ଫ୍ୟାନ୍‌ଙ୍କ ସହ ଯୋଡି ହେବେ କିଙ୍ଗଖାନ୍‌: ଖୁବ୍‌ଶୀଘ୍ର ଲଞ୍ଚ କରିବେ ଆପ୍‌

ମୁମ୍ବାଇ: ଗତବର୍ଷ ସଲମାନ ଖାନ୍ ନିଜ ଜନ୍ମଦିନରେ ଏକ ଆପ୍ ଲଞ୍ଚ କରି ପ୍ରଶଂସକୁ ଚକିତ କରି ଦେଇଥିଲେ। ଏହି ଆପର ନାଁ ଥିଲା ‘ବିଙ୍ଗ ଇନ୍‌ ଟଚ୍‌’ । ଏହି ଆପକୁ ସଲମାନଙ୍କ ପ୍ରଶଂସକମାନେ ନିଜର ବ୍ୟକ୍ତିଗତ ଜୀବନ ଓ ପ୍ରଫେସନାଲ  ଲାଇଫ୍‌ରେ ବ୍ୟବହାର କରିପାରିବେ। ସେହିପରି କିଙ୍ଗ୍‌ ଖାନ ଶାହାରୁଖ  ଖୁବଶୀଘ୍ର ଏକ ମୋବାଇଲ ଆପ ଲଞ୍ଚ କରିବାକୁ ଯାଉଛନ୍ତି।  କିନ୍ତୁ ଏହି ଆପ ବିଷୟରେ କୌଣସି ସଠିକ୍‌ ବିବରଣୀ ନାହିଁ। ଶାହାରୁଖ ଏହି […]

shahrukhkhan

shahrukhkhan

Rakesh Mallick
  • Published: Monday, 17 April 2017
  • Updated: 17 April 2017, 02:46 PM IST

Sports

Latest News

ମୁମ୍ବାଇ: ଗତବର୍ଷ ସଲମାନ ଖାନ୍ ନିଜ ଜନ୍ମଦିନରେ ଏକ ଆପ୍ ଲଞ୍ଚ କରି ପ୍ରଶଂସକୁ ଚକିତ କରି ଦେଇଥିଲେ। ଏହି ଆପର ନାଁ ଥିଲା ‘ବିଙ୍ଗ ଇନ୍‌ ଟଚ୍‌’ । ଏହି ଆପକୁ ସଲମାନଙ୍କ ପ୍ରଶଂସକମାନେ ନିଜର ବ୍ୟକ୍ତିଗତ ଜୀବନ ଓ ପ୍ରଫେସନାଲ  ଲାଇଫ୍‌ରେ ବ୍ୟବହାର କରିପାରିବେ।

ସେହିପରି କିଙ୍ଗ୍‌ ଖାନ ଶାହାରୁଖ  ଖୁବଶୀଘ୍ର ଏକ ମୋବାଇଲ ଆପ ଲଞ୍ଚ କରିବାକୁ ଯାଉଛନ୍ତି।  କିନ୍ତୁ ଏହି ଆପ ବିଷୟରେ କୌଣସି ସଠିକ୍‌ ବିବରଣୀ ନାହିଁ। ଶାହାରୁଖ ଏହି ଆପ୍‌କୁ ଚଳିତ ମାସ ଶେଷ ସୁଦ୍ଧା ଲଞ୍ଚ କରିବେ।

ମିଳିଥିବା ସୂଚନା ମୁତାବକ, ଶାହାରୁଖ ପ୍ରଶଂସକଙ୍କ ସହ ଯୋଡି ହେବାକୁ ଏହି ସ୍ପେଶାଲ ମୋବାଇଲ ଆପ ଲଞ୍ଚ କରିବାକୁ ଯାଉଛନ୍ତି। ଏହାକୁ ବ୍ୟବହାର କରିବା ଖୁବ୍‌ ସହଜ ଓ ସରଳ।  ଏହାଦ୍ୱାରା ପ୍ରଶଂସକଙ୍କ ଯୋଡି ରହିବା ସହ ସହ କଥାବାର୍ତ୍ତା ହେବାର ସହଜ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story