ଏଥର ଦବଙ୍ଗ ଖାନଙ୍କ ଓକିଲ ଭରସା, ଆଜି ଆର୍ଯ୍ୟନଙ୍କ ପାଇଁ ଗୋଟି ଚଳାଇବେ

ମୁମ୍ବାଇ: ଦୀର୍ଘ ୧୦ ଦିନ ହେବ ଏନସିବି ଦ୍ୱାରା ଗିରଫ ହୋଇ ଜେଲ୍‌ରେ ଥିବା ପୁଅକୁ ଏନସିବି କବଳରୁ ମୁକୁଳାଇବାକୁ ପାରୁ ପର୍ଯ୍ୟନ୍ତ ଚେଷ୍ଟା ଚଳାଇଛନ୍ତି କିଙ୍ଗ ଖାନ୍‌ । ଏପରିକି ଜେଲ୍‌ରେ ଥିବା ପୁଅକୁ ମନ୍ନତ ଫେରାଇ ଆଣିବାକୁ ଦିନରାତି ଏକ କରି ଦେଇଥିବା ଶାହରୁଖଙ୍କ ନିଦ ହଜି ଗଲାଣି। ପୁଅକୁ ଆର୍ଥର ଜେଲ୍‌ରୁ ମୁକୁଳାଇବାକୁ ପ୍ରଥମେ ନାମଜାଦା ଓକିଲ ସତୀଶ ମନଶିନ୍ଦେଙ୍କୁ ନିଯୁକ୍ତି କରିଥିବା ଶାହରୁଖ ଖାନ ଏଥର କିନ୍ତୁ ତାଙ୍କ ଉପରୁ ଭରସା […]

saharukh-khan-&-salman-khan

saharukh-khan-&-salman-khan

Niharika Rout
  • Published: Wednesday, 13 October 2021
  • Updated: 13 October 2021, 01:20 PM IST

Sports

Latest News

ମୁମ୍ବାଇ: ଦୀର୍ଘ ୧୦ ଦିନ ହେବ ଏନସିବି ଦ୍ୱାରା ଗିରଫ ହୋଇ ଜେଲ୍‌ରେ ଥିବା ପୁଅକୁ ଏନସିବି କବଳରୁ ମୁକୁଳାଇବାକୁ ପାରୁ ପର୍ଯ୍ୟନ୍ତ ଚେଷ୍ଟା ଚଳାଇଛନ୍ତି କିଙ୍ଗ ଖାନ୍‌ । ଏପରିକି ଜେଲ୍‌ରେ ଥିବା ପୁଅକୁ ମନ୍ନତ ଫେରାଇ ଆଣିବାକୁ ଦିନରାତି ଏକ କରି ଦେଇଥିବା ଶାହରୁଖଙ୍କ ନିଦ ହଜି ଗଲାଣି। ପୁଅକୁ ଆର୍ଥର ଜେଲ୍‌ରୁ ମୁକୁଳାଇବାକୁ ପ୍ରଥମେ ନାମଜାଦା ଓକିଲ ସତୀଶ ମନଶିନ୍ଦେଙ୍କୁ ନିଯୁକ୍ତି କରିଥିବା ଶାହରୁଖ ଖାନ ଏଥର କିନ୍ତୁ ତାଙ୍କ ଉପରୁ ଭରସା ଉଠାଇନେଲେଣି।

୩ , ୩  ଥର ବେଲ୍‌ ଆବେଦନ ସତ୍ତ୍ୱେ ସତୀଶ ଆର୍ଯ୍ୟନଙ୍କୁ ମୁକୁଳାଇ ପାରୁ ନ ଥିବାରୁ ଏଥର ନିଜ ଟିମ୍‌ରେ ଆଉ ଜଣେ ଓକିଲଙ୍କୁ ସାମିଲ କରିଛନ୍ତି କିଙ୍ଗ ଖାନ୍‌। ଏଥର ଶାହରୁଖଙ୍କ ପୁଅକୁ ମୁକୁଳାଇବା ଦାୟିତ୍ୱ ସମ୍ଭାଳିବେ ଅମିତ ଦେଶାଇ।

ଅମିତ ଦେଶାଇ ଦବଙ୍ଗ ଖାନଙ୍କୁ ଜେଲ୍‌ରୁ ମୁକୁଳାଇଥିବାରୁ ଏଥର ତାଙ୍କ ଉପରେ ଭରସା ପ୍ରକଟ କରିଛନ୍ତି  ଶାହରୁଖ । ଆଜି  ଅମିତ ଦେଶାଇ, ଓକିଲ ସତୀଶ ମନସିନ୍ଦେ ଓ ନିଜ ଟିମ୍‌ ସହ ଆର୍ଯ୍ୟନଙ୍କୁ ମୁକୁଳାଇବାକୁ କୋର୍ଟରେ ପହଞ୍ଚି ସାରିଛନ୍ତି।

ମୁମ୍ବାଇରେ ହିଟ୍‌ ଆଣ୍ଡ ରନ୍‌ କେସ୍‌ରେ ସଲମାନଙ୍କୁ ତଳ କୋର୍ଟରେ ୫ ବର୍ଷ ସଶ୍ରମ କାରାଦଣ୍ଡ ହୋଇଥିଲା। ଏହାକୁ ଅମିତ ଉପର କୋର୍ଟରେ ଚ୍ୟାଲେଞ୍ଜ କରି ଆଇନ୍‌ ଜାଲ୍‌ରୁ ଦବଙ୍ଗ ଖାନଙ୍କୁ ମୁକୁଳାଇ ବାହାରକୁ ଆଣିଥିଲେ ।

ଏବେ ଶାହରୁଖଙ୍କ ଦୁଃଖ ସମୟରେ ତାଙ୍କ ପାଖେ ପାଖେ ଛିଡ଼ା ହେଉଛନ୍ତି ସଲମାନ । ଏପରିକି ରାତି ଅଧରେ ସେ ନିଜେ ମନ୍ନତରେ ପହଞ୍ଚିଯାଉଥିବା ବେଳେ ନିଜ ବାପା ସଲିମ ଖାନଙ୍କ ସହ ବି ମନ୍ନତ  ବାହାରେ ସ୍ପଟ ହେଉଛନ୍ତି।

ତେଣୁ ସଲମାନଙ୍କ ଉପଦେଶ କ୍ରମେ ଶାହରୁଖ ଅମିତ ଦେଶାଇଙ୍କ ଉପରେ ଏଥର ଭରସା କରୁଥିବା ଶୁଣିବାକୁ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story