ଆଗେ ଆଗେ ସଲ୍‌ମାନ୍, ପଛେ ପଛେ ବୁଲା କୁକୁର; ଭିଡିଓ ଭାଇରାଲ୍‌

ମୁମ୍ବାଇ: ଗତକାଲି ମୁମ୍ବାଇରେ ଆଇଫା ଆୱାର୍ଡସ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ବଲିଉଡ୍‌ର ବହୁ ସେଲେବ୍ରିଟି ଯୋଗ ଦେଇଥିଲେ। ତେବେ ଏହି ପୁରସ୍କାର ବିତରଣ ଉତ୍ସବରେ ଏକ କୌତୁକିଆ ଦୃଶ୍ୟ ଦେଖିବାକୁ ମିଳିଥିଲା, ଯାହା ସୋଶାଲ୍ ମିଡିଆରେ ଭାଇରାଲ୍ ହେଉଛି। ଉତ୍ସବରେ ଦବଙ୍ଗ୍ ଷ୍ଟାର୍ ସଲ୍‌ମାନ୍ ଖାନ୍ ତାଙ୍କର ନିଆରା ଷ୍ଟାଇଲ୍‌ରେ ଏଣ୍ଟ୍ରି କରିଥିଲେ। କିନ୍ତୁ ଯେମିତି ସେ ଉତ୍ସବ ପରିସରରେ ପ୍ରବେଶ କଲେ ତାଙ୍କ ପଛେ ପଛେ ଏକ ବୁଲା କୁକୁର ଭିତରେ ପଶି ଯାଇଥିଲା। […]

salman9

salman9

Jitendra Garnayak
  • Published: Thursday, 19 September 2019
  • Updated: 19 September 2019, 03:20 PM IST

Sports

Latest News

ମୁମ୍ବାଇ: ଗତକାଲି ମୁମ୍ବାଇରେ ଆଇଫା ଆୱାର୍ଡସ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ବଲିଉଡ୍‌ର ବହୁ ସେଲେବ୍ରିଟି ଯୋଗ ଦେଇଥିଲେ। ତେବେ ଏହି ପୁରସ୍କାର ବିତରଣ ଉତ୍ସବରେ ଏକ କୌତୁକିଆ ଦୃଶ୍ୟ ଦେଖିବାକୁ ମିଳିଥିଲା, ଯାହା ସୋଶାଲ୍ ମିଡିଆରେ ଭାଇରାଲ୍ ହେଉଛି।

ଉତ୍ସବରେ ଦବଙ୍ଗ୍ ଷ୍ଟାର୍ ସଲ୍‌ମାନ୍ ଖାନ୍ ତାଙ୍କର ନିଆରା ଷ୍ଟାଇଲ୍‌ରେ ଏଣ୍ଟ୍ରି କରିଥିଲେ। କିନ୍ତୁ ଯେମିତି ସେ ଉତ୍ସବ ପରିସରରେ ପ୍ରବେଶ କଲେ ତାଙ୍କ ପଛେ ପଛେ ଏକ ବୁଲା କୁକୁର ଭିତରେ ପଶି ଯାଇଥିଲା। ଆଉ ଏହି ଦୃଶ୍ୟ ଏବେ ଇଣ୍ଟରନେଟ୍‌ରେ ଛାଇ ଯାଇଛି। ଆପଣ ବି ଭିଡିଓଟିକୁ ଦେଖିଲେ ନ ହସି ରହି ପାରିବେ ନାହିଁ।

ଗତକାଲି ଏହି ପୁରସ୍କାର ଉତ୍ସବରେ ସଲ୍‌ମାନ୍ ଧମାଲ୍ କରିଥିଲେ। ଷ୍ଟେଜ୍‌ରେ ତାଙ୍କ ନାଚର ଜଲୱା ଦେଖିବାକୁ ମିଳିଥିଲା। ଆଗକୁ ସଲ୍‌ମାନ୍‌ଙ୍କ ‘କିକ୍‌ ୨’ ଓ ‘ଦବଙ୍ଗ୍ ୩’ ଫିଲ୍ମ ଆସୁଛି।

 

View this post on Instagram

 

Every dog has his day this was his time to shine and he knew #SalmanKhan is a big animal lover ❤

A post shared by Viral Bhayani (@viralbhayani) on

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos