ସିଗାରେଟ୍ ଓ ମଦ ଛାଡ଼ିବେ ଶାହାରୁଖ, ପରିବାରକୁ ଦେବେ ଅଧିକ ଧ୍ୟାନ

ମୁମ୍ବାଇ: ଦେଶ ଓ ବିଦେଶରେ ଲକ୍ଷ ଲକ୍ଷ ଫ୍ୟାନ୍ ଅଛନ୍ତି କିଙ୍ଗ୍‌ ଖାନ୍ ଶାହାରୁଖଙ୍କର। ଅଭିନୟ ପାଇଁ ଅନେକ କଳାକାରଙ୍କର ସେ ରୋଲ୍ ମଡେଲ୍ ମଧ୍ୟ। କିନ୍ତୁ ସିଗାରେଟ୍ ଓ ମଦରୁ ଏପର୍ଯ୍ୟନ୍ତ ନିଜକୁ ଦୂରେଇ ରଖିବାରେ ବିଫଳ ହୋଇଛନ୍ତି ଶାହାରୁଖ୍। ତେବେ ଖୁସିର କଥା ସେ ଏବେ ଉଭୟ ସିଗାରେଟ୍ ଓ ମଦକୁ ବାଏ ବାଏ କରି ଏକ ସୁସ୍ଥ ଜୀବନଯାପନ କରିବା ପାଇଁ ଯୋଜନା କରିଛନ୍ତି। ଇଣ୍ଡିଆ ଟୁଡେ ମାଗାଜିନ୍‌ର କନ୍‌କ୍ଲେଭ୍‌ରେ ସେ ଏହି […]

sharukh

sharukh

Rakesh Mallick
  • Published: Sunday, 19 March 2017
  • Updated: 19 March 2017, 11:11 AM IST

Sports

Latest News

ମୁମ୍ବାଇ: ଦେଶ ଓ ବିଦେଶରେ ଲକ୍ଷ ଲକ୍ଷ ଫ୍ୟାନ୍ ଅଛନ୍ତି କିଙ୍ଗ୍‌ ଖାନ୍ ଶାହାରୁଖଙ୍କର। ଅଭିନୟ ପାଇଁ ଅନେକ କଳାକାରଙ୍କର ସେ ରୋଲ୍ ମଡେଲ୍ ମଧ୍ୟ। କିନ୍ତୁ ସିଗାରେଟ୍ ଓ ମଦରୁ ଏପର୍ଯ୍ୟନ୍ତ ନିଜକୁ ଦୂରେଇ ରଖିବାରେ ବିଫଳ ହୋଇଛନ୍ତି ଶାହାରୁଖ୍। ତେବେ ଖୁସିର କଥା ସେ ଏବେ ଉଭୟ ସିଗାରେଟ୍ ଓ ମଦକୁ ବାଏ ବାଏ କରି ଏକ ସୁସ୍ଥ ଜୀବନଯାପନ କରିବା ପାଇଁ ଯୋଜନା କରିଛନ୍ତି। ଇଣ୍ଡିଆ ଟୁଡେ ମାଗାଜିନ୍‌ର କନ୍‌କ୍ଲେଭ୍‌ରେ ସେ ଏହି କଥା ଘୋଷଣା କରିଛନ୍ତି। ତା’ସହିତ ପରିବାରକୁ ଅଧିକ ସମୟ ଦେବାକୁ ମଧ୍ୟ ସେ ନିଷ୍ପତ୍ତି ନେଇଥିବା କହିଛନ୍ତି। ବିଶେଷ କରି ତାଙ୍କର ୪ ବର୍ଷର ପୁଅ ଆବ୍ରାମକୁ ସେ ସମୟ ଦେଇ ପାରୁ ନାହାନ୍ତି। ଆସନ୍ତା ୨୦-୨୫ ବର୍ଷ ସେ ପରିବାର ସହ ବିତାଇବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ଶାହାରୁଖ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos