‘ଭାରତ’ ର ନୂଆ ଗୀତ ‘ ସ୍ଲୋ ମୋଶନ’ ର ଟିଜରକୁ ଜବରଦସ୍ତ ରେସପନ୍ସ

ମୁମ୍ୱାଇ:  ବହୁ ପ୍ରତିକ୍ଷିତ ଓ ଚର୍ଚ୍ଚିତ ଫିଲ୍ମ ‘ଭାରତ’ର ନୂଆ ଗୀତ ‘ ସ୍ଲୋ ମୋଶନ’ ର ଟିଜର ରିଲିଜ ହୋଇଛି। ଏହି ଗୀତରେ ସଲମାନଙ୍କ ସହ ତାଳ ଦେଇ ନାଚିଛନ୍ତି ଦିଶା ପଟାନୀ। ଦିଶା ପ୍ରଥମ ଥର ପାଇଁ ସଲମାନଙ୍କ ସହ ଏହି ଫିଲ୍ମରେ କାମ କରୁଛନ୍ତି। ଏଥିରେ ସେ ଏକ ହାଲକା ଶାଢି ପିନ୍ଧି ଜବରଦସ୍ତ ଡ୍ୟାନ୍ସ କରୁଛନ୍ତି।  ଏହି ଦୁହିଁଙ୍କ ଯୋଡିକୁ ଦର୍ଶକ ଖୁବ୍‌ ପସନ୍ଦ କରୁଥିବା ବେଳେ ଗୀତକୁ ମିଳିଛି ଜବରଦସ୍ତ […]

bharat-1..

bharat-1..

Niharika Rout
  • Published: Thursday, 25 April 2019
  • Updated: 25 April 2019, 10:32 AM IST

ମୁମ୍ୱାଇ:  ବହୁ ପ୍ରତିକ୍ଷିତ ଓ ଚର୍ଚ୍ଚିତ ଫିଲ୍ମ ‘ଭାରତ’ର ନୂଆ ଗୀତ ‘ ସ୍ଲୋ ମୋଶନ’ ର ଟିଜର ରିଲିଜ ହୋଇଛି। ଏହି ଗୀତରେ ସଲମାନଙ୍କ ସହ ତାଳ ଦେଇ ନାଚିଛନ୍ତି ଦିଶା ପଟାନୀ। ଦିଶା ପ୍ରଥମ ଥର ପାଇଁ ସଲମାନଙ୍କ ସହ ଏହି ଫିଲ୍ମରେ କାମ କରୁଛନ୍ତି। ଏଥିରେ ସେ ଏକ ହାଲକା ଶାଢି ପିନ୍ଧି ଜବରଦସ୍ତ ଡ୍ୟାନ୍ସ କରୁଛନ୍ତି।  ଏହି ଦୁହିଁଙ୍କ ଯୋଡିକୁ ଦର୍ଶକ ଖୁବ୍‌ ପସନ୍ଦ କରୁଥିବା ବେଳେ ଗୀତକୁ ମିଳିଛି ଜବରଦସ୍ତ ରେସପନ୍ସ। ସଲମାନ ବି ନିଜ ଅନ୍ଦାଜରେ ଖୁବ୍‌ ଭଲ ଡ୍ୟାନ୍ସ କରିଛନ୍ତି। ‘ଭାରତ’ ଫିଲ୍ମର ଟିଜରକୁ ବି  ଫ୍ୟାନ୍ସ  ଖୁବ୍‌ ପସନ୍ଦ କରୁଛନ୍ତି। ରିଲିଜ ହେବା ମାତ୍ରେ ଏହା ଭାଇରାଲ ହୋଇଯାଇଛି।

ସଲମାନଙ୍କ ଫିଲ୍ମ ‘ଭାରତ’ ର ଟ୍ରେଲର ଏପ୍ରିଲ ୨୨ରେ ରିଲିଜ ହୋଇଥିଲା। ଏହା ଏକ ବ୍ୟକ୍ତି ଓ ଏକ ରାଷ୍ଟ୍ରର କାହାଣୀ। ସଲମାନ ଏହି ଫିଲ୍ମରେ ଭିନ୍ନ ଭିନ୍ନ ଲୁକ୍‌ରେ ନଜର ଆସିବେ। ତାଙ୍କ ସହ ସ୍କ୍ରିନ୍‌ ଶେଆର କରିବେ କ୍ୟାଟ୍ରିନା କେଫ ଓ ଦିଶା ପଟାନୀ। ସେମାନେ ମଧ୍ୟ ଅଲଗା ଅନ୍ଦାଜରେ ଏହି ଫିଲ୍ମରେ ନଜର ଆସିଛନ୍ତି ଯାହାକୁ କି ଦର୍ଶକ ବେଶ ପସନ୍ଦ ମଧ୍ୟ କରିଛନ୍ତି।

‘ଭାରତ’ କୁ ଅଲ୍ଲି ଅବାସ ଜଫର ଡାଇରେକ୍ଟ କରିଛନ୍ତି। ସୁନିଲ ଗ୍ରୋଭର, ତବୁ  ଏହି ଫିଲ୍ମରେ ପ୍ରମୁଖ ଭୂମିକାରେ ନଜର ଆସିବେ। ଟି  ସିରିଜ ପକ୍ଷରୁ ନିର୍ମିତ ଫିଲ୍ମ ‘ଭାରତ’ ଦୁନିଆର ସବୁଠୁ ବଡ଼ ୟୁଟ୍ୟୁବ୍‌ ଚ୍ୟାନେଲରେ ଲଞ୍ଚ ହେବାକୁ ଥିବା ପ୍ରଥମ ଫିଲ୍ମ ଅଟେ। ଦର୍ଶକ ବି ଏହାକୁ ଖୁବ୍‌ ପସନ୍ଦ କରୁଛନ୍ତି।

https://www.youtube.com/watch?time_continue=20&v=5oXmmmvaDU0

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story