ବିଗବସ୍‌ରୁ ବଲିଉଡ: ମୌନିଙ୍କୁ ମାୟାନଗରୀରେ ଉଡ଼ାଉବେ ସଲମାନ୍

ମୁମ୍ବାଇ: ବଲିଉଡ଼ର ନୂଆ ନାୟିକାଙ୍କ ଗଡ଼ଫାଦର କହିଲେ ସଲମାନଙ୍କୁ ବୁଝାଏ। ସେ ହଟ୍ କ୍ୟାଟ୍ରିନା ହୁଅନ୍ତୁ ବା ଦବଙ୍ଗ ଲେଡ଼ି ସୋନାକ୍ଷୀ ସମସ୍ତ ନାୟିକାଙ୍କୁ ବଲିଉଡ଼ରେ ବ୍ରେକ୍‌ ଦେଇଛନ୍ତି ଭାଇଜାନ। ଏବେ ସେ ଟେଲିଭିଜନର ନାଗୀନ୍‌ ମୌନି ରୟଙ୍କୁ ବଲିଉଡ଼ର ସିଡ଼ି ଚଢାଇ ତାଙ୍କ ଲକ୍ଷ୍ୟ ସ୍ଥଳରେ ପହଞ୍ଚାଇବେ। ସଲମାନ ନିଜ ହୋମ ପ୍ରଡ଼କ୍ସନ ବ୍ୟାନରରେ ମୌନିଙ୍କୁ ବ୍ରେକ୍‌ ଦେବେ। ପୂର୍ବରୁ ବିଗବସ୍‌ ସେଟ୍‌ରେ ମୌନିଙ୍କୁ ଦେଖିବାକୁ ମିଳିଥିଲା ସଲମାନଙ୍କ ସହ। ସଲମାନ୍‌ଙ୍କ ମଧ୍ୟ ବେଶ ତାରିଫ୍‌ […]

mauni roy

mauni roy

Rakesh Mallick
  • Published: Thursday, 04 May 2017
  • Updated: 04 May 2017, 09:30 PM IST

Sports

Latest News

ମୁମ୍ବାଇ: ବଲିଉଡ଼ର ନୂଆ ନାୟିକାଙ୍କ ଗଡ଼ଫାଦର କହିଲେ ସଲମାନଙ୍କୁ ବୁଝାଏ। ସେ ହଟ୍ କ୍ୟାଟ୍ରିନା ହୁଅନ୍ତୁ ବା ଦବଙ୍ଗ ଲେଡ଼ି ସୋନାକ୍ଷୀ ସମସ୍ତ ନାୟିକାଙ୍କୁ ବଲିଉଡ଼ରେ ବ୍ରେକ୍‌ ଦେଇଛନ୍ତି ଭାଇଜାନ। ଏବେ ସେ ଟେଲିଭିଜନର ନାଗୀନ୍‌ ମୌନି ରୟଙ୍କୁ ବଲିଉଡ଼ର ସିଡ଼ି ଚଢାଇ ତାଙ୍କ ଲକ୍ଷ୍ୟ ସ୍ଥଳରେ ପହଞ୍ଚାଇବେ। ସଲମାନ ନିଜ ହୋମ ପ୍ରଡ଼କ୍ସନ ବ୍ୟାନରରେ ମୌନିଙ୍କୁ ବ୍ରେକ୍‌ ଦେବେ।

ପୂର୍ବରୁ ବିଗବସ୍‌ ସେଟ୍‌ରେ ମୌନିଙ୍କୁ ଦେଖିବାକୁ ମିଳିଥିଲା ସଲମାନଙ୍କ ସହ। ସଲମାନ୍‌ଙ୍କ ମଧ୍ୟ ବେଶ ତାରିଫ୍‌ କରିଥିଲେ ନାଗୀନଙ୍କର। ଭାରତୀୟ ଶାଢୀରେ ପୂରା ଦେଶୀ ଅବତାରରେ ଝଲସନ୍ତି  ବୋଲି ସଲମାନ ପ୍ରଶଂସା କରିବାକୁ ପଛାଇ ନଥିଲେ। ଦର୍ଶକ ମଧ୍ୟ ବେଶ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ମୌନିଙ୍କୁ ବଡ଼ପରଦାରେ ଦେଖିବା ପାଇଁ। ତେବେ ମୌନିଙ୍କ ବଲିଉଡ଼ ସ୍ୱପ୍ନ କେବେ ପୂରଣ ହେବ ତାହା ଦେଖିବା ବାକି ରହିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story