ବାହା ନ ହୋଇ ବି ସଲମାନ ହୋଇ ସାରିଲେଣି ଜେଜେ ଓ ଅଜା

ମୁମ୍ୱାଇ: ୫୦ରୁ ଅଧିକ ଫଗୁଣ ପାର୍‌ କରି ସାରିଥିବା ବଲିଉଡର ସୁଲତାନ ସଲମାନ ଖାଁ ଏବେ ବି ମୋଷ୍ଟ ଇଲିଜିବୁଲ୍‌ ବ୍ୟାଚଲର। ତଥାପି ବହୁ ଯୁବତୀ ତାଙ୍କ ପାଇଁ ପାଗଳ। ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ଏବେ ସୁଦ୍ଧା ବିବାହ ନାଁ ଧରୁ ନ ଥିବା ଦବଙ୍ଗ ଖାନ ଏହା ମଧ୍ୟରେ ଜେଜ ଓ ଅଜା ହୋଇ ସାରିଲେଣି। ଆଉ ଖୋଦ୍ ସଲମାନ ହିଁ ଏହି ରାଜ୍‌ର ଖୁଲାସା କରିଛନ୍ତି। ସଲମାନଙ୍କ ଫିଲ୍ମ ‘ଭାରତ’ ଇଦ୍‌ […]

salman-2..

salman-2..

Niharika Rout
  • Published: Wednesday, 05 June 2019
  • Updated: 05 June 2019, 11:37 AM IST

ମୁମ୍ୱାଇ: ୫୦ରୁ ଅଧିକ ଫଗୁଣ ପାର୍‌ କରି ସାରିଥିବା ବଲିଉଡର ସୁଲତାନ ସଲମାନ ଖାଁ ଏବେ ବି ମୋଷ୍ଟ ଇଲିଜିବୁଲ୍‌ ବ୍ୟାଚଲର। ତଥାପି ବହୁ ଯୁବତୀ ତାଙ୍କ ପାଇଁ ପାଗଳ। ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ଏବେ ସୁଦ୍ଧା ବିବାହ ନାଁ ଧରୁ ନ ଥିବା ଦବଙ୍ଗ ଖାନ ଏହା ମଧ୍ୟରେ ଜେଜ ଓ ଅଜା ହୋଇ ସାରିଲେଣି। ଆଉ ଖୋଦ୍ ସଲମାନ ହିଁ ଏହି ରାଜ୍‌ର ଖୁଲାସା କରିଛନ୍ତି।

ସଲମାନଙ୍କ ଫିଲ୍ମ ‘ଭାରତ’ ଇଦ୍‌ ଅବସରରେ ଆଜି ରିଲିଜ୍‌ ହୋଇଛି। ଏଥିରେ ତାଙ୍କ ସହିତ କ୍ୟାଟ୍ରିନା କୈଫ ଅଭିନୟ କରିଛନ୍ତି। ଫିଲ୍ମଟି ଦୀର୍ଘ ଦିନ ହେବ ଚର୍ଚ୍ଚାରେ ରହି ଆସିଥିବା ବେଳେ ଏହାକୁ ହିଟ୍‌ କରିବାକୁ କିଛି ବି ମଉକା ଛାଡି ନାହାନ୍ତି ଦବଙ୍ଗ ଖାନ। ସେଥିଲାଗି ସେ କ୍ୟାଟ୍ରିନାଙ୍କ ସହ ମିଶି ଜୋରସୋରରେ ଫିଲ୍ମର ପ୍ରମୋଶନ୍ କରିଥିଲେ।

ଏହି ଫିଲ୍ମର ପ୍ରମୋଶନ କରିବାକୁ ସଲମାନ ନିଜେ ପ୍ରଡ୍ୟୁସ୍‌ କରୁଥିବା କପିଲ ଶର୍ମାଙ୍କ ଶୋ’କୁ ମଧ୍ୟ ଯାଇଥିଲେ। ସେଠାରେ ସେ ଫିଲ୍ମ ବିଷୟରେ କଥା ହେବା ସହ ନିଜ ବ୍ୟକ୍ତିଗତ ଜୀବନର ବହୁ ଅଜଣା କଥା କହିଥିଲେ। କପିଲଙ୍କ ଏକ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ସଲମାନ କହିଲେ ଯେ, ଛୋଟ ପିଲାଙ୍କୁ ସେ ଖୁବ୍‌ ଭଲ ପାଆନ୍ତି। ସେମାନଙ୍କ ସହ ଖେଳିବାକୁ ଭଲ ପାଆନ୍ତି। ପୂର୍ବରୁ ସେ ମାମୁ, ଦାଦା ହୋଇ ସାରିଥିବା ସମସ୍ତେ ଜାଣିଛନ୍ତି। ହେଲେ ସେ ଜେଜେ ଓ ଅଜା ବି ହୋଇ ସାରିଥିବା କଥା ଖୁବ୍‌ କମ୍‌ ଲୋକ ଜାଣିଛନ୍ତି। ତାଙ୍କ ସମ୍ପର୍କୀୟମାନେ ତାଙ୍କଠୁ ବୟସର ବଡ଼ ହୋଇଥିବାରୁ ସେମାନଙ୍କ ପିଲାଙ୍କ ପିଲାମାନେ ତାଙ୍କର ମଧ୍ୟ ନାତିନାତୁଣୀ। ଖୁବ୍‌ କମ୍‌ ଦିନରେ ସେ ଅଣଜେଜ ଓ ଅଣ ଅଜା ହେବାକୁ ଯାଉଛନ୍ତି ବୋଲି କହିଛନ୍ତି ସଲମାନ। ଏହା ଶୁଣି ଶୋ’ରେ ଉପସ୍ଥିତ ସମସ୍ତେ ହସି ହସି ଗଡ଼ି ଯାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story