ପରଲୋକରେ ବଲିଉଡ୍‌ର ସମି ଆଣ୍ଟି

ମୁମ୍ୱାଇ: ବଲିଉଡ୍‌ ଅଭିନେତ୍ରୀ  ସମିଙ୍କ ୮୯ ବର୍ଷ ବୟସରେ ପରଲୋକ ହୋଇଯାଇଛି। ଦୀର୍ଘଦିନ ଧରି  ସେ ରୋଗରେ ପୀଡ଼ିତ ଥିଲେ। ଗତକାଲି ରାତିରେ ମୁମ୍ୱାଇରେ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କ ପୂରା ନାମ ନର୍ଗିସ୍‌ ରାବଦୀ। ହିନ୍ଦୀ ଫିଲ୍ମ ଜଗତରେ ସେ ସମି ଆଣ୍ଟି ଭାବେ ପରିଚୟ ପାଇଥିଲେ। ସେ ୨୦୦ରୁ ଅଧିକ  ଫିଲ୍ମରେ କାମ କରିଛନ୍ତି। ଏହା ବ୍ୟତୀତ ‘ଦେଖ୍‌ ଭାଇ ଦେଖ୍‌’, ‘ଜବାନ୍‌ ସମ୍ଭାଲ କେ’, ‘ଶ୍ରୀମାନ ଶ୍ରୀମତି’, ‘କଭି ୟେ କଭି ୱ’, […]

shammi-dead

shammi-dead

Rakesh Mallick
  • Published: Tuesday, 06 March 2018
  • Updated: 06 March 2018, 12:32 PM IST

Sports

Latest News

ମୁମ୍ୱାଇ: ବଲିଉଡ୍‌ ଅଭିନେତ୍ରୀ  ସମିଙ୍କ ୮୯ ବର୍ଷ ବୟସରେ ପରଲୋକ ହୋଇଯାଇଛି। ଦୀର୍ଘଦିନ ଧରି  ସେ ରୋଗରେ ପୀଡ଼ିତ ଥିଲେ। ଗତକାଲି ରାତିରେ ମୁମ୍ୱାଇରେ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କ ପୂରା ନାମ ନର୍ଗିସ୍‌ ରାବଦୀ। ହିନ୍ଦୀ ଫିଲ୍ମ ଜଗତରେ ସେ ସମି ଆଣ୍ଟି ଭାବେ ପରିଚୟ ପାଇଥିଲେ। ସେ ୨୦୦ରୁ ଅଧିକ  ଫିଲ୍ମରେ କାମ କରିଛନ୍ତି। ଏହା ବ୍ୟତୀତ ‘ଦେଖ୍‌ ଭାଇ ଦେଖ୍‌’, ‘ଜବାନ୍‌ ସମ୍ଭାଲ କେ’, ‘ଶ୍ରୀମାନ ଶ୍ରୀମତି’, ‘କଭି ୟେ କଭି ୱ’, ‘ଫିଲ୍ମ ଚକର’, ଭଳି ଅନେକ ଟିଭି ଶୋ’ରେ କାମ କରିଛନ୍ତି।

ସେ ଶେଷ ଥର ପାଇଁ ଫରା ଖାନ୍‌ ଓ ବୋମନ ଇରାନୀଙ୍କ ଫିଲ୍ମ ‘ଶିରୀ ଫରହାଦ୍ କି ତୋ ନିକଲ ପଡ଼ି’ରେ ଦେଖିବାକୁ ମିଳିଥିଲା।

ସମିଙ୍କ ପରଲୋକରେ ବିଗ୍‌ ବି ଅମିତାଭ ବଚ୍ଚନ ଟ୍ୱିଟ୍‌ କରି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ସେ ଟ୍ୱିଟ୍‌ରେ ଲେଖିଛନ୍ତି,“ ସମିଙ୍କ ପରଲୋକ ବହୁତ ଦୁଃଖଦାୟକ। ଫିଲ୍ମ ଇଣ୍ଟଷ୍ଟ୍ରିକୁ ବର୍ଷ ବର୍ଷ ଧରି ଯୋଗଦାନ ପରେ ସେ ଦୁନିଆରୁ ଅଲବିଦା ନେଇଛନ୍ତି। ଦୀର୍ଘଦିନ ଧରି ସେ ଅସୁସ୍ଥ ଥିଲେ। ଦୁଃଖ ଲାଗୁଛି, ଜଣକ ପରେ ଜଣେ ସହ କଳାକାର ଆମକୁ ଛାଡ଼ି ଚାଲି ଯାଉଛନ୍ତି।”

ସମି ମଧୁବାଲା, ନର୍ଗିସ, ଦିଲୀପ କୁମାର ଭଳି ଭେଟରାନ୍‌ କଳାକାରଙ୍କ ସହ କାମ କରିଛନ୍ତି। ୧୮ ବର୍ଷ ବୟସରେ ସେ ଫିଲ୍ମ  ‘ଉସ୍ତାଦ ପେଡ୍ରୋ’ରୁ ନିଜ କ୍ୟାରିୟର୍ ଆରମ୍ଭ କରିଥିଲେ। ଫିଲ୍ମ ‘ମଲ୍ଲାର’,‘ସଙ୍ଗଦିଲ’, ‘ହାଫ୍‌ ଟିକଟ୍’, ‘ଜବ ଜବ ଫୁଲ ଖିଲେ’, ‘ସଜନ ଡୋଲି’,‘ଉପକାର’ ଓ ‘ଇତଫାକ୍’ ପରି ଫିଲ୍ମରେ ସେ ବେଶ୍ ପ୍ରଶଂସା ସାଉଁଟିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story