ଦୀପିକା କି ପ୍ରିୟଙ୍କା ନୁହେଁ ‘ଡନ୍‌-୩’ରେ ଶାହାରୁଖ୍‌ଙ୍କ ସହ ରୋମାନ୍ସ କରିବେ ଆଉ ଜଣେ ଅଭିନେତ୍ରୀ

ମୁମ୍ବାଇ: ଶାହାରୁଖ୍‌ ଖାନ୍‌ ଓ ଆନନ୍ଦ ଏଲ୍‌ ରାୟ ତାଙ୍କ ଆଗାମୀ ଫିଲ୍ମ ‘ଜିରୋ’ର ସୁଟିଂରେ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମ ପରେ ଶାହାରୁଖ୍‌ ନିଜର ଆଉ ଏକ ଫିଲ୍ମ ‘ଡନ୍‌-୩’ରେ କାମ କରିବା ଆରମ୍ଭ କରିଦେବେ। ‘ଡନ୍‌-୨’ର ସାତ ବର୍ଷ ପରେ ଶାହାରୁଖ୍‌ ପୁଣି ଅଣ୍ଡର ୱାର୍ଲ୍ଡ ଡନ୍‌ ଭୂମିକାରେ ନଜର ଆସିବେ। ପୂର୍ବରୁ ଖବର ଆସୁଥିଲା ପ୍ରିୟଙ୍କା ଚୋପ୍ରା କିମ୍ବା ଦୀପିକା ପାଦୁକୋନ୍‌ ଏହି ଫିଲ୍ମରେ ଲିଡ୍ ଚରିତ୍ରରେ ନଜର ଆସିବେ। କିନ୍ତୁ ନୂଆ […]

shahrukh-khan

shahrukh-khan

Rakesh Mallick
  • Published: Friday, 09 March 2018
  • Updated: 09 March 2018, 08:55 AM IST

Sports

Latest News

ମୁମ୍ବାଇ: ଶାହାରୁଖ୍‌ ଖାନ୍‌ ଓ ଆନନ୍ଦ ଏଲ୍‌ ରାୟ ତାଙ୍କ ଆଗାମୀ ଫିଲ୍ମ ‘ଜିରୋ’ର ସୁଟିଂରେ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମ ପରେ ଶାହାରୁଖ୍‌ ନିଜର ଆଉ ଏକ ଫିଲ୍ମ ‘ଡନ୍‌-୩’ରେ କାମ କରିବା ଆରମ୍ଭ କରିଦେବେ। ‘ଡନ୍‌-୨’ର ସାତ ବର୍ଷ ପରେ ଶାହାରୁଖ୍‌ ପୁଣି ଅଣ୍ଡର ୱାର୍ଲ୍ଡ ଡନ୍‌ ଭୂମିକାରେ ନଜର ଆସିବେ। ପୂର୍ବରୁ ଖବର ଆସୁଥିଲା ପ୍ରିୟଙ୍କା ଚୋପ୍ରା କିମ୍ବା ଦୀପିକା ପାଦୁକୋନ୍‌ ଏହି ଫିଲ୍ମରେ ଲିଡ୍ ଚରିତ୍ରରେ ନଜର ଆସିବେ। କିନ୍ତୁ ନୂଆ ରିପୋର୍ଟ ମୁତାବିକ୍‌ ଫିଲ୍ମରେ ଲିଡ୍‌ ଚରିତ୍ରରେ ଏହି ଦୁଇ ଅଭିନେତ୍ରୀ ନୁହେଁ ବରଂ ଜଣେ ନୂଆ ଅଭିନେତ୍ରୀଙ୍କୁ ସୁଯୋଗ ମିଳିବ।

ଫିଲ୍ମର ପ୍ରଡ୍ୟୁସର ରିତେସ୍‌ ସିଧୱାନୀ IANSକୁ କହିଛନ୍ତି, ଦୀପିକା ‘ଡନ୍‌-୩’ରେ ଅଭିନୟ କରିବେ ନାହିଁ। କିନ୍ତୁ ପ୍ରିୟଙ୍କା ଏହି ଫିଲ୍ମର ଅଂଶ ହେବେ ନା ନାହଁ ଏହି ପ୍ରଶ୍ନ ଉପରେ ରିତେସ୍‌ ଏପର୍ଯ୍ୟନ୍ତ କିଛି କହି ନାହାଁନ୍ତି।  କିନ୍ତୁ ଟ୍ରେଡ୍ ଆନାଲିଷ୍ଟ ରମେସ୍‌ ବାଲା ସବୁ ଗୁଜବରେ ପୂର୍ଣ୍ଣଛେତ୍‌ ଲଗାଇ କହିଛନ୍ତି ଯେ ନିର୍ମାତା ଏହି ଫିଲ୍ମରେ ବଲିଉଡ୍‌ର ନୂଆ ଚେହେରାକୁ ଲଞ୍ଚ୍‌ କରିବେ।

ରମେସ୍‌ ବାଲା ଟ୍ୱିଟ୍‌ କରି କହିଛନ୍ତି, ଏହି ଫିଲ୍ମଟି ଦୁବାଇ ଓ ଅବୁଧାବୀରେ ସୁଟିଂ ହେବ। ଶାହାରୁଖ୍‌ ଖାନ୍‌ ଏହି ଫିଲ୍ମରେ ନୂଆ ଅଭିନେତ୍ରୀଙ୍କ ସହ ରୋମାନ୍ସ କରିବେ। ଫିଲ୍ମର ସୁଟିଂ ୨୦୧୯ରେ ଆରମ୍ଭ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story