ସଞ୍ଜୟଙ୍କ ବାୟୋପିକ୍‌ରେ ନର୍ଗିସ୍‌ ଭୂମିକାରେ ଆସିବେ ମନୀଷା

ମୁମ୍ବାଇ: ସଞ୍ଜୟ ଦତ୍ତଙ୍କ ବାୟୋପିକ୍‌ରେ ନର୍ଗିସ୍‌ ଦତ୍ତଙ୍କ ଭୂମିକାରେ ନଜରକୁ ଆସିବେ ମନୀଷା କୋଇରାଲା। ଏନେଇ ସୂଚନା ଦେଇଛନ୍ତି ବାୟୋପିକ୍‌ର ନିର୍ଦ୍ଦେଶକ ରାଜ କୁମାର ହିରାନୀ। ସଞ୍ଜୟଙ୍କ ମା’ କ୍ୟାନସରରେ ମୃତ୍ୟୁ ବରଣ କରିଥିବା ବେଳେ ମନୀଷା କିଛିଦିନ ତଳେ କ୍ୟାସରରୁ ଆରୋଗ୍ୟ ହୋଇଛନ୍ତି। ହିରନୀ କହିଛନ୍ତି,“ମନୀଷା ଜଣେ ଅଭିନେତ୍ରୀ। ସେ ଆମ ସହ କାମ କରିବାକୁ ରାଜି ହୋଇଥିବାରୁ ଆମେ ବହୁତ ଖୁସି।” ଫିଲ୍ମରେ ସଞ୍ଜୟଙ୍କ ଚରିତ୍ରରେ ନଜର ଆସିବାକୁ ଥିବା ରଣବୀର କପୁର ସଞ୍ଜୟଙ୍କ […]

manisa koirala

manisa koirala

Rakesh Mallick
  • Published: Wednesday, 08 February 2017
  • Updated: 08 February 2017, 04:55 PM IST

Sports

Latest News

ମୁମ୍ବାଇ: ସଞ୍ଜୟ ଦତ୍ତଙ୍କ ବାୟୋପିକ୍‌ରେ ନର୍ଗିସ୍‌ ଦତ୍ତଙ୍କ ଭୂମିକାରେ ନଜରକୁ ଆସିବେ ମନୀଷା କୋଇରାଲା। ଏନେଇ ସୂଚନା ଦେଇଛନ୍ତି ବାୟୋପିକ୍‌ର ନିର୍ଦ୍ଦେଶକ ରାଜ କୁମାର ହିରାନୀ। ସଞ୍ଜୟଙ୍କ ମା’ କ୍ୟାନସରରେ ମୃତ୍ୟୁ ବରଣ କରିଥିବା ବେଳେ ମନୀଷା କିଛିଦିନ ତଳେ କ୍ୟାସରରୁ ଆରୋଗ୍ୟ ହୋଇଛନ୍ତି।

ହିରନୀ କହିଛନ୍ତି,“ମନୀଷା ଜଣେ ଅଭିନେତ୍ରୀ। ସେ ଆମ ସହ କାମ କରିବାକୁ ରାଜି ହୋଇଥିବାରୁ ଆମେ ବହୁତ ଖୁସି।”

ଫିଲ୍ମରେ ସଞ୍ଜୟଙ୍କ ଚରିତ୍ରରେ ନଜର ଆସିବାକୁ ଥିବା ରଣବୀର କପୁର ସଞ୍ଜୟଙ୍କ ପରି ଦେଖାଯିବାକୁ ନେଇ ଖୁବ୍‌ ପରିଶ୍ରମ କରୁଥିବା ଖବର ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story