ରଣବୀର ଓ ଅନୁଷ୍କାଙ୍କ ବିରୋଧରେ ମାମଲା ଦାଏର

ମୁମ୍ବାଇ: ସଞ୍ଜୟ ଦତ୍ତଙ୍କ ବାୟୋପିକ୍‌ ଫିଲ୍ମ ‘ସଞ୍ଜୁ’ର ଏକ ଡାଇଲଗ୍‌ ପାଇଁ ରଣବୀର କପୁର ଏବଂ ଅନୁଷ୍କା ଶର୍ମାଙ୍କ ବିରୋଧରେ ମହିଳା ଆୟୋଗରେ ମାମଲା ଦାଏର ହୋଇଛି। ‘ସଞ୍ଜୁ’ର ଏକ ସିନ୍‌ରେ ରଣବୀର ଏବଂ ଅନୁଷ୍କା ସେକ୍କ ୱାର୍କରଙ୍କ ପାଇଁ ଏକ ଆପତ୍ତିଜନକ ଶବ୍ଦର ବ୍ୟବହାର କରିଛନ୍ତି ବୋଲି ଅଭିଯୋଗ ହୋଇଛି। ଏହି ସିନ୍‌ରେ ଅନୁଷ୍କା ସଞ୍ଜୁ ଚରିତ୍ରରେ ଅଭିନୟ କରୁଥିବା ରଣବୀରଙ୍କୁ ପଚାରୁଛନ୍ତି ‘ତୁମେ ତୁମ ସ୍ତ୍ରୀଙ୍କ ବ୍ୟତୀତ ଆଉ କେତେ ମହିଳାଙ୍କ ସହ ଶୋଇଛ?’ […]

ranbir-kapoor-and-anushka-sharma-event-promotional_c7531a08-9e78-11e6-a472-803c9c62b420

Rakesh Mallick
  • Published: Thursday, 28 June 2018
  • Updated: 28 June 2018, 01:31 PM IST

Sports

Latest News

ମୁମ୍ବାଇ: ସଞ୍ଜୟ ଦତ୍ତଙ୍କ ବାୟୋପିକ୍‌ ଫିଲ୍ମ ‘ସଞ୍ଜୁ’ର ଏକ ଡାଇଲଗ୍‌ ପାଇଁ ରଣବୀର କପୁର ଏବଂ ଅନୁଷ୍କା ଶର୍ମାଙ୍କ ବିରୋଧରେ ମହିଳା ଆୟୋଗରେ ମାମଲା ଦାଏର ହୋଇଛି। ‘ସଞ୍ଜୁ’ର ଏକ ସିନ୍‌ରେ ରଣବୀର ଏବଂ ଅନୁଷ୍କା ସେକ୍କ ୱାର୍କରଙ୍କ ପାଇଁ ଏକ ଆପତ୍ତିଜନକ ଶବ୍ଦର ବ୍ୟବହାର କରିଛନ୍ତି ବୋଲି ଅଭିଯୋଗ ହୋଇଛି। ଏହି ସିନ୍‌ରେ ଅନୁଷ୍କା ସଞ୍ଜୁ ଚରିତ୍ରରେ ଅଭିନୟ କରୁଥିବା ରଣବୀରଙ୍କୁ ପଚାରୁଛନ୍ତି ‘ତୁମେ ତୁମ ସ୍ତ୍ରୀଙ୍କ ବ୍ୟତୀତ ଆଉ କେତେ ମହିଳାଙ୍କ ସହ ଶୋଇଛ?’ ଯାହାର ଉତ୍ତରରେ ରଣବୀର କହୁଛନ୍ତି, “ପ୍ରଷ୍ଟିଟ୍ୟୁଟ୍‌(ବେଶ୍ୟା)ଙ୍କ ବ୍ୟତୀତ ଆଉ ୩୦୮ଜଣ ମହିଳାଙ୍କ କଥା ମନେ ଅଛି। ହଉ, ମୋଟାମୋଟି ୩୫୦ ଲେଖିଦିଅ।”

ଏଥିସହ ଏହି ଫିଲ୍ମରେ ଭିକ୍କି କୌଶଲଙ୍କ ଡାଇଲଗ୍‌ “ଘି ଛେ ତୋ ଘପାଘପ ଛେ” ଉପରେ ମଧ୍ୟ ଆପତ୍ତି ଉଠିଛି।

‘ସଞ୍ଜୁ’ ଫିଲ୍ମରେ ଭିକ୍କି ସଞ୍ଜୟ ଦତ୍ତଙ୍କର ଗୁଜରାଟୀ ବନ୍ଧୁ ପରେଶ ଘେଲାନୀଙ୍କ ଭୂମିକାରେ ଅଭିନୟ କରିଛନ୍ତି। ଗୋଟେ ସିନ୍‌ରେ ଭିକ୍କି ରଣବୀରଙ୍କୁ କହୁଛନ୍ତି, “ଆମ ଗାଁରେ ଏକ କଥା ଅଛି। ଘି ଛେ ତୋ ଘପାଘପ ଛେ। ଘି ମାନେ ପଇସା ଏବଂ ଘପାଘପ ଅର୍ଥ ହେଉଛି ସେକ୍ସ।”

ଜଣାଇଦେଉଛୁ ଯେ, ଫିଲ୍ମରେ ଅନୁଷ୍କା ଏକ ରାଇଟର ଭୂମିକାରେ ଅଭିନୟ କରୁଛନ୍ତି। ଫିଲ୍ମରେ ରଣବୀର, ଅନୁଷ୍କା ଏବଂ ଭିକ୍କିଙ୍କ ବ୍ୟତୀତ ପରେଶ ରାୱଲ, ମନୀଷା କୋରେଲା ଏବଂ ସୋନମ୍‌ କପୁର ଗୁରୁତ୍ୱପୂର୍ଣ୍ଣ ଭୂମିକା ଅଭିନୟ କରୁଛନ୍ତି।

sanjuଫିଲ୍ମଟି ଆସନ୍ତାକାଲି (ଜୁନ୍ ୨୯) ରିଲିଜ୍ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story