ଶାହାରୁଖ୍‌ଙ୍କୁ ମିଳିଯାଇଛନ୍ତି ମିଡ୍‌ ନାଇଟ୍ ବନ୍ଧୁ

ମୁମ୍ବାଇ:  କିଙ୍ଗ୍‌ ଖାନ୍‌ ଶାହାରୁଖ ପ୍ରଥମ ଥର ପାଇଁ ନିର୍ଦ୍ଦେଶକ ଇମ୍‌ତିୟାଜ୍‌ ଅଲ୍ଲୀଙ୍କ ସହିତ କାମ କରୁଛନ୍ତି। ଉଭୟଙ୍କ ଯୋଡ଼ି ଖୁବ୍ ଜମୁଛି। ଏପରିକି ଦୁହେଁ ମିଡ୍‌ ନାଇଟ୍‌ ବନ୍ଧୁ ହୋଇଯାଇଛନ୍ତି। ଦୁଇ ଜଣ ଯାକ ଅଧା ରାତିରେ ସାଙ୍ଗ ହୋଇ ବୁଲୁ ଥିବା ଦେଖିବାକୁ ମିଳିଛି। ଶାହାରୁଖ ନିଜ ଟ୍ୱିଟ୍‌ରରେ ଇମ୍‌ତିୟାଜ୍‌ ଅଲ୍ଲୀ ସାଇକେଲ୍‌ ଚଲାଉଥିବାର ଏକ ଫଟୋ ସେୟାର କରିଛନ୍ତି। ସେ ଏଥିରେ ଲେଖିଛନ୍ତି,“ ମୋ ଡାଇରେକ୍ଟର ଇମ୍‌ତିୟାଜ୍ ଅଲ୍ଲୀଙ୍କ ସହିତ ବିଳମ୍ବିତ ରାତିରେ […]

imtiaz

imtiaz

Rakesh Mallick
  • Published: Monday, 20 March 2017
  • Updated: 20 March 2017, 09:01 AM IST

Sports

Latest News

ମୁମ୍ବାଇ:  କିଙ୍ଗ୍‌ ଖାନ୍‌ ଶାହାରୁଖ ପ୍ରଥମ ଥର ପାଇଁ ନିର୍ଦ୍ଦେଶକ ଇମ୍‌ତିୟାଜ୍‌ ଅଲ୍ଲୀଙ୍କ ସହିତ କାମ କରୁଛନ୍ତି। ଉଭୟଙ୍କ ଯୋଡ଼ି ଖୁବ୍ ଜମୁଛି। ଏପରିକି ଦୁହେଁ ମିଡ୍‌ ନାଇଟ୍‌ ବନ୍ଧୁ ହୋଇଯାଇଛନ୍ତି। ଦୁଇ ଜଣ ଯାକ ଅଧା ରାତିରେ ସାଙ୍ଗ ହୋଇ ବୁଲୁ ଥିବା ଦେଖିବାକୁ ମିଳିଛି।

ଶାହାରୁଖ ନିଜ ଟ୍ୱିଟ୍‌ରରେ ଇମ୍‌ତିୟାଜ୍‌ ଅଲ୍ଲୀ ସାଇକେଲ୍‌ ଚଲାଉଥିବାର ଏକ ଫଟୋ ସେୟାର କରିଛନ୍ତି। ସେ ଏଥିରେ ଲେଖିଛନ୍ତି,“ ମୋ ଡାଇରେକ୍ଟର ଇମ୍‌ତିୟାଜ୍ ଅଲ୍ଲୀଙ୍କ ସହିତ ବିଳମ୍ବିତ ରାତିରେ ଆଲୋଚନା। ସେ କହିଲେ ଆଜିକାଲି ସେ କେବଳ ହାଇୱେ ଉପରେ ତମାଶା କରୁଛନ୍ତି।”

ଇମ୍‌ତିୟାଜଙ୍କ ସାଇକେଲ ଚଢ଼ା ଫଟୋ ଉଠାଇବା ବେଳେ ଶାହାରୁଖ କାର୍‌ରେ ବସିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story