‘ସଞ୍ଜୟଙ୍କ ବାୟୋପିକ୍‌ର ଟାଇଟଲ ଦେଲେ ମିଳିବ ପୁରସ୍କାର’

ମୁମ୍ୱାଇ: ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତଙ୍କ ବାୟୋପିକ୍‌ ଫିଲ୍ମ ନିର୍ମାଣ କରାଯିବ। ଏହି ଫିଲ୍ମର ଟାଇଟଲ ଦେବା ପାଇଁ ନିର୍ଦ୍ଦେଶକ ରାଜକୁମାର ହିରାନୀ ସାଧାରଣ ଲୋକଙ୍କୁ ପ୍ରସ୍ତାବ ମାଗିଛନ୍ତି। ଯେଉଁ ବ୍ୟକ୍ତି ପରଫେକ୍ଟ ଟାଇଟଲ ଦେବା ତାକୁ ପୁରସ୍କାର ପ୍ରଦାନ କରଯିବ ବୋଲି ଭୋପାଳରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀ ସେ କହିଛନ୍ତି।

ଏହି ଫିଲ୍ମରେ ବାପ ଓ ଝିଅର ବାତ୍ସଲ୍ୟକୁ ବର୍ଣ୍ଣନା କରାଯାଇଛି।