କିଏ ରଖିଲା ‘ଜୈନ’ଙ୍କ ନାଁ

ମୁମ୍ବାଇ: କିଛି ଦିନ ତଳେ ବଲିଉଡ୍ ଅଭିନେତା ସାହିଦ କପୁରଙ୍କ ପତ୍ନୀ ମୀରା କପୁର ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ସୋଶାଲ୍‌ ମିଡିଆରେ ଏନେଇ ବଲିଉଡ ଷ୍ଟାରମାନଙ୍କ ପକ୍ଷରୁ ଉଭୟ ସାହିଦ ଓ ମୀରାଙ୍କ ପାଇଁ ଶୁଭକାମନାର ସୁଅ ଛୁଟିଥିଲା। ସାହିଦଙ୍କ ପରିବାର ମଧ୍ୟ ଏନେଇ ବେଶ୍‌ ଖୁସି ଥିଲେ। ସୋଶାଲ୍ ମିଡିଆ ଫ୍ୟାନମାନଙ୍କ ମଧ୍ୟରେ ଶିଶୁପୁତ୍ରର ନାଁକୁ ନେଇ ଆସିଥିଲା ବିଭିନ୍ନ ପ୍ରସ୍ତାବ। କିଏ କେତେ ପ୍ରକାର ନାଁ ଦେଇଥଲେ। ମିଳିଥିବା ଲାଟେଷ୍ଟ ଖବର […]

shahid

shahid

Tapaswini Nayak
  • Published: Tuesday, 18 September 2018
  • Updated: 18 September 2018, 05:28 AM IST

Sports

Latest News

ମୁମ୍ବାଇ: କିଛି ଦିନ ତଳେ ବଲିଉଡ୍ ଅଭିନେତା ସାହିଦ କପୁରଙ୍କ ପତ୍ନୀ ମୀରା କପୁର ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ସୋଶାଲ୍‌ ମିଡିଆରେ ଏନେଇ ବଲିଉଡ ଷ୍ଟାରମାନଙ୍କ ପକ୍ଷରୁ ଉଭୟ ସାହିଦ ଓ ମୀରାଙ୍କ ପାଇଁ ଶୁଭକାମନାର ସୁଅ ଛୁଟିଥିଲା। ସାହିଦଙ୍କ ପରିବାର ମଧ୍ୟ ଏନେଇ ବେଶ୍‌ ଖୁସି ଥିଲେ। ସୋଶାଲ୍ ମିଡିଆ ଫ୍ୟାନମାନଙ୍କ ମଧ୍ୟରେ ଶିଶୁପୁତ୍ରର ନାଁକୁ ନେଇ ଆସିଥିଲା ବିଭିନ୍ନ ପ୍ରସ୍ତାବ। କିଏ କେତେ ପ୍ରକାର ନାଁ ଦେଇଥଲେ।

ମିଳିଥିବା ଲାଟେଷ୍ଟ ଖବର ଅନୁସାରେ ସାହିଦ ଓ ମୀରା ତାଙ୍କ ପୁଅର ନାମ ‘ଜୈନ’ ରଖିଛନ୍ତି। ତେବେ ଏହି ନାଁ କିଏ ରହିଛି, ସାହିଦ୍ ନା ମୀରା ତାକୁ ନେଇ ଏବେ ଚର୍ଚ୍ଚା ହେଉଛି।

ଏକ ସାକ୍ଷାତକାରରେ ସାହିଦ କହିଛନ୍ତି, “ପୂର୍ବରୁ ନାଁ ସ୍ଥିର କରି ରଖିଥିଲୁ। ଝିଅ ହେଲେ ‘ମୀଶା’ ଓ ପୁଅ ହେଲେ ‘ଜୈନ’। ପ୍ରଥମେ ମୀଶା ଜନ୍ମ ହୋଇଥିଲା। ଏବେ ପୁଅ ହୋଇଥିବାରୁ ତା’ ନାଁ ଜୈନ ରଖିଛୁ।”

ସାହିଦଙ୍କ ଆଗାମୀ ଫିଲ୍ମ “ବତୀ ଗୁଲ ମିଟର ଚାଲୁ” ସେପ୍ଟେମ୍ବର ୨୧ ତାରିଖରେ ରିଲିଜ୍ ହେବ। ଏହି ଫିଲ୍ମରେ ସାହିଦଙ୍କ ଅପଜିଟରେ  ଶ୍ରଦ୍ଧା କପୁର ଓ ୟାମୀ ଗୌତମଙ୍କୁ ଦେଖିବାକୁ ମିଳିବ। ଏବେ ସାହିଦ ଫିଲ୍ମ ପ୍ରମୋଶନରେ ବ୍ୟସ୍ତ ଥିବା ବେଳେ ମୀରା ପୁଅ, ଝିଅଙ୍କ ଯତ୍ନ ନେଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story