କାଷ୍ଟିଂ କାଉଚ୍‌ ବେଳେ ରଙ୍ଗେ ହାତ୍‌ରେ ଧରାପଡ଼ିଥିଲେ ଏହି ଖଳନାୟକ

ମୁମ୍ବାଇ: ତେଲଗୁ ଫିଲ୍ମ ଜଗତର ଅଭିନେତ୍ରୀ  ଶ୍ରୀ ରେଡ୍ଡୀ କାଷ୍ଟିଂକାଉଚ୍‌ର ଅଭିଯାଗ ଆଣି ଅଭିନବ ଢଙ୍ଗରେ ପ୍ରତିବାଦ କରିବା ସାରା ଦେଶରେ ଚାଞ୍ଚଲ୍ୟ ଖେଳାଇଦେଇଛି। ନ୍ୟାୟ ପାଇଁ ସମ୍ପୃକ୍ତ ଅଭିନେତ୍ରୀ  ତେଲୁଗୁ ସିନେମା କଳାକାର ସଂଘ ଅଫିସ୍‌ ଆଗରେ ଉଲଗ୍ନ ହୋଇ ବସିଥିଲେ।  ଏହି ସମୟରେ ମହିଳା ଗଣମାଧ୍ୟମ ପ୍ରତିନିଧିମାନେ ତାଙ୍କ  ଦେହରେ ଲୁଗା ଘୋଡ଼ାଇ ଦେଉଥିବା ବେଳେ ସେ କାଢ଼ି ଦେଉଥିଲେ। ଏତେ ସବୁ ଘଟଣା ପରେ ବି  ତାଙ୍କ ଦୁଃଖ କେହି ଶୁଣି ନ […]

shakti-kapoor_1523170394

shakti-kapoor_1523170394

Rakesh Mallick
  • Published: Sunday, 08 April 2018
  • Updated: 08 April 2018, 06:24 PM IST

ମୁମ୍ବାଇ: ତେଲଗୁ ଫିଲ୍ମ ଜଗତର ଅଭିନେତ୍ରୀ  ଶ୍ରୀ ରେଡ୍ଡୀ କାଷ୍ଟିଂକାଉଚ୍‌ର ଅଭିଯାଗ ଆଣି ଅଭିନବ ଢଙ୍ଗରେ ପ୍ରତିବାଦ କରିବା ସାରା ଦେଶରେ ଚାଞ୍ଚଲ୍ୟ ଖେଳାଇଦେଇଛି। ନ୍ୟାୟ ପାଇଁ ସମ୍ପୃକ୍ତ ଅଭିନେତ୍ରୀ  ତେଲୁଗୁ ସିନେମା କଳାକାର ସଂଘ ଅଫିସ୍‌ ଆଗରେ ଉଲଗ୍ନ ହୋଇ ବସିଥିଲେ।  ଏହି ସମୟରେ ମହିଳା ଗଣମାଧ୍ୟମ ପ୍ରତିନିଧିମାନେ ତାଙ୍କ  ଦେହରେ ଲୁଗା ଘୋଡ଼ାଇ ଦେଉଥିବା ବେଳେ ସେ କାଢ଼ି ଦେଉଥିଲେ। ଏତେ ସବୁ ଘଟଣା ପରେ ବି  ତାଙ୍କ ଦୁଃଖ କେହି ଶୁଣି ନ ଥିଲେ। ଫିଲ୍ମରେ ଅଭିନୟ ପାଇଁ ସୁରେଶ ଭେମୂଲା ନାମକ ଜଣେ ନିର୍ଦ୍ଦେଶକ ତାଙ୍କୁ ହାଇଦ୍ରାବାଦରେ ଏକ ନାମି ହୋଟେଲରେ ରାତି ବିତାଇବାକୁ ଡାକିଥିଲେ।

ମାତ୍ର ଶ୍ରୀ ଏହି ପ୍ରସ୍ତାବରେ ରାଜି ହୋଇ ନ ଥିଲେ। ଫଳରେ ତାଙ୍କୁ ସେହି ଫିଲ୍ମ ହରାଇବାକୁ ପଡ଼ିଥିଲା। ଏମିତିକି ଫିଲ୍ମରେ ଅଭିନୟ ପାଇଁ ତାଙ୍କୁ  ଅନେକଥର ନିର୍ଯାତନାର ଶିକାର ହେବାକୁ ପଡ଼ିଛି।  ସାଉଥ୍‌ ପରି  ହିନ୍ଦୀ  ସିନେମା ଜଗତରେ କାଷ୍ଟିଂ କାଉଚ୍‌ ଅନେକ ସମୟରୁ ଚାଲିଛି। ଏମିତିକି ବଲିଉଡର  ବିବାଦୀୟ ଖଳନାୟକ ଶକ୍ତି କପୁର କାଷ୍ଟିଂ କାଉଚ୍‌ ବେଳେ ଖୋଲମ ଖୋଲା ଧରାପଡ଼ିଥିବା ନେଇ ଚର୍ଚ୍ଚା ହୋଇଥିଲା। ଫିଲ୍ମରେ କାମ ଦେବାର ପ୍ରତିଶ୍ରୁତି ଦେଇ ଶକ୍ତି କପୁର  ଝିଅ ମାନଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା।

ଥରେ ଏମିତି ଘଟିବା ସମୟରେ  ଶକ୍ତି କପୁରଙ୍କ କାରନାମା କ୍ୟାମେରାରେ କଏଦ୍‌ ହୋଇଯାଇଥିଲା। । ଷ୍ଟିଙ୍ଗ ଅପରେସନ୍‌ରୁ ଏହି ଘଟଣା ପଦାକୁ ଆସିଥିଲା। ଏହି ଘଟଣା ପରେ ଶକ୍ତି କପୁରଙ୍କୁ ଚଳଚ୍ଚିତ୍ରରେ  କାମ କରିବାକୁ ପ୍ରତିବନ୍ଧ ଲଗାଯାଇଥିଲା।

 କିନ୍ତୁ ଏ ସବୁକୁ ମିଛ ଓ ତାଙ୍କ ବିରୋଧରେ ଷଡ଼ଯନ୍ତ୍ର ହୋଇଥିବା ଶକ୍ତି କହିଥିଲେ।  ତା’ପରେ ସେ ପୂରା ଫିଲ୍ମ ଇଣ୍ଡଷ୍ଟ୍ରିକୁ କ୍ଷମା ମାଗିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story