ରିଲିଜ୍‌ ହେଲା 'ଭାରତ୍': ଦର୍ଶକ କହିଲେ ବ୍ଲକବଷ୍ଟର ହେବ

ମୁମ୍ବାଇ: ସବୁଥର ଭଳି ଏଥର ବି ପବିତ୍ର ଇଦ୍‌ ଅବସରରେ ଦର୍ଶକଙ୍କୁ ଏକ ଦମଦାର ଫିଲ୍ମ ଭେଟି ଦେଇଛନ୍ତି ଭାଇଜାନ୍। ଅଲ୍ଲି ଅବାସ ଜଫରଙ୍କ ଦ୍ୱାରା ନିର୍ଦ୍ଦେଶିତ ଏବଂ ବଲିଉଡ୍‌ ସୁପରଷ୍ଟାର ସଲମାନ ଖାନ୍‌ ଓ କ୍ୟାଟ୍ରିନା କୈଫ୍‌ ଷ୍ଟାରର୍ ଫିଲ୍ମ ‘ଭାରତ୍‌’ ରିଲିଜ୍ ହୋଇଯାଇଛି। ଫିଲ୍ମରେ ସଲମାନଙ୍କୁ  ଭିନ୍ନ ଭିନ୍ନ ୫ ଅବତାରରେ ଦେଖିବାକୁ ମିଳିଛି। ସଲମାନଙ୍କ ଫ୍ୟାନ୍‌ସ ବି ଏହି ଫିଲ୍ମ ନିମନ୍ତେ ବହୁତ ଦିନ ହେଲା ଉତ୍ସାହିତ ଥିଲେ। ଆଜି ସକାଳୁ ସିନେମା […]

bharat

bharat

Chinmayee Roy
  • Published: Wednesday, 05 June 2019
  • Updated: 05 June 2019, 01:10 PM IST

ମୁମ୍ବାଇ: ସବୁଥର ଭଳି ଏଥର ବି ପବିତ୍ର ଇଦ୍‌ ଅବସରରେ ଦର୍ଶକଙ୍କୁ ଏକ ଦମଦାର ଫିଲ୍ମ ଭେଟି ଦେଇଛନ୍ତି ଭାଇଜାନ୍। ଅଲ୍ଲି ଅବାସ ଜଫରଙ୍କ ଦ୍ୱାରା ନିର୍ଦ୍ଦେଶିତ ଏବଂ ବଲିଉଡ୍‌ ସୁପରଷ୍ଟାର ସଲମାନ ଖାନ୍‌ ଓ କ୍ୟାଟ୍ରିନା କୈଫ୍‌ ଷ୍ଟାରର୍ ଫିଲ୍ମ ‘ଭାରତ୍‌’ ରିଲିଜ୍ ହୋଇଯାଇଛି। ଫିଲ୍ମରେ ସଲମାନଙ୍କୁ  ଭିନ୍ନ ଭିନ୍ନ ୫ ଅବତାରରେ ଦେଖିବାକୁ ମିଳିଛି। ସଲମାନଙ୍କ ଫ୍ୟାନ୍‌ସ ବି ଏହି ଫିଲ୍ମ ନିମନ୍ତେ ବହୁତ ଦିନ ହେଲା ଉତ୍ସାହିତ ଥିଲେ। ଆଜି ସକାଳୁ ସିନେମା ହଲଗୁଡ଼ିକ ଆଗରେ ବହୁତ ଭିଡ଼ ଦେଖିବାକୁ ମିଳିଥିଲା। ତେବେ ଫିଲ୍ମର ଗ୍ରାଣ୍ଡ ଓପନିଂ ପରେ ଦର୍ଶକଙ୍କ ପ୍ରତିକ୍ରିୟା ମଧ୍ୟ ମିଳିବାରେ ଲାଗିଲାଣି।

https://twitter.com/IzhaanSubhani/status/1135994036119134208

‘ଭାରତ୍’କୁ ଫ୍ୟାନ୍‌ଙ୍କର ଜବରଦସ୍ତ ରେସପନ୍ସ ମିଳୁଛି। ଦର୍ଶକଙ୍କୁ ଫିଲ୍ମରେ ସଲମାନଙ୍କ ଅଭିନୟ ବେଶ୍ ପସନ୍ଦ ଆସୁଛି। ଫ୍ୟାନ୍‌ମାନେ ଏହି ଫିଲ୍ମକୁ ସଲମାନଙ୍କର ଏବେ ପର୍ଯ୍ୟନ୍ତ ସବୁଠୁ ଭଲ ଫିଲ୍ମ ଭିତରୁ ଗୋଟିଏ ବୋଲି କହୁଛନ୍ତି।

ସୋଶାଲ୍ ମିଡିଆରେ ଦର୍ଶକ ଫିଲ୍ମର ଦିୱାନା ହୋଇଯାଇଥିବା ଦେଖିବାକୁ ମିଳୁଛି। ଯାହାକୁ ଦେଖି ଫିଲ୍ମ ବ୍ଲକବଷ୍ଟର ହେବ ବୋଲି ଲାଗୁଛି। ଫିଲ୍ମରେ ସଲମାନ ଏଥର ଆକ୍ସନ ବଦଳରେ ଇମୋଶନ୍‌କୁ ଗୁରୁତ୍ୱ ଦେଇଛନ୍ତି। ଯାହାକି ଦର୍ଶକଙ୍କ ମନ ଜିଣୁଛି।

https://twitter.com/filmygautam/status/1136128641048272896

https://twitter.com/rahulnath____/status/1135993362941485057

https://twitter.com/being_sshukla/status/1135946664148066306

ଜଣେ ଟ୍ୱିଟର ୟୁଜର ଲେଖିଛନ୍ତି, ‘ବଜରଙ୍ଗୀ ଭାଇଜାନ୍‌ ପରେ ଏହା ସଲମାନଙ୍କର ଏକ ଭଲ ଫିଲ୍ମ। ଏହା ଆପଣଙ୍କୁ ଭାବୁକ କରିଦେବା ଭଳି ଫିଲ୍ମ ଓ ଏହାକୁ ଦେଇ ଦୁଇ-ତିନି ଥର ମୋ ଆଖିରେ ଲୁହ ଆସିଗଲା।’ ଆଉଜଣେ ଲେଖିଛନ୍ତି, ‘ଫିଲ୍ମଟି ସେହି ଲୋକମାନଙ୍କ ମୁହଁରେ ଚାପୁଡ଼ା ପରି ଲାଗିବ, ଯେଉଁମାନେ କୁହନ୍ତି ଯେ ସଲମାନ ଅଭିନୟ କରିପାରନ୍ତି ନାହିଁ।’

https://twitter.com/Sophie_Choudry/status/1136140348034572288

ଫିଲ୍ମରେ କ୍ୟାଟ୍ରିନାଙ୍କ ଅଭିନୟକୁ ମଧ୍ୟ ବେଶ୍ ଭଲ ରେସପନ୍ସ ମିଳୁଛି। କିଛି ଦର୍ଶକ ଲେଖିଛନ୍ତି ଯେ କ୍ୟାଟ୍ରିନାଙ୍କର ଏହା ଆଜି ପର୍ଯ୍ୟନ୍ତ ସବୁଠୁ ଭଲ ଅଭିନୟ। ଫିଲ୍ମରେ କମେଡିଆନ୍ ସୁନିଲ ଗ୍ରୋବରଙ୍କ ଅଭିନୟକୁ ମଧ୍ୟ ବେଶ୍ ପସନ୍ଦ କରୁଛନ୍ତି ଦର୍ଶକ।

https://twitter.com/usha_khokhar/status/1136136829357481985

ତେବେ ଏସବୁ ପ୍ରତିକ୍ରିୟାକୁ ଦେଖି ଲାଗୁ ଯେ ‘ଭାରତ୍’ ବକ୍ସ ଅଫିସ୍‌ରେ ନିଶ୍ଚୟ ରେକର୍ଡ଼ କରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story