ଖଳନାୟକ ଭୂମିକାରେ ନଜର ଆସିପାରନ୍ତି ସଲମାନ

ମୁମ୍ବାଇ: ସୁପରହିଟ୍ ‘ସୁଲତାନ’ର ନିର୍ଦ୍ଦେଶକ ଅଲ୍ଲୀ ଆବାସ ଜଫର ଖୁବ୍‌ ଶୀଘ୍ର ସଲମାନଙ୍କୁ ଆଉ ଏକ ନୂଆ ଷ୍ଟୋରୀ ଶୁଣାଇବାକୁ ଯାଉଛନ୍ତି। ଶୁଣିବାକୁ ମିଳୁଛି ଯେ, ‘ରେସ୍-୩’ ରେ ସଲମାନ ନେଗେଟିଭ ଭୂମିକାରେ ଦେଖାଯିବେ। ଯଦି ସଲମାନ ଏହି ଚରିତ୍ର ପାଇଁ ହଁ କରିଦିଅନ୍ତି ତେବେ ସଲମାନଙ୍କୁ ପ୍ରଥମଥର ପାଇଁ ଦର୍ଶକ ଖଳନାୟକ ଭୂମିକାରେ ଦେଖିବେ। ଫିଲ୍ମରେ ହିରୋ ଭୂମିକାରେ ସୈଫ୍‌ ଅଲ୍ଲୀ ଖାନ୍‌ ଆସିବେ। ତେବେ ଅଲ୍ଲୀ ଅବାସ ଟାଇଗରର ସିକ୍ୱେଲ ‘ଟାଇଗର ଜିନ୍ଦା ହେ’ […]

salman-alli-abas-Jafar

salman-alli-abas-Jafar

Rakesh Mallick
  • Published: Monday, 21 November 2016
  • Updated: 21 November 2016, 05:31 PM IST

Sports

Latest News

ମୁମ୍ବାଇ: ସୁପରହିଟ୍ ‘ସୁଲତାନ’ର ନିର୍ଦ୍ଦେଶକ ଅଲ୍ଲୀ ଆବାସ ଜଫର ଖୁବ୍‌ ଶୀଘ୍ର ସଲମାନଙ୍କୁ ଆଉ ଏକ ନୂଆ ଷ୍ଟୋରୀ ଶୁଣାଇବାକୁ ଯାଉଛନ୍ତି। ଶୁଣିବାକୁ ମିଳୁଛି ଯେ, ‘ରେସ୍-୩’ ରେ ସଲମାନ ନେଗେଟିଭ ଭୂମିକାରେ ଦେଖାଯିବେ। ଯଦି ସଲମାନ ଏହି ଚରିତ୍ର ପାଇଁ ହଁ କରିଦିଅନ୍ତି ତେବେ ସଲମାନଙ୍କୁ ପ୍ରଥମଥର ପାଇଁ ଦର୍ଶକ ଖଳନାୟକ ଭୂମିକାରେ ଦେଖିବେ। ଫିଲ୍ମରେ ହିରୋ ଭୂମିକାରେ ସୈଫ୍‌ ଅଲ୍ଲୀ ଖାନ୍‌ ଆସିବେ।

ତେବେ ଅଲ୍ଲୀ ଅବାସ ଟାଇଗରର ସିକ୍ୱେଲ ‘ଟାଇଗର ଜିନ୍ଦା ହେ’ ଉପରେ କାମ କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story