ଜନ୍ମରୁ ବିବାଦରେ ଷ୍ଟାର୍ କିଡ୍‌ସ ଅବରାମ, ତାଙ୍କୁ ନେଇ ହେଉଛି ଏଇ ସବୁ ଚର୍ଚ୍ଚା...

ସେଲିବ୍ରିଟିଙ୍କ ପର୍ସନାଲ୍‌ ଲାଇଫ୍ ବିଷୟରେ ଜାଣିବାକୁ କାହାର ବା ଆଗ୍ରହ ନ ଥାଏ। ଷ୍ଟାର କିଡ୍‌ସଙ୍କୁ ନେଇ ସର୍ବଦା ଚର୍ଚ୍ଚା ଲାଗି ରହିଥାଏ ଗଣମାଧ୍ୟମର। ସେହିପରି ବଲିଉଡ୍‌ର ବାଦ୍‌ଶାହା ଶାହାରୁଖ ଖାନ୍‌ଙ୍କୁ ନେଇ ସବୁବେଳେ ଫ୍ୟାନଙ୍କ ମଧ୍ୟରେ ଚର୍ଚ୍ଚା ହୋଇଥାଏ। ଗତ କିଛିଦିନ ଧରି ଶାହାରୁଖ୍‌ଙ୍କ ସାନ ପୁଅ ଅବରାମଙ୍କୁ ନେଇ ଗସିପ୍‌ ଚାଲିଛି ଲୋକଙ୍କ ମଧ୍ୟରେ। ଏହାର କାରଣ ଜାଣିଲେ ତାଜୁବ ହେବେ ଆପଣ। ଆଜି ୪ ବର୍ଷରେ ପାଦ ଦେଇଛି ଶାହାରୁଖ୍‌ ଓ ଗୌରୀଙ୍କ […]

sharukh

sharukh

Rakesh Mallick
  • Published: Saturday, 27 May 2017
  • Updated: 27 May 2017, 10:55 AM IST

Sports

Latest News

ସେଲିବ୍ରିଟିଙ୍କ ପର୍ସନାଲ୍‌ ଲାଇଫ୍ ବିଷୟରେ ଜାଣିବାକୁ କାହାର ବା ଆଗ୍ରହ ନ ଥାଏ। ଷ୍ଟାର କିଡ୍‌ସଙ୍କୁ ନେଇ ସର୍ବଦା ଚର୍ଚ୍ଚା ଲାଗି ରହିଥାଏ ଗଣମାଧ୍ୟମର। ସେହିପରି ବଲିଉଡ୍‌ର ବାଦ୍‌ଶାହା ଶାହାରୁଖ ଖାନ୍‌ଙ୍କୁ ନେଇ ସବୁବେଳେ ଫ୍ୟାନଙ୍କ ମଧ୍ୟରେ ଚର୍ଚ୍ଚା ହୋଇଥାଏ। ଗତ କିଛିଦିନ ଧରି ଶାହାରୁଖ୍‌ଙ୍କ ସାନ ପୁଅ ଅବରାମଙ୍କୁ ନେଇ ଗସିପ୍‌ ଚାଲିଛି ଲୋକଙ୍କ ମଧ୍ୟରେ। ଏହାର କାରଣ ଜାଣିଲେ ତାଜୁବ ହେବେ ଆପଣ।

ଆଜି ୪ ବର୍ଷରେ ପାଦ ଦେଇଛି ଶାହାରୁଖ୍‌ ଓ ଗୌରୀଙ୍କ ସାନପୁଅ ଅବରାମ। ପୂରା ଷ୍ଟାର ଭାଲ୍ୟୁ ରହିଛି ଅବରାମଙ୍କ ଭିତରେ। ପ୍ରତ୍ୟେକ ଇଭେଣ୍ଟେର ତାଙ୍କୁ ଦେଖିବାକୁ ମିଳୁଛି ଶାହାରୁଖଙ୍କ ସହ। ଅବରାମ ଦେଖିବାକୁ ଯେପରି ସୁନ୍ଦର ତାଙ୍କୁ ନେଇ ବିବାଦ ମଧ୍ୟ ସେମିତି ବହୁତ ଅଧିକ। ଜନ୍ମ ଠାରୁ ଆରମ୍ଭ କରି ଏଯାବତ ତାଙ୍କୁ ନେଇ ଗଣମାଧ୍ୟମରେ ଚାଲିଛି ଜବରଦସ୍ତ ଚର୍ଚ୍ଚା।

୫୦ ବର୍ଷ ବୟସରେ ଶାହାରୁଖ୍‌ ବାପା ହେବାକୁ ଠିକ୍‌ରେ ଗ୍ରହଣ କରି ପାରୁ ନାହାନ୍ତି ଫ୍ୟାନ୍‌ ଓ ଫଲୋଅର୍ସ୍। ବଡ଼ ପୁଅ ଆର୍ଯ୍ୟନଙ୍କୁ ନେଇ ବେଶି ଆଶା ରଖି ନ ଥିଲେ ଶାହାରୁଖ୍‌। ତେଣୁ ସେରୋଗାସି ମଦରର ସାହାଯ୍ୟ ନେଇ ଜନ୍ମ ଦେଇଥିଲେ ଅବରାମଙ୍କୁ। ଏପରିକି ଶାହାରୁଖ ଭ୍ରୂଣ ପରୀକ୍ଷା କରି ଅବରାମକୁ ଜନ୍ମ ଦେଇଥିଲେ ବୋଲି ଚର୍ଚ୍ଚା ହୋଇଥିଲା। ଏହାକୁ ନେଇ ଜୋରଦାର ବିରୋଧର ସାମ୍ନା ହେବାକୁ ପଡ଼ିଥିଲା ଶାହାରୁଖଙ୍କୁ। ଏପରିକି ଅବରାମକୁ ନେଇ ଆଉ ଏକ ଝଡ଼ ସୃଷ୍ଟି ହୋଇଥିଲା ଯାହା ଖାନ୍ ଫ୍ୟାମିଲ୍‌କୁ ପୂରା ଦୋହଲାଇ ଦେଇଥିଲା। ଅବରାମ ବାଦଶାହାଙ୍କ ପୁଅ ନୁହେଁ ବରଂ ବଡ ପୁଅ ଆର୍ଯ୍ୟନଙ୍କ ଲଭ୍‌ ଚାଇଲ୍ଡ ବୋଲି କିଛି ଲୋକ ପ୍ରଚାର କରିଥିଲେ। ଯାହାକୁ ନେଇ ବେଶ୍‌ ମର୍ମାହତ ହୋଇଥିଲେ ଶାହାରୁଖ ଓ ଗୌରୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story