ସଲମାନ୍‌ଙ୍କ ଭଏସ୍‌ରେ ରିଲିଜ୍‌ ହେଲା 'ନୋଟ୍‌ବୁକ୍‌'ର ନୂଆ ଗୀତ

ମୁମ୍ବାଇ: ସଲମାନ୍ ଖାନ୍‌ଙ୍କ ପ୍ରଡକ୍ସନ ହାଉସର ଫିଲ୍ମ ‘ନୋଟବୁକ୍’ ଏବେ ଚର୍ଚ୍ଚାରେ। ଫିଲ୍ମରେ ନୂଆ କଳାକାରମାନେ ଲିଡ୍‌ ରୋଲ୍‌ରେ ଅଭିନୟ କରିଛନ୍ତି। ‘ନୋଟ୍‌ବୁକ୍‌’ ଜରିଆରେ ଅଭିନେତ୍ରୀ ନୂତନଙ୍କ ନାତୁଣୀ ପ୍ରନୂତନ ବହଲ ଓ ଜାକିର ଇକ୍‌ୱାଲ ଡେବ୍ୟୁ କରିବେ। ଏବେ ଏହି ଫିଲ୍ମର ଏକ ଗୀତ ରିଲିଜ୍‌ ହୋଇଛି ଯାହାକି ଫିଲ୍ମର ପ୍ରଡ୍ୟୁସର ସୁପରଷ୍ଟାର ସଲମାନ୍‌ ଖାନ୍‌ ନିଜେ ଗାଇଛନ୍ତି। ଗୀତଟିର ନାଁ ରହିଛି ‘ମେଁ ତାରେ’। ଦର୍ଶକଙ୍କ ଦ୍ୱାରା ଏହାକୁ ଖୁବ୍‌ ପସନ୍ଦ କରାଯାଉଛି। ପାଖାପାଖି […]

salman

salman

Chinmayee Roy
  • Published: Thursday, 21 March 2019
  • Updated: 28 March 2019, 10:46 AM IST

ମୁମ୍ବାଇ: ସଲମାନ୍ ଖାନ୍‌ଙ୍କ ପ୍ରଡକ୍ସନ ହାଉସର ଫିଲ୍ମ ‘ନୋଟବୁକ୍’ ଏବେ ଚର୍ଚ୍ଚାରେ। ଫିଲ୍ମରେ ନୂଆ କଳାକାରମାନେ ଲିଡ୍‌ ରୋଲ୍‌ରେ ଅଭିନୟ କରିଛନ୍ତି। ‘ନୋଟ୍‌ବୁକ୍‌’ ଜରିଆରେ ଅଭିନେତ୍ରୀ ନୂତନଙ୍କ ନାତୁଣୀ ପ୍ରନୂତନ ବହଲ ଓ ଜାକିର ଇକ୍‌ୱାଲ ଡେବ୍ୟୁ କରିବେ। ଏବେ ଏହି ଫିଲ୍ମର ଏକ ଗୀତ ରିଲିଜ୍‌ ହୋଇଛି ଯାହାକି ଫିଲ୍ମର ପ୍ରଡ୍ୟୁସର ସୁପରଷ୍ଟାର ସଲମାନ୍‌ ଖାନ୍‌ ନିଜେ ଗାଇଛନ୍ତି। ଗୀତଟିର ନାଁ ରହିଛି ‘ମେଁ ତାରେ’। ଦର୍ଶକଙ୍କ ଦ୍ୱାରା ଏହାକୁ ଖୁବ୍‌ ପସନ୍ଦ କରାଯାଉଛି।

ପାଖାପାଖି ୩ ମିନିଟର ଏହି ଗୀତରେ ସଲମାନ ନିଜର କଣ୍ଠ ଦେଇଛନ୍ତି। ଜଣାଇଦେବାକୁ ଚାହୁଁ ଯେ ଏହା ପ୍ରଥମଥର ନୁହେଁ । ଏହା ପୂର୍ବରୁ ମଧ୍ୟ ସଲମାନ  ବହୁ ଫିଲ୍ମରେ ଗୀତ ଗାଇଛନ୍ତି। ଏହା ପୂର୍ବରୁ ସେ ‘ସୁଲତାନ୍‌’, ‘ବଡିଗାର୍ଡ଼’, ‘କିକ୍‌’ ଓ ‘ହିରୋ’ ଆଦି ଫିଲ୍ମରେ ଗୀତ ଗାଇସାରିଛନ୍ତି। ଗୀତଟିକୁ ମନୋଜ ମୁଁତଜିର ଲେଖିଥିବାବେଳେ ବିଶାଲ ମିଶ୍ରା କମ୍ପୋଜ୍ କରିଛନ୍ତି।

https://youtu.be/t-Xeb6WCsqs

ବିଶେଷ କରି କରି ସଲମାନଙ୍କ ଫ୍ୟାନମାନେ ଗୀତର ବହୁତ ପ୍ରଶଂସା କରୁଛନ୍ତି। ସୋଶାଲ ମିଡିଆରେ ମଧ୍ୟ ଗୀତଟି ଭାଇରାଲ୍‌ ହେଉଛି। ଫିଲ୍ମ କଥା କହିଲେ ଏହାର ନିର୍ଦ୍ଦେଶନା ନିତିନ୍‌ କକ୍କଡ଼ ଦେଇଛନ୍ତି। ଫିଲ୍ମଟି ଆସନ୍ତା ୨୯ ତାରିଖରେ ପରଦାକୁ ଆସିବ।

https://www.instagram.com/p/BvJXLYfgl-v/?utm_source=ig_web_copy_link

ସଲମାନଙ୍କ କଥା କହିଲେ, କିଛିଦିନ ହେବ ଫିଲ୍ମ ନିର୍ମାଣ କ୍ଷେତ୍ରରେ ସେ ବେଶ୍ ସକ୍ରିୟ ଥିବା ଦେଖିବାକୁ ମିଳୁଛି। ‘ନୋଟ୍‌ବୁକ୍’ ବ୍ୟତୀତ ‘ଦ କପିଲ ଶର୍ମା ଶୋ’ର ନିର୍ମାଣ ମଧ୍ୟ ସଲମାନଙ୍କ କମ୍ପାନୀ କରୁଛି। ଏବେ ତ ଏହା ମଧ୍ୟ ଶୁଣିବାକୁ ମିଳୁଛି ଯେ ସଲମାନ୍ ନିଜର ଟିଭି ଚ୍ୟାନେଲ ମଧ୍ୟ ଲଞ୍ଚ୍‌ କରିବେ। ଏହାବ୍ୟତାତ ସେ ‘being human’ ପରି ‘being children’ ନାମରେ ଆଉ ଏକ ସଂସ୍ଥା ଖୋଲିବାର ଯୋଜନା ପ୍ରସ୍ତୁତ କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story