ସମ୍ଭାଳି ପାରିଲେନି ସଲ୍‌ମାନ ପ୍ରେମୀ, ନିଜେ ନିଜେ ରିଲିଜ୍ କରି ‘ଟ୍ୟୁବ୍‌ଲାଇଟ୍‌’ର ଦେଲେ ଫାଷ୍ଟ୍ ଲୁକ୍‌

ମୁମ୍ବାଇ: ଶନିବାର ଟ୍ୱିଟ୍‌ରରେ ‘ଟ୍ୟୁବ୍‌ଲାଇଟ୍‌’ର ଫାଷ୍ଟ୍ ଲୁକ୍ ଟ୍ରେଣ୍ଡ କରିଛି, ଯଦିଓ ଏହା ଅଫିସିଆଲ୍ ଫାଷ୍ଟ୍ ଲୁକ୍ ନୁହେଁ। ଏହାକୁ ଫ୍ୟାନ୍‌ ମ୍ୟାନେ ନିଜେ ପ୍ରସ୍ତୁତ କରିଛନ୍ତି। କଥା କ’ଣ କି- ସଲମାନଙ୍କ ଫ୍ୟାନ୍‌ମାନେ ‘ଟ୍ୟୁବ୍‌ଲାଇଟ୍‌’ର ଫାଷ୍ଟ୍ ଲୁକ୍‌କୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। କିନ୍ତୁ ‘ଟ୍ୟୁବ୍‌ଲାଇଟ୍’ର ନିର୍ମାତାମାନେ ସ୍ପଷ୍ଟ କରି ଦେଇଛନ୍ତି ଯେ ‘ବାହୁବଲୀ-୨’ ରିଲିଜ୍ ପୂର୍ବରୁ ‘ଟ୍ୟୁବ୍‌ଲାଇଟ୍‌’ ସହିତ କୌଣସି ଜିନିଷର ରିଲିଜ୍ କରାଯିବ ନାହିଁ। କିନ୍ତୁ ସଲମାନ ପ୍ରେମୀ କି ସମ୍ଭାଳନ୍ତେ! ସେମାନେ […]

salmankhan

salmankhan

Rakesh Mallick
  • Published: Sunday, 19 March 2017
  • Updated: 19 March 2017, 09:34 AM IST

Sports

Latest News

ମୁମ୍ବାଇ: ଶନିବାର ଟ୍ୱିଟ୍‌ରରେ ‘ଟ୍ୟୁବ୍‌ଲାଇଟ୍‌’ର ଫାଷ୍ଟ୍ ଲୁକ୍ ଟ୍ରେଣ୍ଡ କରିଛି, ଯଦିଓ ଏହା ଅଫିସିଆଲ୍ ଫାଷ୍ଟ୍ ଲୁକ୍ ନୁହେଁ। ଏହାକୁ ଫ୍ୟାନ୍‌ ମ୍ୟାନେ ନିଜେ ପ୍ରସ୍ତୁତ କରିଛନ୍ତି।

କଥା କ’ଣ କି- ସଲମାନଙ୍କ ଫ୍ୟାନ୍‌ମାନେ ‘ଟ୍ୟୁବ୍‌ଲାଇଟ୍‌’ର ଫାଷ୍ଟ୍ ଲୁକ୍‌କୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। କିନ୍ତୁ ‘ଟ୍ୟୁବ୍‌ଲାଇଟ୍’ର ନିର୍ମାତାମାନେ ସ୍ପଷ୍ଟ କରି ଦେଇଛନ୍ତି ଯେ ‘ବାହୁବଲୀ-୨’ ରିଲିଜ୍ ପୂର୍ବରୁ ‘ଟ୍ୟୁବ୍‌ଲାଇଟ୍‌’ ସହିତ କୌଣସି ଜିନିଷର ରିଲିଜ୍ କରାଯିବ ନାହିଁ।

କିନ୍ତୁ ସଲମାନ ପ୍ରେମୀ କି ସମ୍ଭାଳନ୍ତେ! ସେମାନେ ନିଜ ମନକୁ ପାଇଲା ଭଳି ସଲମାନଙ୍କ ଫଟୋ ଯୋଡ଼ି ପୋଷ୍ଟର ତିଆରି କରି ‘ଟ୍ୟୁବ୍‌ଲାଇଟ୍‌’ର ଫାଷ୍ଟ୍ ଲୁକ୍‌ କହି ଟ୍ୱିଟ୍‌ରରେ ରିଲିଜ୍ କରିଛନ୍ତି। ଆଉ ଗତକାଲି ମାତ୍ର ୧୩ ମିନିଟ୍‌ରେ ସଲମାନ ପ୍ରେମୀଙ୍କ ଏହି ନନ୍‌ଅଫିସିଆଲ୍ ଫାଷ୍ଟ୍‌ ଲୁକ୍ ଟ୍ୱିଟ୍‌ରରେ ଟ୍ରେଣ୍ଡ୍ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story