ରିଲିଜ୍‌ ହେଲା 'କବୀର ସିଂହ'ର ଟିଜର୍: ନୂଆ ଅନ୍ଦାଜ୍‌ରେ ନଜର ଆସିଲେ ଶାହିଦ୍‌

ମୁମ୍ବାଇ: ରିଲିଜ୍‌ ହୋଇଛି ବହୁ ପ୍ରତୀକ୍ଷିତ ସିନେମା ‘କବୀର ସିଂ’ର ଟିଜର୍। ଏଥିରେ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ଶାହିଦ୍‌ କପୁରା ଏହା ହେଉଛି ୨୦୧୭ରେ ଆସିଥିବା ବ୍ଲକବଷ୍ଟର ଫିଲ୍ମ ‘ଅର୍ଜୁନ ରେଡ୍ଡୀ’ର ହିନ୍ଦୀ ରିମେକ୍‌। ମୂଳ ଫିଲ୍ମର ନିର୍ଦ୍ଦେଶକ ଭି.ସନ୍ଦୀପ ବାଙ୍ଗା ଏହି ରିମେକ୍‌ ଫିଲ୍ମର ମଧ୍ୟ ନିର୍ଦ୍ଦେଶନା ଦେଇଛନ୍ତି। ସିନେମାର ଟିଜରକୁ ବେଶ୍‌ ଲୋକପ୍ରିୟତା ମିଳିବାରେ ଲାଗିଛି। https://www.instagram.com/p/Bv6JgRsHwo2/?utm_source=ig_web_copy_link କାହାଣୀରେ ଶାହିଦ୍‌ ଜଣେ ସର୍ଜନ ଭୂମିକାରେ ଅଭିନୟ କରିଛନ୍ତିା ଯିଏକି ନିଜ ପ୍ରେମିକାଙ୍କ ଅନ୍ୟତ୍ର […]

shahid

shahid

Chinmayee Roy
  • Published: Wednesday, 10 April 2019
  • Updated: 10 April 2019, 12:19 PM IST

ମୁମ୍ବାଇ: ରିଲିଜ୍‌ ହୋଇଛି ବହୁ ପ୍ରତୀକ୍ଷିତ ସିନେମା ‘କବୀର ସିଂ’ର ଟିଜର୍। ଏଥିରେ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ଶାହିଦ୍‌ କପୁରା ଏହା ହେଉଛି ୨୦୧୭ରେ ଆସିଥିବା ବ୍ଲକବଷ୍ଟର ଫିଲ୍ମ ‘ଅର୍ଜୁନ ରେଡ୍ଡୀ’ର ହିନ୍ଦୀ ରିମେକ୍‌। ମୂଳ ଫିଲ୍ମର ନିର୍ଦ୍ଦେଶକ ଭି.ସନ୍ଦୀପ ବାଙ୍ଗା ଏହି ରିମେକ୍‌ ଫିଲ୍ମର ମଧ୍ୟ ନିର୍ଦ୍ଦେଶନା ଦେଇଛନ୍ତି। ସିନେମାର ଟିଜରକୁ ବେଶ୍‌ ଲୋକପ୍ରିୟତା ମିଳିବାରେ ଲାଗିଛି।

https://www.instagram.com/p/Bv6JgRsHwo2/?utm_source=ig_web_copy_link

କାହାଣୀରେ ଶାହିଦ୍‌ ଜଣେ ସର୍ଜନ ଭୂମିକାରେ ଅଭିନୟ କରିଛନ୍ତିା ଯିଏକି ନିଜ ପ୍ରେମିକାଙ୍କ ଅନ୍ୟତ୍ର ବିବାହ ପରେ ସମ୍ପୂର୍ଣ୍ଣ ଭାଙ୍ଗି ପଡୁଛନ୍ତି ଏବଂ ନିଜ ଜୀବନକୁ ନର୍କ କରିଦେଉଛନ୍ତି । ପ୍ରେମର ନକରାତ୍ମକ ଦିଗକୁ ବେଶ୍‌ ସୁନ୍ଦର ଭାବେ ଉପସ୍ଥାପନା କରିପାରିଛନ୍ତି ଶାହିଦ୍‌। ଫିଲ୍ମରେ ଶାହିଦ୍‌ଙ୍କ ବିପକ୍ଷରେ ନଜର ଆସିଛନ୍ତି କିୟାରା ଆଡ୍‌ଭାନୀ। ଟିଜର୍‌ର ଶେଷ ଆଡ଼କୁ ଶାହିଦ୍‌ ଓ କିୟାରଙ୍କ କେମେଷ୍ଟ୍ରି ମଧ୍ୟ ଦେଖିବାକୁ ମିଳିଛି।

ଏଥିରେ ଶାହିଦ୍‌ ନିଜ ଲୁକ୍‌ରେ ବି ଏକ୍ସପେରିମେଣ୍ଟ କରିଛନ୍ତିା ଟିଜର୍‌ରେ ଶାହିଦଙ୍କ ନିଆରା ଲୁକ୍‌ ଓ ଅନ୍ଦାଜ୍‌କୁ ଦର୍ଶକ ବେଶ୍ ପସନ୍ଦ କରୁଛନ୍ତି। ବର୍ତ୍ତମାନ ସୁଧା ଟିଜର୍‌ଟିକୁ ୧ କୋଟି ୩୫ ଲକ୍ଷରୁ ଅଧିକ ଥର ଦେଖାସରିଲାଣି। ଫିଲ୍ମଟି ଚଳିତ ବର୍ଷ ଜୁନ୍‌ ୨୧ରେ ପରଦାକୁ ଆସିବ।

https://youtu.be/eq2ek0mdji4

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story