ମୁନ୍ନି ପରେ ମାଟିନ୍‌ଙ୍କ ସହ ବଡ଼ପରଦାରେ ଆସିବେ ସଲମାନ

ମୁମ୍ବାଇ: ‘ବଜରଙ୍ଗୀ ଭାଇଜାନ୍‌’ ପରେ ‘ଟ୍ୟୁବ୍‌ଲାଇଟ୍‌’ରେ ଆଉ ଜଣେ ଶିଶୁ କଳାକାର ମାଟିନ୍‌ ରେ ଟାଙ୍ଗୁଙ୍କ ସହ ନଜର ଆସିବେ ସଲମାନ ଖାନ୍‌। ନିଜର ଟ୍ୱିଟର ଆକାଉଣ୍ଟରେ ସଲମାନ ମାଟିନ୍‌ଙ୍କ ସହ କିଛି ଫଟୋ ସେୟାର କରିଛନ୍ତି। ମାଟିନ୍‌ଙ୍କୁ ସାଙ୍ଗରେ ନେଇ ସଲମାନ ପଞ୍ଚତାରାକା ହୋଟେଲ ଯାଇଥିଲେ, ଯେଉଁଠାରେ ସେ ମାଟିନ୍‌ଙ୍କୁ ଜୈକି ଚେନ୍‌ଙ୍କ ସହ ଦେଖା କରାଇଥିଲେ। ସଲମାନ ତାଙ୍କ ଡ୍ରାଇଭରର ପୁଅଙ୍କ ବିବାହ ଭୋଜିରେ ମଧ୍ୟ ମାଟିନ୍‌ଙ୍କୁ ନେଇ ଯାଇଥିଲେ। ଏସବୁ ଦେଖିଲା ପରେ […]

salman-matin

salman-matin

Rakesh Mallick
  • Published: Tuesday, 24 January 2017
  • Updated: 24 January 2017, 05:01 PM IST

Sports

Latest News

ମୁମ୍ବାଇ: ‘ବଜରଙ୍ଗୀ ଭାଇଜାନ୍‌’ ପରେ ‘ଟ୍ୟୁବ୍‌ଲାଇଟ୍‌’ରେ ଆଉ ଜଣେ ଶିଶୁ କଳାକାର ମାଟିନ୍‌ ରେ ଟାଙ୍ଗୁଙ୍କ ସହ ନଜର ଆସିବେ ସଲମାନ ଖାନ୍‌। ନିଜର ଟ୍ୱିଟର ଆକାଉଣ୍ଟରେ ସଲମାନ ମାଟିନ୍‌ଙ୍କ ସହ କିଛି ଫଟୋ ସେୟାର କରିଛନ୍ତି।

ମାଟିନ୍‌ଙ୍କୁ ସାଙ୍ଗରେ ନେଇ ସଲମାନ ପଞ୍ଚତାରାକା ହୋଟେଲ ଯାଇଥିଲେ, ଯେଉଁଠାରେ ସେ ମାଟିନ୍‌ଙ୍କୁ ଜୈକି ଚେନ୍‌ଙ୍କ ସହ ଦେଖା କରାଇଥିଲେ। ସଲମାନ ତାଙ୍କ ଡ୍ରାଇଭରର ପୁଅଙ୍କ ବିବାହ ଭୋଜିରେ ମଧ୍ୟ ମାଟିନ୍‌ଙ୍କୁ ନେଇ ଯାଇଥିଲେ। ଏସବୁ ଦେଖିଲା ପରେ ଲାଗୁଛି ସଲମାନଙ୍କୁ ଛୋଟ ପିଲା ଖୁବ୍‌ ପସନ୍ଦ। ଫିଲ୍ମର କିଛି ସିନ୍‌ର ସୁଟିଂ କାମ ଏବେ ବି ମୁମ୍ବାଇର ଫିଲ୍ମସିଟିରେ ଚାଲୁ ରହିଛି।

ଫିଲ୍ମଟିର ନିର୍ଦ୍ଦେଶନା ଦେଉଛନ୍ତି କବୀର ଖାନ୍‌। ଏହା ଇଦ୍‌ରେ ବଡ଼ ପରଦାରେ ଆସିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story