ସଞ୍ଜୟ ଦତ୍ତଙ୍କ ଭଳି ଆକ୍ଟିଂ... ନା... ନା...ନା: ଶାହାରୁଖ୍

ମୁମ୍ବାଇ: ସଞ୍ଜୟ ଦତ୍ତଙ୍କ ଅଭିନୀତ ‘ମୁନ୍ନଭାଇ ଏମ୍‌ବିବିଏସ୍‌’ ଫିଲ୍ମ କାହାକୁ ବା ଭଲ ନ ଲାଗେ। ଜାଣିଛନ୍ତି ସଞ୍ଜୟ ଦତ୍ତ ଯେଉଁ ଭୂମିକାରେ ଅଭିନୟ କରିଥିଲେ ପ୍ରଥମେ ସେହି ଭୂମିକାଟି ପାଇଁ ଶାହାରୁଖ ଖାନଙ୍କୁ ଅଫର ଦେଇଥିଲେ ପ୍ରଯୋଜକ ବିଧୁ ବିନୋଦ ଚୋପ୍ରା। ଶାରୀରିକ ଅସୁସ୍ଥତା ଦର୍ଶାଇ ଶାହାରୁଖ ଏହି ଅଫରଟିକୁ ଗ୍ରହଣ କରି ନ ଥିଲେ। ଆଉ ପରେ ଯାହା ଘଟିଲା ତାହା ସମସ୍ତେ ଜାଣିଛନ୍ତି। ଧୁମ୍ ମଚାଇ ଦେଲା ‘ମୁନ୍ନାଭାଇ ଏମ୍‌ବିବିଏସ୍‌’। ଏଥିରେ ସଞ୍ଜୟଙ୍କ […]

sanjay

sanjay

Rakesh Mallick
  • Published: Saturday, 18 March 2017
  • Updated: 18 March 2017, 04:43 PM IST

Sports

Latest News

ମୁମ୍ବାଇ: ସଞ୍ଜୟ ଦତ୍ତଙ୍କ ଅଭିନୀତ ‘ମୁନ୍ନଭାଇ ଏମ୍‌ବିବିଏସ୍‌’ ଫିଲ୍ମ କାହାକୁ ବା ଭଲ ନ ଲାଗେ। ଜାଣିଛନ୍ତି ସଞ୍ଜୟ ଦତ୍ତ ଯେଉଁ ଭୂମିକାରେ ଅଭିନୟ କରିଥିଲେ ପ୍ରଥମେ ସେହି ଭୂମିକାଟି ପାଇଁ ଶାହାରୁଖ ଖାନଙ୍କୁ ଅଫର ଦେଇଥିଲେ ପ୍ରଯୋଜକ ବିଧୁ ବିନୋଦ ଚୋପ୍ରା। ଶାରୀରିକ ଅସୁସ୍ଥତା ଦର୍ଶାଇ ଶାହାରୁଖ ଏହି ଅଫରଟିକୁ ଗ୍ରହଣ କରି ନ ଥିଲେ। ଆଉ ପରେ ଯାହା ଘଟିଲା ତାହା ସମସ୍ତେ ଜାଣିଛନ୍ତି। ଧୁମ୍ ମଚାଇ ଦେଲା ‘ମୁନ୍ନାଭାଇ ଏମ୍‌ବିବିଏସ୍‌’। ଏଥିରେ ସଞ୍ଜୟଙ୍କ ଅଭିନୟ ଓ ଡାଏଲଗ୍‌ ଉଚ୍ଚ ପ୍ରଶଂସିତ ହୋଇଥିଲା। ଗତକାଲି ସନ୍ଧ୍ୟାରେ ଏକ ହସ୍‌ପିଟାଲ୍‌ର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଶାହାରୁଖ ମଧ୍ୟ ସଞ୍ଜୟଙ୍କ ଅଭିନୟକୁ ତାରିଫ୍ କରିଥିଲେ। ଖାଲି ତାରିଫ୍ କରି ନ ଥିଲେ, ଏହା ବି କହିଥିଲେ ଯେ ସେ ନିଜେ ବି ସଞ୍ଜୁ ବାବାଙ୍କ ଭଳି ଅଭିନୟ କରି ପାରି ନ ଥାଆନ୍ତେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story