୪୧ ବର୍ଷ ପରେ ଫେରିବ ‘ପତି ପତ୍ନୀ ଔର ୱୋ’; ଲିଡ୍‌ ରୋଲ୍‌ରେ ଏମାନେ

ମୁମ୍ବାଇ: ସଞ୍ଜୀବ୍‌ କୁମାର୍‌ ଅଭିନୀତ ଏବଂ ବି.ଆର୍‌. ଚୋପ୍ରା ପ୍ରଯୋଜିତ ସତୁରୀ ଦଶକର ହିଟ୍‌ ଫିଲ୍ମ୍‌ ‘ପତି ପତ୍ନୀ ଔର ୱୋ’ର ସିକ୍ୱେଲ୍ ଖୁବ୍‌ଶୀଘ୍ର ତିଆରି ହେବାକୁ ଯାଉଛି। ସୂଚନା ଅନୁସାରେ, ଫିଲ୍ମ ପ୍ରଡକ୍ସନ୍‌ ହାଉସ୍ ଟି-ସିରିଜ୍ ଓ ବି.ଆର୍‌ ଷ୍ଟୁଡିଓ ଏକାଠି ଆଗକୁ କିଛି ଫିଲ୍ମ ନିର୍ମାଣ କରିବାର ଘୋଷଣା କରିଛନ୍ତି। ଏହି ମିଳିତ ନିଷ୍ପତ୍ତିର ପ୍ରଥମ ଫିଲ୍ମ ହେବ ‘ପତି ପତ୍ନି ଔର ୱୋ’ର ସିକ୍ୱେଲ୍। ନିର୍ମାତା ଭୂଷଣ କୁମାର, ଜୁନୋ ଚୋପ୍ରା ଓ ଅଭୟ […]

pati-patni-or-o

pati-patni-or-o

Chinmayee Roy
  • Published: Sunday, 20 January 2019
  • Updated: 20 January 2019, 01:43 PM IST

Sports

Latest News

ମୁମ୍ବାଇ: ସଞ୍ଜୀବ୍‌ କୁମାର୍‌ ଅଭିନୀତ ଏବଂ ବି.ଆର୍‌. ଚୋପ୍ରା ପ୍ରଯୋଜିତ ସତୁରୀ ଦଶକର ହିଟ୍‌ ଫିଲ୍ମ୍‌ ‘ପତି ପତ୍ନୀ ଔର ୱୋ’ର ସିକ୍ୱେଲ୍ ଖୁବ୍‌ଶୀଘ୍ର ତିଆରି ହେବାକୁ ଯାଉଛି। ସୂଚନା ଅନୁସାରେ, ଫିଲ୍ମ ପ୍ରଡକ୍ସନ୍‌ ହାଉସ୍ ଟି-ସିରିଜ୍ ଓ ବି.ଆର୍‌ ଷ୍ଟୁଡିଓ ଏକାଠି ଆଗକୁ କିଛି ଫିଲ୍ମ ନିର୍ମାଣ କରିବାର ଘୋଷଣା କରିଛନ୍ତି। ଏହି ମିଳିତ ନିଷ୍ପତ୍ତିର ପ୍ରଥମ ଫିଲ୍ମ ହେବ ‘ପତି ପତ୍ନି ଔର ୱୋ’ର ସିକ୍ୱେଲ୍।

ନିର୍ମାତା ଭୂଷଣ କୁମାର, ଜୁନୋ ଚୋପ୍ରା ଓ ଅଭୟ ଚୋପ୍ରା ଏହି ‘ପତି ପତ୍ନୀ ଔର ୱୋ’ ସିକ୍ୱେଲ୍‌ର ମିଳିତ ପ୍ରଯୋଜନା କରିବେ। ଏମାନେ ଫୂର୍ବରୁ ଫିଲ୍ମ ‘ଭୂତନାଥ ରିଟର୍ନ୍ସ’ରେ ଏକାଠି ହୋଇଥିଲେ। ‘ପତି ପତ୍ନୀ ଔର ୱୋ’ ସିକ୍ୱେଲ୍‌ର ନିର୍ଦ୍ଦେଶନା ଦେବେ ମୁଦସର୍ ଅଜିଜ୍।

ମୂଳ ଫିଲ୍ମ୍‌ରେ ସଞ୍ଜୀବ କୁମାର୍‌, ବିଦ୍ୟା ସିହ୍ନା ଓ ରଞ୍ଜିତା କୌର୍‌ଙ୍କ ସହ ଅତିଥି ରୋଲ୍‌ରେ ପର୍‌ବିନ୍‌ ବାବି, ଋଷି କପୁର୍‌ ଓ ନୀତଉ ସିଂହଙ୍କୁ ଦେଖିବାକୁ ମିଳିଥିଲା। ତେବେ ଏହାର ସିକ୍ୱେଲ୍‌ରେ ନବାଗତା ଅନନ୍ୟା ପାଣ୍ଡେଙ୍କ ସହ କାର୍ତ୍ତିକ୍‌ ଆରୟନ୍ ଓ ଭୂମି ପେଡ୍‌ନେକର ନଜର ଆସିବେ। ଫିଲ୍ମର ସୁଟିଂ ଆସନ୍ତା ପେବୃଆରୀରୁ ଆରମ୍ଭ ହେବ। ତେବେ ଏହି  ଫିଲ୍ମ ଜରିଆରେ ପରଦାରେ ପ୍ରଥମଥର ପାଇଁ କାର୍ତ୍ତିକ, ଅନନ୍ୟା ଓ ଭୂମିଙ୍କୁ ଏକାଠି ଦେଖିବାକୁ ମିଳିବ।

https://www.instagram.com/p/BszUOURFYRV/?utm_source=ig_web_copy_link

କାର୍ତ୍ତୀକ ଏବେ ତାଙ୍କର ଆଗାମୀ ଫିଲ୍ମ ‘ଲୁକାଛୁପି’କୁ ନେଇ ବ୍ୟସ୍ତ ଅଛନ୍ତି। ଫିଲ୍ମଟି ଆସନ୍ତା ମାର୍ଚ୍ଚ ୪ରେ ରିଲିଜ୍‌ ହେବ। ଏଥିରେ କାର୍ତ୍ତୀକଙ୍କ ସହ ଅଭିନେତ୍ରୀ କୀର୍ତ୍ତି ସେନନ୍ ମଧ୍ୟ ନଜର ଆସିବେ। ଏହି ଦୁଇଜଣଙ୍କ ପ୍ରଥମ ଅନ୍‌ ସ୍କ୍ରିନ୍‌ ଯୋଡ଼ିକୁ ନେଇ ମଧ୍ୟ ଦର୍ଶକଙ୍କ ମଧ୍ୟରେ ବେଶ୍ ଉତ୍କଣ୍ଠା ରହିଛି। ସେପଟେ ଅନନ୍ୟା ତାଙ୍କ ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ୍‌ ଦି ଇୟର୍‌-2’କୁ ନେଇ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମଟି ଚଳିତ ବର୍ଷ ମେ ୧୦ରେ ରିଲିଜ୍‌ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story