ସାମ୍ନାକୁ ଆସିଲା ସଲମାନଙ୍କ ଆଉ ଏକ ନୂଆ ଟ୍ୟାଲେଣ୍ଟ

ମୁମ୍ବାଇ: ବଲିଉଡ୍‌ ଦବଙ୍ଗ ଖାନ୍‌ ସଲମାନଙ୍କ ପାଖରେ ଅନେକ ଟ୍ୟାଲେଣ୍ଟ ଭରି ରହିଛି। ସେ ଅଭିନୟ କରିବା ସହ ନିର୍ଦ୍ଦେଶନା ଦିଅନ୍ତି, ଗୀତ ଗାଆନ୍ତି, ପେଣ୍ଟିଂ ଓ ଏମିତି ଅନେକ କାମ କରନ୍ତି। କିନ୍ତୁ ଏବେ ତାଙ୍କର ଆଉ ଏକ ନୂଆ ଟ୍ୟାଲେଣ୍ଟ ସାମ୍ନାକୁ ଆସିଛି। ଏହି ଟ୍ୟାଲେଣ୍ଟ ବିଷୟରେ ହୁଏତ ଆପଣମାନେ କେହି ଜାଣିନଥାଇ ପାରନ୍ତି। ତାଙ୍କର ଏହି ଲୁକ୍କାୟିତ ପ୍ରତିଭା ନିକଟରେ ସାମ୍ନାକୁ ଆସିଛି। ସେ ନିଜ ଫିଲ୍ମ ‘ରେସ୍‌-୩’ ପାଇଁ ଏକ ରୋମାଣ୍ଟିକ୍‌ […]

Salman-Khan

Salman-Khan

Rakesh Mallick
  • Published: Saturday, 17 March 2018
  • Updated: 17 March 2018, 12:06 PM IST

Sports

Latest News

ମୁମ୍ବାଇ: ବଲିଉଡ୍‌ ଦବଙ୍ଗ ଖାନ୍‌ ସଲମାନଙ୍କ ପାଖରେ ଅନେକ ଟ୍ୟାଲେଣ୍ଟ ଭରି ରହିଛି। ସେ ଅଭିନୟ କରିବା ସହ ନିର୍ଦ୍ଦେଶନା ଦିଅନ୍ତି, ଗୀତ ଗାଆନ୍ତି, ପେଣ୍ଟିଂ ଓ ଏମିତି ଅନେକ କାମ କରନ୍ତି। କିନ୍ତୁ ଏବେ ତାଙ୍କର ଆଉ ଏକ ନୂଆ ଟ୍ୟାଲେଣ୍ଟ ସାମ୍ନାକୁ ଆସିଛି। ଏହି ଟ୍ୟାଲେଣ୍ଟ ବିଷୟରେ ହୁଏତ ଆପଣମାନେ କେହି ଜାଣିନଥାଇ ପାରନ୍ତି। ତାଙ୍କର ଏହି ଲୁକ୍କାୟିତ ପ୍ରତିଭା ନିକଟରେ ସାମ୍ନାକୁ ଆସିଛି।

ସେ ନିଜ ଫିଲ୍ମ ‘ରେସ୍‌-୩’ ପାଇଁ ଏକ ରୋମାଣ୍ଟିକ୍‌ ଗୀତ ଲେଖିଛନ୍ତି। ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ ସଲମାନ ଗୀତ ଲେଖି ତାଙ୍କ ଟିମ୍‌ ମେମ୍ବରକୁ ଶୁଣାଇଥିଲେ। ସମସ୍ତେ ତାଙ୍କ ଗୀତକୁ ଖୁବ୍‌ ପସନ୍ଦ କରିଥିଲେ। ବିଶାଲ ମିଶୁରା ଏଥିରେ ମ୍ୟୁଜିକ୍‌ ଦେଇଛନ୍ତି। ଗୀତଟି ସଲମାନଙ୍କ ଉପରେ ଚିତ୍ରିତ ହୋଇଛି। ଏହାକୁ ରେମୋ ଡିସୁଜା କୋରିଓଗ୍ରାଫି କରିଛନ୍ତି।

ନିକଟରେ ପ୍ରଯୋଜକ ରମେଶ ତୌରାନୀ ମଧ୍ୟ ଏହି ଖବରକୁ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ଯେ, ଏହା ଖୁବ୍‌ ସୁନ୍ଦର ରୋମାଣ୍ଟିକ୍‌ ଗୀତ। ଫିଲ୍ମର ସୁଟିଂ ଏବେ ଅବୁଧାବିରେ ଚାଲିଥିବା ବେଳେ ସଲମାନଙ୍କ ଏହି ଗୀତର ସୁଟିଂ ମଧ୍ୟ ସେଠାରେ ହେବ।

‘ରେସ୍‌-୩’ରେ ସଲମାନଙ୍କ ଛଡ଼ା ଅନୀଲ କପୁର, ବବି ଦେୱଲ, ସାକିବ ସଲିମ୍‌, ଜ୍ୟାକ୍‌ଲିନ୍‌ ଓ ଡେଜି ଶାହା ଅଛନ୍ତି। ଏହି ଫିଲ୍ମକୁ ନିର୍ଦ୍ଦେଶନା ଦେଇଛନ୍ତି ରେମୋ ଡିସୁଜା। ଫିଲ୍ମଟି ଏହି ବର୍ଷ ଇଦ୍‌ରେ ରିଲିଜ୍‌ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story