ବାପା ଶାହାରୁଖଙ୍କ ସହ ଡେବ୍ୟୁ କରିବେ ଆର୍ୟନ୍‌!

ମୁମ୍ବାଇ: ବାପା ଶାହାରୁଖଙ୍କ ସହ ଡେବ୍ୟୁ କରିବାକୁ ଯାଉଛନ୍ତି ପୁଅ ଆର୍ୟନ୍। ହେଲେ ଚଳଚ୍ଚିତ୍ର ମାଧ୍ୟମରେ ନୁହେଁ। ଚଳଚ୍ଚିତ୍ରରେ ଭଏସ୍‌ ଦେଇ ସେ ଶାହାରୁଖଙ୍କ ସହ ଡେବ୍ୟୁ କରିବାକୁ ଯାଉଛନ୍ତି। ହଲିଉଡ୍‌ ଫିଲ୍ମ ‘ଦ ଲାୟନ କିଙ୍ଗ’ର ହିନ୍ଦୀ ଭର୍ସନରେ ସୁପରଷ୍ଟାର ଶାହରୁଖ ଖାନ କିଙ୍ଗ ମୁଫ୍‌ସା ଓ ତାଙ୍କ ପୁଅ ଆର୍ୟନ ଖାନ କିଙ୍ଗ ମୁଫ୍‌ସାଙ୍କ ପୁଅ ସିମ୍ବା ଚରିତ୍ର ପାଇଁ ଭଏସ୍‌ ଦେବେ। ଏସମ୍ପର୍କରେ ଶାହରୁଖ କହିଛନ୍ତି ଯେ ‘ଦ ଲାୟନ କିଙ୍ଗ’ ଏପରି […]

dc-Cover-tbaatjm6licje9mikk

dc-Cover-tbaatjm6licje9mikk

Tapas Behera
  • Published: Wednesday, 19 June 2019
  • Updated: 19 June 2019, 01:02 PM IST

Sports

Latest News

ମୁମ୍ବାଇ: ବାପା ଶାହାରୁଖଙ୍କ ସହ ଡେବ୍ୟୁ କରିବାକୁ ଯାଉଛନ୍ତି ପୁଅ ଆର୍ୟନ୍। ହେଲେ ଚଳଚ୍ଚିତ୍ର ମାଧ୍ୟମରେ ନୁହେଁ। ଚଳଚ୍ଚିତ୍ରରେ ଭଏସ୍‌ ଦେଇ ସେ ଶାହାରୁଖଙ୍କ ସହ ଡେବ୍ୟୁ କରିବାକୁ ଯାଉଛନ୍ତି। ହଲିଉଡ୍‌ ଫିଲ୍ମ ‘ଦ ଲାୟନ କିଙ୍ଗ’ର ହିନ୍ଦୀ ଭର୍ସନରେ ସୁପରଷ୍ଟାର ଶାହରୁଖ ଖାନ କିଙ୍ଗ ମୁଫ୍‌ସା ଓ ତାଙ୍କ ପୁଅ ଆର୍ୟନ ଖାନ କିଙ୍ଗ ମୁଫ୍‌ସାଙ୍କ ପୁଅ ସିମ୍ବା ଚରିତ୍ର ପାଇଁ ଭଏସ୍‌ ଦେବେ।

ଏସମ୍ପର୍କରେ ଶାହରୁଖ କହିଛନ୍ତି ଯେ ‘ଦ ଲାୟନ କିଙ୍ଗ’ ଏପରି ଏକ ସିନେମା, ଯାହା ତାଙ୍କର ପୂରା ପରିବାରକୁ ପସନ୍ଦ। ଜଣେ ପିତା ହିସାବରେ ସେ ମୁଫ୍‌ସା ଓ ତାଙ୍କ ପୁଅ ସିମ୍ବା ଚରିତ୍ରକୁ ଭଲ ଭାବେ ବୁଝି ପାରୁଛନ୍ତି। ନିଜ ପୁଅ ସହିତ ‘ଦ ଲାୟନ କିଙ୍ଗ’ରେ ଯୋଡ଼ି ହୋଇଥିବାରୁ ଓ ତାଙ୍କ ସାନ ପୁଅ ଅବରାମ ଏହାକୁ ଦେଖିବାକୁ ଯାଉଥିବାରୁ ସେ ବହୁତ ଉତ୍ସାହିତ ବୋଲି ଶାହରୁଖ କହିଛନ୍ତି।

ଡିଜନି ଇଣ୍ଡିଆ ଷ୍ଟୁଡିଓ ଏଣ୍ଟରଟେନ୍‌ମେଣ୍ଟର ପ୍ରମୁଖ ବିକ୍ରମ ଦୁଗ୍‌ଗଲ କହିଛନ୍ତି ଯେ, ଶାହରୁଖ ଓ ତାଙ୍କ ପୁଅ ଆର୍ୟନଙ୍କୁ ଗୋଟିଏ ଫିଲ୍ମରେ କାମ କରାଇବା ଖାସ୍‌ ଅଟେ। ଏହି ଫିଲ୍ମଟି ୧୯ ଜୁଲାଇରେ ଇଂରାଜୀ, ହିନ୍ଦୀ, ତାମିଲ ଓ ତେଲୁଗୁ ଭାଷାରେ ରିଲିଜ୍‌ ହେବ ବୋଲି ବିକ୍ରମ କହିଛନ୍ତି। ସୂଚନାଯୋଗ୍ୟ ଯେ ଏହି ଫିଲ୍ମରେ ଭଏସ୍‌ ଦେବା ପୂର୍ବରୁ ଆର୍ୟନ ସୋଶାଲ ମିଡିଆରେ ଖୁବ୍‌ ଲୋକପ୍ରିୟ ହୋଇସାରିଛନ୍ତି।

ଇନ୍‌ଷ୍ଟାଗ୍ରାମ୍‌ରେ ଆର୍ୟନଙ୍କ ୯ ଲକ୍ଷରୁ ଅଧିକ ଫଲୋଅର୍ସ ଅଛନ୍ତି। ଏଥିସହିତ ତାଙ୍କ ନାମରେ ଅନେକ ଗୁଡ଼ିଏ ଫ୍ୟାନ୍‌ ପେଜ୍‌ ମଧ୍ୟ ତିଆରି କରାଯାଇଛି। ମିଡିଆ ରିପୋର୍ଟ ମୁତାବକ ଆର୍ୟନ ଏବେ ବିଦେଶରେ ରହି ପାଠ ପଢ଼ୁଛନ୍ତି। ସେ ଏବେ ୟୁନିଭର୍ସିଟି ଅଫ୍‌ କାଲିଫର୍ଣ୍ଣିଆରେ ଫିଲ୍ମମେକିଂ କୋର୍ସ କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story