ରିଲିଜ୍‌ ହେଲା 'ମଣିକର୍ଣ୍ଣିକା'ର ଦ୍ୱିତୀୟ ଗୀତ 'ଭାରତ...'

ନୂଆଦିଲ୍ଲୀ: କଙ୍ଗନା ରାନାୱତ୍‌ ଅଭିନୀତ ଅପ୍‌ କମିଂ ବଲିଉଡ୍‌ ମୁଭି ‘ମଣିକର୍ଣ୍ଣିକା-ଦ କୁଇନ ଅଫ୍‌ ଝାନ୍‌ସୀ’ର ଦ୍ୱିତୀୟ ଗୀତ ‘ମେ ରହୁଁ ୟା ନା ରହୁଁ, ଭାରତ ୟେ ରେହେନା ଚାହିୟେ’ ହରିଆଣାର ଗୁରୁଗ୍ରାମ୍‌ଠାରେ ବୁଧବାର ରିଲିଜ୍‌ ହୋଇଛି। ପ୍ରସୂନ୍‌ ଯୋଶୀଙ୍କ ଲିଖିତ ତଥା ଶଙ୍କର୍‌ ଏହସାନ୍‌ ଲୟଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଏହି ଦେଶାତ୍ମବୋଧ ଗୀତଟି ଶଙ୍କର୍‌ ମହାଦେବନ୍‌ଙ୍କ କଣ୍ଠରେ ବେଶ୍ ହୃଦୟସ୍ପର୍ଶୀ ହୋଇଛି। ଗତ ୯ ତାରିଖରେ ଫିଲ୍ମର ପ୍ରଥମ ଗୀତ ‘ବିଜୟୀ ଭବ’ ରିଲିଜ୍‌ […]

manikarnika

manikarnika

Chinmayee Roy
  • Published: Thursday, 17 January 2019
  • Updated: 17 January 2019, 03:34 PM IST

Sports

Latest News

ନୂଆଦିଲ୍ଲୀ: କଙ୍ଗନା ରାନାୱତ୍‌ ଅଭିନୀତ ଅପ୍‌ କମିଂ ବଲିଉଡ୍‌ ମୁଭି 'ମଣିକର୍ଣ୍ଣିକା-ଦ କୁଇନ ଅଫ୍‌ ଝାନ୍‌ସୀ'ର ଦ୍ୱିତୀୟ ଗୀତ 'ମେ ରହୁଁ ୟା ନା ରହୁଁ, ଭାରତ ୟେ ରେହେନା ଚାହିୟେ' ହରିଆଣାର ଗୁରୁଗ୍ରାମ୍‌ଠାରେ ବୁଧବାର ରିଲିଜ୍‌ ହୋଇଛି। ପ୍ରସୂନ୍‌ ଯୋଶୀଙ୍କ ଲିଖିତ ତଥା ଶଙ୍କର୍‌ ଏହସାନ୍‌ ଲୟଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଏହି ଦେଶାତ୍ମବୋଧ ଗୀତଟି ଶଙ୍କର୍‌ ମହାଦେବନ୍‌ଙ୍କ କଣ୍ଠରେ ବେଶ୍ ହୃଦୟସ୍ପର୍ଶୀ ହୋଇଛି।

ଗତ ୯ ତାରିଖରେ ଫିଲ୍ମର ପ୍ରଥମ ଗୀତ ‘ବିଜୟୀ ଭବ’ ରିଲିଜ୍‌ ହୋଇଥିଲା

https://youtu.be/YOXiSICzsiY

ଏହି ଦ୍ୱିତୀୟ ଗୀତର ରିଲିଜ୍ ଅବସରରେ ଫିଲ୍ମର ପୂରା ଟିମ୍‌ ଉପସ୍ଥିତ ରହିଥିଲେ। ସମସ୍ତେ ଗୀତ ସହ ପୂରା ଫିଲ୍ମର ପ୍ରମୋସନ ବି କରିଥିଲେ। ଏହି ଦେଶାତ୍ମବୋଧକ ଗୀତଟି ରିଲିଜ୍‌ ହେବାର ୧୨ଘଣ୍ଟାରୁ କମ୍‌ ସମୟ ମଧ୍ୟରେ ପ୍ରାୟ ୩ଲକ୍ଷରୁ ଅଧିକ ଦର୍ଶକ ଏହାକୁ ୟୁଟୁବ୍‌ରେ ଦେଖି ସାରିଲେଣି। ଏହା ପୂର୍ବରୁ ଫିଲ୍ମର ଟ୍ରେଲର ମଧ୍ୟ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଛି।

ଝାନ୍‌ସୀର ରାଣୀ ଲକ୍ଷ୍ମୀ ବାଈଙ୍କ ଦେଶପ୍ରେମ ଓ ବୀରତ୍ୱର କାହାଣୀକୁ ନେଇ ତିଆରି ହୋଇଥିବା ଏହି ଐତିହାସିକ ଚଳଚ୍ଚିତ୍ରର ମୁଖ୍ୟ ଚରିତ୍ରରେ ଥିବା ଅଭିନେତ୍ରୀ କଙ୍ଗନା ରାନାୱତ୍ ଫିଲ୍ମର ୮୦ ପ୍ରତିଶତ ଭାଗର ନିର୍ଦ୍ଦେଶନା ଦେଇଥିବାରୁ ଏହାକୁ ନେଇ ଦର୍ଶକଙ୍କ ଉତ୍କଣ୍ଠା ବି ଅଧିକ ରହିଛି।  ସାଧାରଣତନ୍ତ୍ର ଦିବସର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍‌ ଆସନ୍ତା ୨୫ ତାରିଖରେ ଏହା ୱାର୍ଲ୍ଡ ୱାଇଡ୍ ରିଲିଜ୍ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story