ନାରୀ ବେଶରେ ନାୟକ: ଜାଣନ୍ତି ସିଷ୍ଟର ଶ୍ରୀଦେବୀଙ୍କ ଚୁଟିର ଦାମ୍ କେତେ ?

ଭୁବନେଶ୍ୱର-ରଜରେ ରିଲିଜ୍ ହେଉଛି ଓଡିଆ ଫିଲ୍ମ ସିଷ୍ଟର ଶ୍ରୀଦେବୀ। ତରଙ୍ଗ ସିନେ ପ୍ରଡକ୍ସନ ନିବେଦିତ ଏହି ଫିଲ୍ମରେ ଭର୍ସାଟାଇଲ୍ ଆକଟର ବାବୁସାନ ନାରୀ ବେଶରେ ଦର୍ଶକଙ୍କ ସାମ୍ନାକୁ ଆସିବେ। ଯାହାକୁ ନେଇ ଏବେ ସିନେପ୍ରେମୀଙ୍କ ଭିତରେ ଖୁବ୍ ଉତ୍କଣ୍ଠା। ସିଷ୍ଟର ଶ୍ରୀଦେବୀର କାହାଣୀ ଓ ମେନ୍ ଲିଡ୍‌ରେ ଥିବା ବାବୁସାନଙ୍କ ଭୂମିକା ସଂପର୍କରେ ଅଳ୍ପ ଅଳ୍ପ କଥା ପଦାକୁ ଆସୁଛି। ହେଲେ ପ୍ରଯୋଜନା ସଂସ୍ଥା ଅନେକ କଥାକୁ ସସ୍ପେନସରେ ରଖିଛନ୍ତି। ହେଲେ ଏବେ ସିଷ୍ଟର ଶ୍ରୀଦେବୀଙ୍କ ହେୟାର […]

babushan 1

babushan 1

Rakesh Mallick
  • Published: Thursday, 25 May 2017
  • Updated: 25 May 2017, 06:46 PM IST

Sports

Latest News

ଭୁବନେଶ୍ୱର-ରଜରେ ରିଲିଜ୍ ହେଉଛି ଓଡିଆ ଫିଲ୍ମ ସିଷ୍ଟର ଶ୍ରୀଦେବୀ। ତରଙ୍ଗ ସିନେ ପ୍ରଡକ୍ସନ ନିବେଦିତ ଏହି ଫିଲ୍ମରେ ଭର୍ସାଟାଇଲ୍ ଆକଟର ବାବୁସାନ ନାରୀ ବେଶରେ ଦର୍ଶକଙ୍କ ସାମ୍ନାକୁ ଆସିବେ। ଯାହାକୁ ନେଇ ଏବେ ସିନେପ୍ରେମୀଙ୍କ ଭିତରେ ଖୁବ୍ ଉତ୍କଣ୍ଠା। ସିଷ୍ଟର ଶ୍ରୀଦେବୀର କାହାଣୀ ଓ ମେନ୍ ଲିଡ୍‌ରେ ଥିବା ବାବୁସାନଙ୍କ ଭୂମିକା ସଂପର୍କରେ ଅଳ୍ପ ଅଳ୍ପ କଥା ପଦାକୁ ଆସୁଛି। ହେଲେ ପ୍ରଯୋଜନା ସଂସ୍ଥା ଅନେକ କଥାକୁ ସସ୍ପେନସରେ ରଖିଛନ୍ତି।

babu shan3ହେଲେ ଏବେ ସିଷ୍ଟର ଶ୍ରୀଦେବୀଙ୍କ ହେୟାର ଷ୍ଟାଇଲ୍‌କୁ ନେଇ ଖୁବ୍ ଚର୍ଚ୍ଚା। ଅନେକ ତନାଘନା ପରେ ଓଡିଶା ରିପୋର୍ଟର ଟିମ୍ ସିଷ୍ଟର ଶ୍ରୀଦେବୀଙ୍କ ଚୁଟି ପଛର କିଛି ଗୋପନ କଥାକୁ ପଦାକୁ ଆଣିଛି।

ସିଷ୍ଟର ଶ୍ରୀଦେବୀଙ୍କ ଚୁଟିର ଦାମ ଖୁବ ମହଙ୍ଗା। ପାଖାପାଖି ୩ ଲକ୍ଷ ଟଙ୍କ।। ଚୁଟିକୁ ତିଆରି କରିବାକୁ ସମୟ ଲାଗିଛି ପ୍ରାୟ ୨୫ଦିନ। ଏଥିପାଇଁ ହେୟାର ଷ୍ଟାଇଲିସ୍ ବମ୍ୱେରୁ ଆସିଛନ୍ତି। ନାୟିକାମାନେ ଖୁବ୍ ସଜେଇ ହୁଅନ୍ତି। ଆଉ ସିଷ୍ଟର ଶ୍ରଦେବୀ ସିନେମାରେ ଏଇ ନୂଆ ନାୟିକା ବି ସଜେଇ ହେଉଛନ୍ତି।

ଗୋଟେ କି ଦୁଇଟି ନୁହେଁ ୩ଟି ୱିଗ୍ ବ୍ୟବହାର କରାଯାଇଛି ସିନେମାରେ। ପ୍ରଥମେ ସର୍ଟ ଆଉ ସିଲ୍କି ହେୟାର। ଏହାପରେ ଲଙ୍ଗ ଆଉ କର୍ଲି ହେୟାର ଆଉ ଡ୍ୟାନସ ପାଇଁ ସ୍ପେଶାଲ ହେୟାର ଷ୍ଟାଇଲ ଆପଣେଇଛନ୍ତି  ଶ୍ରଦେବୀ ।

ପ୍ରଥମେ ବାବୁସାନଙ୍କ ଚୁଟିର ମାପ ନିଆଯାଇଛି। ଏହି ମାପ ଅନୁଯାୟୀ ତିଆରି ହୋଇଛି ୱିଗ୍। ହେୟାର ଡ୍ରେସର ପୁରା ଲାଗି ପଡିଛନ୍ତି ଚୁଟିକୁ ସଜାଡିବାରେ। ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story