ସଲମାନ୍ ଓ ସାଉଥ୍‌ ସୁପରଷ୍ଟାରଙ୍କ ଧମାକେଦାର୍‌ ଡ୍ୟାନ୍ସିଂ ଭିଡିଓ ଭାଇରାଲ୍

ମୁମ୍ବାଇ: ବଲିଉଡ୍‌ର ଦବଙ୍ଗ ସଲମାନ୍‌ ଖାନ୍‌ଙ୍କର ଏକ ଭିଡିଓ ସୋଶାଲ ମିଡିଆରେ ଖୁବ୍‌ ଭାଇରାଲ୍‌ ହେଉଛି। ଏହି ଭିଡିଓରେ ସଲମାନ୍‌ ସାଉଥ୍‌ ସୁପରଷ୍ଟାର୍‌ ଭେଙ୍କଟେସ୍ ଦଗୁବତୀଙ୍କ ସହିତ ନିଜର ସୁପରହିଟ୍‌ ଗୀତ ‘ଜୁନେ କି ରାତ ହୈ’ ଗୀତରେ ଧମାକେଦାର୍‌ ଡାନ୍ସ କରୁଥିବା  ଦେଖିବାକୁ ମିଳିଛି। ଏହା ହେଉଛି ଜୟପୁର୍‌ରେ ଭେଙ୍କଟେସ୍‌ଙ୍କ ବଡ଼ ଝିଅ ବାହାଘର ସମୟର ଭିଡିଓ। ସଲମାନ ଏହି ବାହାଘରରେ ନିଜର ଅନ୍‌ସ୍କ୍ରିନ୍‌ ମା’ ବିନା କାକ୍‌ଙ୍କ ସହ ମଧ୍ୟ ନଜର ଆସିଥିଲେ। ତେବେ […]

salman

salman

Chinmayee Roy
  • Published: Wednesday, 27 March 2019
  • Updated: 27 March 2019, 10:38 AM IST

Sports

Latest News

ମୁମ୍ବାଇ: ବଲିଉଡ୍‌ର ଦବଙ୍ଗ ସଲମାନ୍‌ ଖାନ୍‌ଙ୍କର ଏକ ଭିଡିଓ ସୋଶାଲ ମିଡିଆରେ ଖୁବ୍‌ ଭାଇରାଲ୍‌ ହେଉଛି। ଏହି ଭିଡିଓରେ ସଲମାନ୍‌ ସାଉଥ୍‌ ସୁପରଷ୍ଟାର୍‌ ଭେଙ୍କଟେସ୍ ଦଗୁବତୀଙ୍କ ସହିତ ନିଜର ସୁପରହିଟ୍‌ ଗୀତ ‘ଜୁନେ କି ରାତ ହୈ’ ଗୀତରେ ଧମାକେଦାର୍‌ ଡାନ୍ସ କରୁଥିବା  ଦେଖିବାକୁ ମିଳିଛି। ଏହା ହେଉଛି ଜୟପୁର୍‌ରେ ଭେଙ୍କଟେସ୍‌ଙ୍କ ବଡ଼ ଝିଅ ବାହାଘର ସମୟର ଭିଡିଓ। ସଲମାନ ଏହି ବାହାଘରରେ ନିଜର ଅନ୍‌ସ୍କ୍ରିନ୍‌ ମା’ ବିନା କାକ୍‌ଙ୍କ ସହ ମଧ୍ୟ ନଜର ଆସିଥିଲେ। ତେବେ ବାହାଘରରେ ସଲମାନ୍‌ ନିଜ ୟୁନିକ୍‌ ଷ୍ଟାଇଲ୍‌ରେ ନାଚୁଥିବା ଦେଖିବାକୁ ମିଳିଥିଲା। ଏଥିରେ ତାଙ୍କର ପୂରା ସାଥ ଦେଇଥିଲେ ଭେଙ୍କଟେସ୍।

https://www.instagram.com/p/BvVflO4H5CQ/?utm_source=ig_web_copy_link

ଅଭିନେତ୍ରୀ ବିନା କାକ୍‌ ଏହି ଫଟୋଟିକୁ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ଶେୟାର କରିଛନ୍ତି। ତାଙ୍କ ସହ ସଲମାନ୍‌, ଭେଙ୍କଟେସ୍‌ ଦଗୁବତୀ ଓ ବାହୁବଲୀ ଫେମ୍‌ ରାଣା ଦଗୁବତୀ ମଧ୍ୟ ନଜର ଆସିଛନ୍ତି। ସାଉଥ ଫିଲ୍ମର ଷ୍ଟାର ନାଗା ଚୈତନ୍ୟ ଓ ତାଙ୍କ ପତ୍ନୀ ସମାନ୍ତା ରଥ ପ୍ରଭୁ ମଧ୍ୟ ଏହି ସମାରୋହରେ ସାମିଲ ହୋଇଥିଲେ।

https://twitter.com/shirishasahu/status/1109806635822665735

ଏହା ପୂର୍ବରୁ ଗତ ଫେବୃଆରୀ ୬ରେ ଭେଙ୍କଟେସ୍‌ଙ୍କ ଝିଅ ଆଶ୍ରିତାଙ୍କର ବିନାୟକ ରେଡ୍ଡୀଙ୍କ ସହ ନିର୍ବନ୍ଧ ହୋଇଥିଲା। ଏଥିରେ ମଧ୍ୟ ଅନେକ ଖାସ୍‌ ଅତିଥି ସାମିଲ ହୋଇଥିଲେ। ଆଶ୍ରୀତା ହେଉଛନ୍ତି ଜଣେ ବେକର୍ ଓ ଫୁଡ୍‌ ବ୍ଲଗର୍‌। ଆଶ୍ରୀତାଙ୍କ ସ୍ୱାମୀ ବିନାୟକ ରେଡ୍ଡୀ ହେଉଛନ୍ତି ଆର୍‌ ସୁରେନ୍ଦ୍ର ରେଡ୍ଡୀଙ୍କ ନାତୀ। ତେବେ ଏହି ବାହାଘରରେ ସଲମାନ୍‌ଙ୍କ ଉପସ୍ଥିତି ଚାର୍‌ ଚାନ୍ଦ ଲଗାଇଦେଇଛି। ତାଙ୍କ ଡ୍ୟାନ୍ସ ଭିଡିଓ ଏବେ ଖୁବ୍‌ ଭାଇରାଲ୍‌ ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story