ସଲମାନ୍‌ ଲଞ୍ଚ୍‌ କରିବେ ନିଜର ଟିଭି ଚ୍ୟାନେଲ୍

ମୁମ୍ବାଇ: ବି-ଟାଉନ୍‌ର ଟାଇଗର୍, ସଲମାନ୍‌ ଖାନ୍‌ କେବଳ ବଲିଉଡର ସୁପରଷ୍ଟାର ନୁହଁନ୍ତି ସେ ଟେଲିଭିଜନ ଇଣ୍ଡଷ୍ଟ୍ରିରେ ମଧ୍ୟ ବେଶ ସକ୍ରିୟ। ରୋମାନ୍ସ ହେଉ କି ଆକ୍ସନ୍‌ କିମ୍ବା କମେଡ଼ି ସବୁ ପ୍ରକାରର ଅଭିନୟ କରି ଦର୍ଶକଙ୍କ ମନକୁ ଜିତିଛନ୍ତି ସଲମାନ୍‌। ଟେଲିଭିଜନ୍‌ର ରିୟଲିଟି ଶୋ’ ‘ବିଗ୍‌ବସ୍‌’ରେ ତାଙ୍କୁ ହୋଷ୍ଟ ଭୂମିକାରେ ଦେଖିବାକୁ ମିଳେ।  କେବଳ ସଲମାନଙ୍କ ପାଇଁ ଏହି ଶୋ’ର ଲୋକପ୍ରିୟତା ବେଶ୍ ଅଧିକ ରହିଛି। ଅନ୍ୟପଟେ ତାଙ୍କ SKTVର ବ୍ୟାନର ତଳେ ‘ଦ କପିଲ୍‌ ଶର୍ମା […]

salu

salu

Chinmayee Roy
  • Published: Sunday, 17 March 2019
  • Updated: 17 March 2019, 04:23 PM IST

Sports

Latest News

ମୁମ୍ବାଇ: ବି-ଟାଉନ୍‌ର ଟାଇଗର୍, ସଲମାନ୍‌ ଖାନ୍‌ କେବଳ ବଲିଉଡର ସୁପରଷ୍ଟାର ନୁହଁନ୍ତି ସେ ଟେଲିଭିଜନ ଇଣ୍ଡଷ୍ଟ୍ରିରେ ମଧ୍ୟ ବେଶ ସକ୍ରିୟ। ରୋମାନ୍ସ ହେଉ କି ଆକ୍ସନ୍‌ କିମ୍ବା କମେଡ଼ି ସବୁ ପ୍ରକାରର ଅଭିନୟ କରି ଦର୍ଶକଙ୍କ ମନକୁ ଜିତିଛନ୍ତି ସଲମାନ୍‌। ଟେଲିଭିଜନ୍‌ର ରିୟଲିଟି ଶୋ’ ‘ବିଗ୍‌ବସ୍‌’ରେ ତାଙ୍କୁ ହୋଷ୍ଟ ଭୂମିକାରେ ଦେଖିବାକୁ ମିଳେ।  କେବଳ ସଲମାନଙ୍କ ପାଇଁ ଏହି ଶୋ’ର ଲୋକପ୍ରିୟତା ବେଶ୍ ଅଧିକ ରହିଛି। ଅନ୍ୟପଟେ ତାଙ୍କ SKTVର ବ୍ୟାନର ତଳେ ‘ଦ କପିଲ୍‌ ଶର୍ମା ଶୋ’ର ନୂଆ ସଂସ୍କରଣ ଆରମ୍ଭ ହୋଇଛି। ହେଲେ ଖବର ଆସୁଛି ଯେ, ସଲମାନ ଏବେ ନିଜର ଏକ ଟିଭି ଚ୍ୟାନେଲ ଖୋଲିବେ।

https://www.instagram.com/p/BvBJLlqljGH/?utm_source=ig_web_copy_link

ସଲମାନ ଖୁବ୍‌ ଶୀଘ୍ର ତାଙ୍କର ନୂଆ ଟିଭି ଚ୍ୟାନେଲ୍‌ ଲଞ୍ଚ୍‌ କରିବାକୁ ଯାଉଛନ୍ତି। ସେଥିପାଇଁ ତାଙ୍କୁ  ଅନେକ କଣ୍ଟେଣ୍ଟ ଦରକାର।  ଚର୍ଚ୍ଚା ହେଉଛି ଯେ, ସଲମାନ ନିଜ ବ୍ୟାନର SKTV ତଳେ ନିର୍ମିତ ‘ଦ କପିଲ ଶର୍ମା ଶୋ’କୁ ନିଜ ଚ୍ୟାନେଲକୁ ସିଫ୍ଟ କରିପାରନ୍ତି।

https://www.instagram.com/p/BsQIt01h4Oh/?utm_source=ig_web_copy_link

କେବଳ ଏତିକି ନୁହେଁ, ସଲମାନ୍‌ ଖାନ୍‌ ନିଜର ଫାଉଣ୍ଡେଶନ ‘Being Human’ ପରେ  ଏବେ ‘Being Children’ ନାମରେ ଆଉ ଏକ ଫାଉଣ୍ଡେଶନ୍‌ ଖୋଲିବାକୁ ପ୍ରସ୍ତୁତି ଚଳାଇଛନ୍ତି। ଏହି ଫାଉଣ୍ଡେଶନ୍‌ ପିଲାଙ୍କ ଶିକ୍ଷା ଓ ସ୍ୱାସ୍ଥ୍ୟକୁ ଧ୍ୟାନରେ ରଖି ପ୍ରସ୍ତୁତ କରାଯାଉଛି।

ସଲମାନ କେବଳ ଫିଲ୍ମ ନୁହେଁ, ତାଙ୍କର ଚାରିଟି ପାଇଁ ମଧ୍ୟ ବେଶ୍ ଜଣା ଶୁଣା।  ନିଜ ଆୟର ୯୦ ଭାଗ ଚାରିଟିକୁ ଦାନ ଦେଇ କରନ୍ତି ସେ। ସଲମାନ୍‌ ତାଙ୍କ ଫାଉଣ୍ଡେସନ୍‌ ‘ବିଙ୍ଗ୍‌ ହ୍ୟୁମାନ୍‌’ ଜରିଆରେ ଚାରିଟି କରି ଅନେକ ଲୋକଙ୍କୁ ସାହାଯ୍ୟ କରୁଛନ୍ତି। ଏହି ଫାଉଣ୍ଡେସନ୍‌ ଅନେକ ଗାଁକୁ ପୋଷ୍ୟଭାବେ ଗ୍ରହଣ କରି ସେଠାରେ ବିକାଶମୂଳକ କାମ କରୁଛି। ସଲମାନ୍‌ କ୍ୟାନ୍‌ସର ପିଡ଼ୀତ ପିଲାମାନଙ୍କର ମାଗଣା ଚିକିତ୍ସା କରାନ୍ତି। ସୂଚନା ମୁତାବକ ପ୍ରତିଦିନ ଅନ୍ତତଃ ୫ଟି ଜୀବନ ବଞ୍ଚାଇଥାନ୍ତି ସଲମାନ୍‌ । ଖାସ୍‌ ସେଥିପାଇଁ ତ’ ତାଙ୍କୁ ‘ଏ ମ୍ୟାନ୍‌ ଉଇଥ୍ ଏ ଗୋଲଡେନ୍‌ ହାର୍ଟ’ କୁହାଯାଏ।

ସଲମାନଙ୍କ ଫିଲ୍ମ କଥା କହିଲେ, ତାଙ୍କର ଆଗାମୀ ଫିଲ୍ମ ‘ଭାରତ୍’ ଆସନ୍ତା ଇଦ୍‌ରେ ରିଲିଜ୍‌ ହେବ। ଫିଲ୍ମରେ ତାଙ୍କ ବିପକ୍ଷରେ ଅଭିନୟ କରିଛନ୍ତି କ୍ୟାଟ୍ରିନା କୈଫ୍। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଅଲ୍ଲି ଅବାସ୍‌ ଜଫର୍‌। ଏହି ଫିଲ୍ମ ସାଉଥ କୋରିଆନ୍‌ ଫିଲ୍ମ 'Ode to my father'ର ଅଫିସିଆଲ୍‌ ରିମେକ୍‌।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story