ବଲିଉଡ ବାଦଶାହଙ୍କୁ ପାଠ ପଢାଇଲେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର

ମୁମ୍ୱାଇ: ବଲିଉଡର ବାଦଶାହଙ୍କୁ ପାଠ ପଢାଇଲେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର। ହେଲେ କ’ଣ ପାଇଁ ଜାଣିଛନ୍ତି। ବାଇକ୍‌ ଚଳାଇବା ବେଳେ ଶାହାରୁଖ ହେଲମେଟ ପିନ୍ଧି ନ ଥିବାରୁ ଏହା ଦେଖି ଉପଦେଶ ଦେବାକୁ ଭୁଲି ନାହାନ୍ତି ଏହି କ୍ରିକେଟ ସୁପରଷ୍ଟାର। ଆଉ ମଜାଳିଆ ଢଙ୍ଗରେ ଏହାର ଉତ୍ତର ରଖିଛନ୍ତି ବାଜିଗର। ବଲିଉଡର ବାଦଶାହ ଶାହାରୁଖ ଖାନ ଫିଲ୍ମ ଇଣ୍ଡଷ୍ଟ୍ରିରେ ୨୭ ବର୍ଷ ପୂରା କରି ସାରିଲେଣି। ୧୯୯୨ ମସିହାରେ ଆସିଥିବା ଫିଲ୍ମ ‘ଦିବାନା’ରୁ ନିଜ ଫିଲ୍ମି […]

saharukha-1..

saharukha-1..

Chinmayee Roy
  • Published: Sunday, 30 June 2019
  • Updated: 30 June 2019, 11:13 AM IST

Sports

Latest News

ମୁମ୍ୱାଇ: ବଲିଉଡର ବାଦଶାହଙ୍କୁ ପାଠ ପଢାଇଲେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର। ହେଲେ କ’ଣ ପାଇଁ ଜାଣିଛନ୍ତି। ବାଇକ୍‌ ଚଳାଇବା ବେଳେ ଶାହାରୁଖ ହେଲମେଟ ପିନ୍ଧି ନ ଥିବାରୁ ଏହା ଦେଖି ଉପଦେଶ ଦେବାକୁ ଭୁଲି ନାହାନ୍ତି ଏହି କ୍ରିକେଟ ସୁପରଷ୍ଟାର। ଆଉ ମଜାଳିଆ ଢଙ୍ଗରେ ଏହାର ଉତ୍ତର ରଖିଛନ୍ତି ବାଜିଗର।

ବଲିଉଡର ବାଦଶାହ ଶାହାରୁଖ ଖାନ ଫିଲ୍ମ ଇଣ୍ଡଷ୍ଟ୍ରିରେ ୨୭ ବର୍ଷ ପୂରା କରି ସାରିଲେଣି। ୧୯୯୨ ମସିହାରେ ଆସିଥିବା ଫିଲ୍ମ ‘ଦିବାନା’ରୁ ନିଜ ଫିଲ୍ମି କ୍ୟାରିଅର ଆରମ୍ଭ କରିଥିବା କିଙ୍ଗ ଖାନ ସେହି ଫିଲ୍ମରେ ବାଇକ୍‌ ଚଲାଉଥିବା ନଜର ଆସିଥିଲେ। ୨୭ ବର୍ଷ ପରେ ପୁଣି ଥରେ ଏହି ସିନ୍‌କୁ ସେ ଦୋହରାଇଛନ୍ତି। ଆଉ ଏହାର ଭିଡିଓ ନିଜ ଟ୍ୱିଟର ଆକାଉଣ୍ଟରେ ପୋଷ୍ଟ କରିଛନ୍ତି।

କିନ୍ତୁ  ବାଇକ୍‌ ଚଳାଇବା ବେଳେ ଶାହାରୁଖ ହେଲମେଟ୍‌ ପିନ୍ଧି ନ ଥିବା ଦେଖି ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର ତାଙ୍କୁ ଉପଦେଶ ଦେବାକୁ ଭୁଲି ନାହାନ୍ତି। ସଚିନଙ୍କ ମନ୍ତବ୍ୟ ଉପରେ କ’ଣ ଥିଲା କିଙ୍ଗ ଅଫ୍‌ ରୋମାନ୍ସଙ୍କ ପ୍ରତିକ୍ରିୟା ଜାଣନ୍ତୁ।

https://twitter.com/iamsrk/status/1143540169464635394

ସଚିନ ଲେଖିଛନ୍ତି, ଡିଅର ବାଜିଗର, କେବେ ବି ବାଇକ୍‌ ଚଲାଇବା ବେଳେ ହେଲମେଟ୍‌ ପିନ୍ଧିବାକୁ ଭୁଲନ୍ତୁ ନାହିଁ। ଯେ ପର୍ଯ୍ୟନ୍ତ ଜୀବନ ଅଛି, ସେତେ ପର୍ଯ୍ୟନ୍ତ ବାଇକ୍‌ ଚଳାଇବା ବେଳେ ହେଲମେଟ ପିନ୍ଧନ୍ତୁ।

ଏହାର ଜବାବରେ ଶାହାରୁଖ ଲେଖିଛନ୍ତି,   ହେଲମେଟ ପିନ୍ଧି ଅନ୍‌ ଡ୍ରାଇଭ, ଅଫ୍‌ ଡ୍ରାଇଭ୍‌ ଓ ଷ୍ଟ୍ରେଟ ଡ୍ରାଇଭ କରିବା ଆପଣଙ୍କଠାରୁ ଅଧିକ ଭଲ ଭାବେ କେହି ଜାଣି ନାହାନ୍ତି। ମୋତେ ଏହି ଶିକ୍ଷା ମହାନ ସଚିନଙ୍କଠାରୁ ମିଳିଥିବା ମୋ ନାତିନାତୁଣୀଙ୍କୁ ମଧ୍ୟ କହିବି।

https://twitter.com/iamsrk/status/1144914606395219968

ଦିବାନା ଫିଲ୍ମର ୨୭ ବର୍ଷ ପୂର୍ତ୍ତ ଅବସରରେ ଶାହାରୁଖ ନିଜ ଫ୍ୟାନ୍‌ଙ୍କ ଲାଗି ଭିଡିଓ ଶେଆର କରି ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଜୀବନର ଅଧାରୁ ଅଧିକ ସମୟ ଲୋକଙ୍କ ମନୋରଞ୍ଜନ କରିବାକୁ ଚେଷ୍ଟା କରିଛି। ସେଥି ମଧ୍ୟରୁ କିଛି ଥର ସଫଳ ହୋଇଥିବା ବେଳେ ବହୁ ଥର ଅସଫଳ  ହୋଇଥିବା ମଧ୍ୟ ସେ କହିଛନ୍ତି। ହେଲେ ଏତେ ବର୍ଷ ଭଲ ପାଇବା ଦେଇଥିବାରୁ ଖୁବ୍‌ ଖୁସି ଥିବା ଓ ସମସ୍ତଙ୍କୁ ଧନ୍ୟବାଦ ଜଣାଉଥିବା କହିଛନ୍ତି ଶାହାରୁଖ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story