ଡ୍ୟାନ୍ସ କରି ନିର୍ବାଚନ ପ୍ରଚାର କରୁଛନ୍ତି ଠୁମ୍‌କାବାଲି ସପ୍ନା, ଦେଖନ୍ତୁ ଭିଡିଓ

ମୁମ୍ବାଇ: ବିଗ୍‌ ବସ୍‌ ଫେମ୍ ସପ୍ନା ଚୌଧୁରୀ ଏବେ ବଲିଉଡ୍‌ରେ ଏଣ୍ଟ୍ରି ମାରିଛନ୍ତି। ପୂର୍ବରୁ ଭୋଜପୁରୀ, ପଞ୍ଜାବୀ ଏବଂ ହରିୟାଣା ଫିଲ୍ମରେ କମାଲ୍‌ କରିଥିବା ସପ୍ନା ଏବେ ବଲିଉଡ୍‌ରେ ନିଜ ଜଲୱା ଦେଖାଇବେ। ବଲିଉଡ୍‌ ଫିଲ୍ମ ‘ଦୋସ୍ତୀ କେ ସାଇଡ୍‌ ଇଫେକ୍ଟସ୍‌’ର ଗୀତ ‘ଫଟ୍ଟେ ଫାଡ୍‌ ଦେ’ ରିଲିଜ୍‌ ହେବା ପରେ ସପ୍ନାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ଫିଲ୍ମ ମାଧ୍ୟମରେ ସପ୍ନା ବଲିଉଡ୍‌ରେ ପାଦ ଥାପିଛନ୍ତି । ଏହି ଫିଲ୍ମରେ ସପ୍ନାଙ୍କୁ ଜବରଦସ୍ତ ଡ୍ୟାନ୍ସ […]

Sapna-Choudhary-15-1

Sapna-Choudhary-15-1

Biswobandita Swain
  • Published: Wednesday, 06 February 2019
  • Updated: 06 February 2019, 04:53 PM IST

Sports

Latest News

ମୁମ୍ବାଇ: ବିଗ୍‌ ବସ୍‌ ଫେମ୍ ସପ୍ନା ଚୌଧୁରୀ ଏବେ ବଲିଉଡ୍‌ରେ ଏଣ୍ଟ୍ରି ମାରିଛନ୍ତି। ପୂର୍ବରୁ ଭୋଜପୁରୀ, ପଞ୍ଜାବୀ ଏବଂ ହରିୟାଣା ଫିଲ୍ମରେ କମାଲ୍‌ କରିଥିବା ସପ୍ନା ଏବେ ବଲିଉଡ୍‌ରେ ନିଜ ଜଲୱା ଦେଖାଇବେ। ବଲିଉଡ୍‌ ଫିଲ୍ମ ‘ଦୋସ୍ତୀ କେ ସାଇଡ୍‌ ଇଫେକ୍ଟସ୍‌’ର ଗୀତ ‘ଫଟ୍ଟେ ଫାଡ୍‌ ଦେ’ ରିଲିଜ୍‌ ହେବା ପରେ ସପ୍ନାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ଫିଲ୍ମ ମାଧ୍ୟମରେ ସପ୍ନା ବଲିଉଡ୍‌ରେ ପାଦ ଥାପିଛନ୍ତି । ଏହି ଫିଲ୍ମରେ ସପ୍ନାଙ୍କୁ ଜବରଦସ୍ତ ଡ୍ୟାନ୍ସ କରିବାର ଦେଖିବାକୁ ମିଳିଛି।

ଏହି ଗୀତରେ ସପ୍ନାଙ୍କୁ କଲେଜ୍‌ ନିର୍ବାଚନ ଭୋଟ ପ୍ରଚାର କରୁଥିବା ଦେଖିବାକୁ ମିଳିଛି। ଏହି ଗୀତକୁ ସଦାବ୍‌ ଫରିଦି ଏବଂ ଆସିସ୍‌ କୁମାର ଗାଇଛନ୍ତି।

ପୂର୍ବରୁ ଏହି ଫିଲ୍ମର ଆଉ ଏକ ଗୀତ ‘ମୁଡ୍‌ ବନା ଲୋ’ ରିଲିଜ୍‌ ହୋଇଥଲା। ଏଥିରେ ସପ୍ନାଙ୍କୁ ଗ୍ଲାମର ଲୁକ୍‌ରେ ଦେଖିବାକୁ ମିଳିଥିଲା। ହରିୟାଣାର ଜଣେ ନାମକରା ଡ୍ୟାନ୍ସର ହେଉଛନ୍ତି ସପ୍ନା । ସେକ୍ସି ଅନ୍ଦାଜ୍‌ରେ ଠୁମ୍‌କା ଲଗାଇ ଦର୍ଶକଙ୍କୁ ପାଗଳ କରୁଥିବା ସପ୍ନାଙ୍କର ହଜାର ହଜାର ପ୍ରଂଶସକ ଅଛନ୍ତି।

https://www.youtube.com/watch?v=6ESOTANtXMM

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story