେ ଅଭିଯୁକ୍ତ ଅଭିନେତା ସଲମାନ ଖାନ୍‌ ଗତକାଲି ଯୋଧପୁରର ସିଜିଏମ୍‌ ରୁରାଲ କୋର୍ଟରେ ହାଜର ହୋଇଥିଲେ। ଗତକାଲି ପ୍ରତିପକ୍ଷ ଓକିଲ ତାଙ୍କ ଯୁକ୍ତି ଉପସ୍ଥାପନ କରିଥିଲେ। ସଲମାନଙ୍କ ଉପସ୍ଥିତିରେ ସେ କୋର୍ଟ ରୁମରେ ଏକ ସିଡି ଚଲେଇଥିଲେ। ଏଥିରେ ସାକ୍ଷୀ ପୁନମ ଚାନ୍ଦଙ୍କ ବୟାନ୍‌ ରହିଥିଲା। କୋର୍ଟରୁମ୍‌ରେ ସିଡି ଚାଲିଥିବା ବେଳେ ସଲମାନ ଭାବୁକ ହୋଇପଡିଥିଲେ ଓ ତାଙ୍କ ଆଖିରେ ଲୁହ ଆସିଯାଇଥିଲା।

Salmanଗତକାଲି କୋର୍ଟରେ ହାଜର ବେଳେ ସଲମାନ୍‌ ଉଦାସ ଦେଖାଯାଉଥିଲେ। ସେ କୋର୍ଟରେ ପାଖାପାଖି ୩୫ ମିନିଟ୍‌ ରହିଥିଲେ। ଏହି ମାମଲା ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଶେଷ ଯୁକ୍ତି ପରେ ଚଳିତମାସ ଶେଷ ଆଡ଼କୁ କୋର୍ଟ ରାୟ ଶୁଣାଇ ପାରନ୍ତି।

୧୯୯୬  ମସିହା ଅକ୍ଟୋବର ମାସ ୨ ତାରିଖରେ ଯୋଧପୁରର କନକାନି ଅଞ୍ଚଳରେ ସଲମାନ୍‌ ଦୁଇଟି ହରିଣ ଶିକାର କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story