ସଲମାନ୍‌ଙ୍କ ବେକରେ ଜୋତାମାଳ

ବଲିଉଡ଼ର ଭାଇଜାନ ସଲମାନ ଖାନ୍‌ଙ୍କ “ଟ୍ୟୁବ୍‌ଲାଇଟ” ପୋଷ୍ଟରକୁ ନେଇ ଫ୍ୟାନମାନଙ୍କ ମଧ୍ୟରେ ଉତ୍କଣ୍ଠା ପ୍ରକାଶ ପାଇଛି। ଫିଲ୍ମର ଦ୍ୱିତୀୟ ପୋଷ୍ଟର ସେୟାର କରି ପ୍ରଶଂସକଙ୍କୁ ନିଜ ଆଡ଼କୁ ଆକର୍ଷିତ କରିଛନ୍ତି ସଲମାନ।  ଏହି ପୋଷ୍ଟରରେ ଗଳାରେ ଜୋତା ପକାଇ ଠିଆ ହେବା ସଙ୍ଗେ ସଙ୍ଗେ ସାଲ୍ୟୁଟ୍ ମାରୁଥିବା ନଜରକୁ ଆସିଛନ୍ତି ଭାଇଜାନ । ଏହି ପୋଷ୍ଟରଟି ସିନେପ୍ରେମୀଙ୍କୁ ଖୁବ୍‌ ଆକର୍ଷିତ କରିଛି। ପୂର୍ବରୁ ଫିଲ୍ମର ପ୍ରଥମ ପୋଷ୍ଟରଟି ସୋସିଆଲ ମିଡ଼ିଆରେ ଚହଳ ସୃଷ୍ଟି କରିଥିଲା। ଯେଉଁଥିରେ ସଲମାନ […]

salman-1

salman-1

Rakesh Mallick
  • Published: Thursday, 20 April 2017
  • Updated: 20 April 2017, 01:25 PM IST

Sports

Latest News

ବଲିଉଡ଼ର ଭାଇଜାନ ସଲମାନ ଖାନ୍‌ଙ୍କ “ଟ୍ୟୁବ୍‌ଲାଇଟ” ପୋଷ୍ଟରକୁ ନେଇ ଫ୍ୟାନମାନଙ୍କ ମଧ୍ୟରେ ଉତ୍କଣ୍ଠା ପ୍ରକାଶ ପାଇଛି। ଫିଲ୍ମର ଦ୍ୱିତୀୟ ପୋଷ୍ଟର ସେୟାର କରି ପ୍ରଶଂସକଙ୍କୁ ନିଜ ଆଡ଼କୁ ଆକର୍ଷିତ କରିଛନ୍ତି ସଲମାନ।  ଏହି ପୋଷ୍ଟରରେ ଗଳାରେ ଜୋତା ପକାଇ ଠିଆ ହେବା ସଙ୍ଗେ ସଙ୍ଗେ ସାଲ୍ୟୁଟ୍ ମାରୁଥିବା ନଜରକୁ ଆସିଛନ୍ତି ଭାଇଜାନ ।

ଏହି ପୋଷ୍ଟରଟି ସିନେପ୍ରେମୀଙ୍କୁ ଖୁବ୍‌ ଆକର୍ଷିତ କରିଛି। ପୂର୍ବରୁ ଫିଲ୍ମର ପ୍ରଥମ ପୋଷ୍ଟରଟି ସୋସିଆଲ ମିଡ଼ିଆରେ ଚହଳ ସୃଷ୍ଟି କରିଥିଲା। ଯେଉଁଥିରେ ସଲମାନ ପଛ ଆଡ଼କୁ ମୁହଁ କରି ଛିଡ଼ା ହୋଇଥିଲେ ଓ ଲେଖା ଥିଲା “କଣ ତୁମକୁ ଏହା ବିଶ୍ୱାସ ହେଉଛି “।

କବୀର ଖାନ୍‌ଙ୍କ ନିର୍ଦ୍ଦେଶିତ ଟ୍ୟୁବଲାଇଟ୍ ମୁଭିରେ ସଲମାନଙ୍କ ସହ ଚୀନ ସୁନ୍ଦରୀ ଝୁ.ଝୁ. ରୋମାନ୍ସ କରୁଥିବା ନଜରକୁ ଆସିବେ। ଫିଲ୍ମରେ ଶାହାରୁଖ୍ ଖାନ୍ ମଧ୍ୟ ଅତିଥି କଳାକାର ଭାବେ ନଜର ଆସିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story