'ନଚ୍‌ବଲିଏ ୯'ରେ ଗର୍ଲଫ୍ରେଣ୍ଡଙ୍କ ସହ ନଜର ଆସିପାରନ୍ତି ଶାନ୍ତନୁ

ମୁମ୍ବାଇ: ପପୁଲାର୍‌ ଡ୍ୟାନ୍ସ ରିଆଲିଟି ଶୋ’ ‘ନଚ୍‌ବଲିଏ’ ସିଜିନ୍‌ ୯ ବହୁତ ଶୀଘ୍ର  ଆରମ୍ଭ ହେବାକୁ ଯାଉଛି। ସଲ୍‌ମାନ୍‌ ଖାନ୍‌ ଏହି ଶୋ’କୁ ପ୍ରଯୋଜନା କରିବେ। ଚଳିତ ବର୍ଷ ଶୋ’ର ବିଷୟବସ୍ତୁ କିନ୍ତୁ ଟିକେ ହଟ୍‌କେ ରହିଛି। ଶୋ’ରେ ଏକ୍ସ କପଲ୍‌ ଡ୍ୟାନ୍ସ କରିବେ। ଏଥି ସହ କିଛି ମ୍ୟାରେଡ କପଲ୍‌ ଓ ଅନ୍‌ମ୍ୟାରେଡ୍‌ କପଲ ମଧ୍ୟ ଅଂଶଗ୍ରହଣ କରିବେ। ପୂର୍ବରୁ ଆମେ ଆପଣଙ୍କୁ କିଛି ଏକ୍ସ କପଲ୍‌ ଓ ଅନ୍‌ମ୍ୟାରେଡ କପଲ୍‌ଙ୍କ ନାଁ କହିଥିଲୁ। ଆଜି […]

shantanu

shantanu

Chinmayee Roy
  • Published: Friday, 28 June 2019
  • Updated: 28 June 2019, 01:51 PM IST

Sports

Latest News

ମୁମ୍ବାଇ: ପପୁଲାର୍‌ ଡ୍ୟାନ୍ସ ରିଆଲିଟି ଶୋ’ ‘ନଚ୍‌ବଲିଏ’ ସିଜିନ୍‌ ୯ ବହୁତ ଶୀଘ୍ର  ଆରମ୍ଭ ହେବାକୁ ଯାଉଛି। ସଲ୍‌ମାନ୍‌ ଖାନ୍‌ ଏହି ଶୋ’କୁ ପ୍ରଯୋଜନା କରିବେ। ଚଳିତ ବର୍ଷ ଶୋ’ର ବିଷୟବସ୍ତୁ କିନ୍ତୁ ଟିକେ ହଟ୍‌କେ ରହିଛି। ଶୋ’ରେ ଏକ୍ସ କପଲ୍‌ ଡ୍ୟାନ୍ସ କରିବେ। ଏଥି ସହ କିଛି ମ୍ୟାରେଡ କପଲ୍‌ ଓ ଅନ୍‌ମ୍ୟାରେଡ୍‌ କପଲ ମଧ୍ୟ ଅଂଶଗ୍ରହଣ କରିବେ।

ପୂର୍ବରୁ ଆମେ ଆପଣଙ୍କୁ କିଛି ଏକ୍ସ କପଲ୍‌ ଓ ଅନ୍‌ମ୍ୟାରେଡ କପଲ୍‌ଙ୍କ ନାଁ କହିଥିଲୁ। ଆଜି ଏକ ଅନ୍‌ମ୍ୟାରେଡ୍‌ କପଲଙ୍କ ନାଁ କହିବୁ। ସୂଚନା ଅନୁଯାୟୀ ଲୋକପ୍ରିୟ ଡ୍ୟାନସର୍‌ ତଥା ଅଭିନେତା ଶାନ୍ତନୁ ମାହେଶ୍ୱରୀ ଏଥର ନଚ୍‌ରେ ଭାଗ ନେଇପାରନ୍ତି। ଶାନ୍ତନୁ ତାଙ୍କ ଗର୍ଲଫ୍ରେଣ୍ଡ ନିତ୍ୟାନି ଶିର୍କେଙ୍କ ସହ ଶୋ’’ରେ ଭାଗ ନେବେ। ଦୁହେଁ ନିକଟରେ ଏକ ୱେବ୍‌ ସିରିଜ୍‌ ‘ମେଡିକାଲି ୟୋର୍ସ’ରେ ଏକାଠି କାମ କରିଥିଲେ। ତେବେ ଯଦି ଏକଥା ସତ ତେବେ ଶାନ୍ତନୁଙ୍କର ନଚ୍‌ରେ ଭାଗ ନେବା ଅନ୍ୟ ପ୍ରତିଯୋଗୀମାନଙ୍କୁ ଅଡ଼ୁଆ କରିପାରେ।

https://www.instagram.com/p/BxejY3KFnNl/?utm_source=ig_web_copy_link

ପୂର୍ବରୁ ଚର୍ଚ୍ଚା ହେଉଥିଲା ଯେ ଶାନ୍ତନୁ ବିଗ୍‌ବସ୍‌-୧୩ରେ ଭାଗ ନେବେ ବୋଲି। ନିର୍ମାତା ପ୍ରତିବର୍ଷ ଶାନ୍ତନୁଙ୍କୁ ଏହି ସୋ’ ପାଇଁ ଆପ୍ରୋଚ୍‌ କରନ୍ତି। ହେଲେ ଶାନ୍ତନୁ ସବୁବେଳେ ମନା କରି ଦିଅନ୍ତି। ସେ କହିଛନ୍ତି, ‘ଏହି ଶୋ’ ମୋ ପାଇଁ ନୁହେଁ। ଶୋ’ରେ ନିର୍ମାତା ଓ ଦର୍ଶକଙ୍କୁ ଯେଉଁଭଳି କଣ୍ଟେଣ୍ଟ ଓ ମସାଲା ଦରକାର ତାହା ମୋ ଠାରୁ ମିଳିବ ନାହିଁ।’

https://www.instagram.com/p/BzDq8K7FqKc/?utm_source=ig_web_copy_link

ତେବେ ‘ନଚ୍‌ ବଲିଏ’ ଶାନ୍ତନୁଙ୍କ ପାଇଁ କୌଣସି ପ୍ରଥମ ରିଆଲିଟି ଶୋ’ ନୁହେଁ, ଏହା ପୂର୍ବରୁ ସେ ରିଆଲିଟି ଶୋ’ ‘ଝଲକ୍‌ ଦିଖଲାଜା’ ଓ ‘ଖତରୋକେ ଖିଲାଡ଼ୀ-୮’ରେ ଭାଗ ନେଇଥିଲେ। ସେ ଖତରୋକେ ଖିଲାଡ଼ୀ-୮’ର ୱିନର ହେବା ସହ ‘ଝଲକ୍‌ ଦିଖଲାଜା’ରେ ସେକେଣ୍ଡ ରନର୍ସ ଅପ୍‌ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story