‘ସଞ୍ଜୟଙ୍କ ବାୟୋପିକ୍‌ର ଟାଇଟଲ ଦେଲେ ମିଳିବ ପୁରସ୍କାର’

ମୁମ୍ୱାଇ: ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତଙ୍କ ବାୟୋପିକ୍‌ ଫିଲ୍ମ ନିର୍ମାଣ କରାଯିବ। ଏହି ଫିଲ୍ମର ଟାଇଟଲ ଦେବା ପାଇଁ ନିର୍ଦ୍ଦେଶକ ରାଜକୁମାର ହିରାନୀ ସାଧାରଣ ଲୋକଙ୍କୁ ପ୍ରସ୍ତାବ ମାଗିଛନ୍ତି। ଯେଉଁ ବ୍ୟକ୍ତି ପରଫେକ୍ଟ ଟାଇଟଲ ଦେବା ତାକୁ ପୁରସ୍କାର ପ୍ରଦାନ କରଯିବ ବୋଲି ଭୋପାଳରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀ ସେ କହିଛନ୍ତି। ଏହି ଫିଲ୍ମରେ ବାପ ଓ ଝିଅର ବାତ୍ସଲ୍ୟକୁ ବର୍ଣ୍ଣନା କରାଯାଇଛି।

Rajkumar Hirani

Rajkumar Hirani

Rakesh Mallick
  • Published: Saturday, 11 March 2017
  • Updated: 11 March 2017, 06:30 PM IST

Sports

Latest News

ମୁମ୍ୱାଇ: ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତଙ୍କ ବାୟୋପିକ୍‌ ଫିଲ୍ମ ନିର୍ମାଣ କରାଯିବ। ଏହି ଫିଲ୍ମର ଟାଇଟଲ ଦେବା ପାଇଁ ନିର୍ଦ୍ଦେଶକ ରାଜକୁମାର ହିରାନୀ ସାଧାରଣ ଲୋକଙ୍କୁ ପ୍ରସ୍ତାବ ମାଗିଛନ୍ତି। ଯେଉଁ ବ୍ୟକ୍ତି ପରଫେକ୍ଟ ଟାଇଟଲ ଦେବା ତାକୁ ପୁରସ୍କାର ପ୍ରଦାନ କରଯିବ ବୋଲି ଭୋପାଳରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀ ସେ କହିଛନ୍ତି।

ଏହି ଫିଲ୍ମରେ ବାପ ଓ ଝିଅର ବାତ୍ସଲ୍ୟକୁ ବର୍ଣ୍ଣନା କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos