ଶିବାନୀଙ୍କ ହଟ୍ ଫଟୋ ସୁଟ୍, ସନି ଲିଓନ ବି ଲାଜେଇ ଯିବେ

ମୁମ୍ୱାଇ: ଅଭିନେତ୍ରୀ  ତଥା କଣ୍ଠଶିଳ୍ପୀ ଶିବାନୀ ଡାଣ୍ଡେକର ବଲିଉଡ୍‌ ଇନ୍‌ଣ୍ଡଷ୍ଟ୍ରିର ବୋଲ୍ଡ ସେଲିବ୍ରେଟିଙ୍କ ମଧ୍ୟରେ ଜଣେ। ଶିବନୀ ସୋସିଆଲ ମିଡିଆରେ ନିଜର ବୋଲ୍ଡ ଫଟୋ ସେୟାର କରି ସବୁବେଳେ ଚର୍ଚ୍ଚାରେ ରହିଥାଆନ୍ତି।  ଇଣ୍ଡିଆନ୍‌ ପ୍ରିମିୟର୍‌ ଲିଗ୍‌(ଆଇପିଲ୍‌)ରେ ସେ ହୋଷ୍ଟ କରିସାରିଛନ୍ତି। ନିକଟରେ ଶିବାନୀ ଏକ ମାଗାଜିନ୍‌ ପାଇଁ ଫଟୋ ସୁଟ୍‌ କରିଛନ୍ତି। ଏହି ଫଟୋ ଗୁଡ଼ିକୁ ଇନ୍‌ଷ୍ଟଗ୍ରାମ୍‌ରେ ପୋଷ୍ଟ କରିଛନ୍ତି। ସେ ତାଙ୍କ ମେକ୍‌ଅପ୍‌ ଆଟିଷ୍ଟକୁ ଏନେଇ ଧନ୍ୟବାଦ ଦେଇଛନ୍ତି। ‘ନୁର୍‌’ ଫିଲ୍ମରେ ସୋନାକ୍ଷୀ ସିହ୍ନାଙ୍କ ସହ […]

sibani

sibani

Rakesh Mallick
  • Published: Thursday, 04 May 2017
  • Updated: 04 May 2017, 09:36 AM IST

ମୁମ୍ୱାଇ: ଅଭିନେତ୍ରୀ  ତଥା କଣ୍ଠଶିଳ୍ପୀ ଶିବାନୀ ଡାଣ୍ଡେକର ବଲିଉଡ୍‌ ଇନ୍‌ଣ୍ଡଷ୍ଟ୍ରିର ବୋଲ୍ଡ ସେଲିବ୍ରେଟିଙ୍କ ମଧ୍ୟରେ ଜଣେ। ଶିବନୀ ସୋସିଆଲ ମିଡିଆରେ ନିଜର ବୋଲ୍ଡ ଫଟୋ ସେୟାର କରି ସବୁବେଳେ ଚର୍ଚ୍ଚାରେ ରହିଥାଆନ୍ତି।  ଇଣ୍ଡିଆନ୍‌ ପ୍ରିମିୟର୍‌ ଲିଗ୍‌(ଆଇପିଲ୍‌)ରେ ସେ ହୋଷ୍ଟ କରିସାରିଛନ୍ତି। ନିକଟରେ ଶିବାନୀ ଏକ ମାଗାଜିନ୍‌ ପାଇଁ ଫଟୋ ସୁଟ୍‌ କରିଛନ୍ତି। ଏହି ଫଟୋ ଗୁଡ଼ିକୁ ଇନ୍‌ଷ୍ଟଗ୍ରାମ୍‌ରେ ପୋଷ୍ଟ କରିଛନ୍ତି। ସେ ତାଙ୍କ ମେକ୍‌ଅପ୍‌ ଆଟିଷ୍ଟକୁ ଏନେଇ ଧନ୍ୟବାଦ ଦେଇଛନ୍ତି।

‘ନୁର୍‌’ ଫିଲ୍ମରେ ସୋନାକ୍ଷୀ ସିହ୍ନାଙ୍କ ସହ ଶିବୀନୀଙ୍କୁ ମଧ୍ୟ ଦେଖିବାକୁ ପାଇଥିଲେ ଦର୍ଶକ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos