ନିଜ ଘରକୁ ଏହି ଦୁଇ ସେଲେବ୍ରିଟିଙ୍କ ଏଣ୍ଟ୍ରି ବନ୍ଦ କଲେ ସଲମାନ୍

ମୁମ୍ବାଇ: ବଲିଉଡ୍‌ ଟାଇଗର ନିଜ ଦରଦୀ ହୃଦୟ ପାଇଁ ଯେତିକି ଜଣାଶୁଣା ନିଜ ରାଗକୁ ନେଇ ମଧ୍ୟ ସେତିକି ଚର୍ଚ୍ଚାରେ ରୁହନ୍ତି। ଇଣ୍ଡଷ୍ଟ୍ରିରେ ସମସ୍ତେ ସଲମାନଙ୍କ ରାଗକୁ ଭୟ କରନ୍ତି। ବେଳେ ବେଳେ ସଲମାନଙ୍କ ରାଗ ନାକ ଉପରକୁ ଚଢ଼ିଯାଏ । ଯଦି କାହା ଉପରେ ବିଗିଡ଼ି ଯାଆନ୍ତି ତେବେ କଥା ସରିଲା। ସମ୍ପୃକ୍ତ ବ୍ୟକ୍ତିଙ୍କୁ ଆଉ ପାଖକୁ ଆସିବାକୁ ଦିଅନ୍ତି ନାହିଁ। ବିବେକ ଓବରଏ ତାଙ୍କ ଆକ୍ରୋଶର ଶିକାର ହୋଇସାରିଛନ୍ତି। ଆଉ ଏବେ ସେହି ଭୁଲ କରିଛନ୍ତି […]

SALMAN

SALMAN

Chinmayee Roy
  • Published: Saturday, 12 January 2019
  • Updated: 12 January 2019, 07:29 PM IST

Sports

Latest News

ମୁମ୍ବାଇ: ବଲିଉଡ୍‌ ଟାଇଗର ନିଜ ଦରଦୀ ହୃଦୟ ପାଇଁ ଯେତିକି ଜଣାଶୁଣା ନିଜ ରାଗକୁ ନେଇ ମଧ୍ୟ ସେତିକି ଚର୍ଚ୍ଚାରେ ରୁହନ୍ତି। ଇଣ୍ଡଷ୍ଟ୍ରିରେ ସମସ୍ତେ ସଲମାନଙ୍କ ରାଗକୁ ଭୟ କରନ୍ତି। ବେଳେ ବେଳେ ସଲମାନଙ୍କ ରାଗ ନାକ ଉପରକୁ ଚଢ଼ିଯାଏ । ଯଦି କାହା ଉପରେ ବିଗିଡ଼ି ଯାଆନ୍ତି ତେବେ କଥା ସରିଲା। ସମ୍ପୃକ୍ତ ବ୍ୟକ୍ତିଙ୍କୁ ଆଉ ପାଖକୁ ଆସିବାକୁ ଦିଅନ୍ତି ନାହିଁ। ବିବେକ ଓବରଏ ତାଙ୍କ ଆକ୍ରୋଶର ଶିକାର ହୋଇସାରିଛନ୍ତି। ଆଉ ଏବେ ସେହି ଭୁଲ କରିଛନ୍ତି ଅର୍ଜୁନ୍‌ କପୁର୍।

ସୂଚନା ଅନୁଯାୟୀ ସଲମାନ ନିଜ ଘରକୁ ଅର୍ଜୁନ୍‌ କପୁର ଓ ତାଙ୍କ ପିତା ବୋନି କପୁରଙ୍କ ଏଣ୍ଟ୍ରି ବନ୍ଦ କରିଦେଇଛନ୍ତି। ସଲମାନଙ୍କ ଘରକୁ ଆଉ କେବେ ହେଲେ ଏ ଦୁହେଁ ଯାଇପାରିବେ ନାହିଁ। ସୂଚନା ଅନୁଯାୟୀ ଗତ କିଛିଦିନ ହେବ ଅର୍ଜୁନ କପୁର ଓ ମଲାଇକା ଅରୋରାଙ୍କୁ ନେଇ ଚାଲୁଥିବା ଖବରକୁ ନେଇ ସଲମାନ୍‌ ଖୁସି ନାହାନ୍ତି। ତାଙ୍କ ଭାଇ ଅରବାଜଙ୍କ ଠାରୁ ମଲାଇକା ଅଲଗା ହେବା ପରେ ଲଗାତାର ଭାବେ ଏହି ଖବର ସାମ୍ନାକୁ ଆସୁଛି। ତାହା ହେଉଛି ମଲାଇକା ଓ ଅର୍ଜୁନ ଖୁବ୍‌ ଶୀଗ୍ର ବାହାହେବେ। ବାସ୍‌ ଏହି କଥା ସଲମାନଙ୍କୁ ପସନ୍ଦ ଆସିଲା ନାହିଁ। କେବଳ ଏତିକି ନୁହେଁ ମଲାଇକାଙ୍କ ପୂର୍ବରୁ ଅର୍ଜୁନ କପୁର୍ ସଲମାନ୍‌ଙ୍କ ଭଉଣୀ ଅର୍ପିତା ଖାନ୍‌ଙ୍କୁ ମଧ୍ୟ ଡେଟ୍‌ କରିସାରିଛନ୍ତି। ତେବେ ଅର୍ପିତାଙ୍କ ସହ ତାଙ୍କ ବ୍ରେକଅପ୍ ହେବାପରେ ସେ ମଲାଇକାଙ୍କୁ ଡେଟ୍‌ କରିବା ଆରମ୍ଭ କରିଥିଲେ।

ତେବେ ଏ ସବୁ କଥାକୁ ନେଇ ସଲମାନ୍‌ କେବଳ ଅର୍ଜୁନ୍‌ ନୁହେଁ ବରଂ ତାଙ୍କ ପିତା ବୋନି କପୁରଙ୍କଠାରୁ ମଧ୍ୟ ଦୂରେଇ ରହିବାକୁ ନିଷ୍ପତ୍ତି ନେଇଛନ୍ତି। ସଲମାନ୍‌ ସଫା ସଫା କହିଦେଇଛନ୍ତି ଯେ, ଏବେଠୁ ଏମାନେ ଖାନ୍‌ ପରିବାରର କୌଣସି ବି ସାମାଜିକ ମିଳନ ବା ଉତ୍ସବରେ ସାମିଲ୍‌ ହେବେ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story