ମା’ ହେଲେ ଶ୍ରେୟା ଘୋଷାଲ

ମୁମ୍ବାଇ: ବଲିଉଡ୍‌ ଅନ୍ୟତମ ଶ୍ରେଷ୍ଠ ଗାୟିକା ଶ୍ରେୟା ଘୋଷାଲ ମା’ ହୋଇଛନ୍ତି। ଶନିବାର ଅପରାହ୍ଣରେ ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଆଉ ସୋଶାଲ୍ ମିଡିଆ ଯୋଗେ ସେ ସମସ୍ତଙ୍କ ସହିତ ଏହି ଖବରଟିକୁ ଶେଆର କରିଛନ୍ତି। ଇନ୍‌ଷ୍ଟାଗ୍ରାମରେ ଏ ସଂପର୍କରେ ପୋଷ୍ଟ କରି ଶ୍ରେୟା ଲେଖିଛନ୍ତି ଯେ ମା’ ହେବା ପରେ ସେ ଯେଉଁ ଖୁସି ଅନୁଭବ କଲେ, ତାହା ପୂର୍ବରୁ କେବେ ଅନୁଭବ କରି ନଥିଲେ। ଏହା ସହିତ ଆଶୀର୍ବାଦ କରିଥିବାରୁ ସେ […]

Shreya Ghoshal

Shreya Ghoshal

Jitendra Garnayak
  • Published: Sunday, 23 May 2021
  • Updated: 23 May 2021, 10:26 AM IST

Sports

Latest News

ମୁମ୍ବାଇ: ବଲିଉଡ୍‌ ଅନ୍ୟତମ ଶ୍ରେଷ୍ଠ ଗାୟିକା ଶ୍ରେୟା ଘୋଷାଲ ମା’ ହୋଇଛନ୍ତି। ଶନିବାର ଅପରାହ୍ଣରେ ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଆଉ ସୋଶାଲ୍ ମିଡିଆ ଯୋଗେ ସେ ସମସ୍ତଙ୍କ ସହିତ ଏହି ଖବରଟିକୁ ଶେଆର କରିଛନ୍ତି।

ଇନ୍‌ଷ୍ଟାଗ୍ରାମରେ ଏ ସଂପର୍କରେ ପୋଷ୍ଟ କରି ଶ୍ରେୟା ଲେଖିଛନ୍ତି ଯେ ମା’ ହେବା ପରେ ସେ ଯେଉଁ ଖୁସି ଅନୁଭବ କଲେ, ତାହା ପୂର୍ବରୁ କେବେ ଅନୁଭବ କରି ନଥିଲେ। ଏହା ସହିତ ଆଶୀର୍ବାଦ କରିଥିବାରୁ ସେ ତାଙ୍କର ଅସଂଖ୍ୟ ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ ଓ ତାଙ୍କ ପରିବାର ବହୁତ ଖୁସି ଥିବା ସେ ଜଣାଇଛନ୍ତି।

ଶ୍ରେୟାଙ୍କ ଏହି ପୋଷ୍ଟ ଦେଖିବା ପରେ ତାଙ୍କ ପାଖକୁ ଅଭିନନ୍ଦନର ସୁଅ ଛୁଟିଥିଲା। ବିଶାଲ ଦଦଲାନି, ଅଦିତି ଶର୍ମା ଓ ଦିଆ ମିର୍ଜାଙ୍କ ଭଳି ସେଲେବ୍ରିଟି ମଧ୍ୟ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ।

ଗତ ମାର୍ଚ୍ଚ ମାସରେ ଗର୍ଭବତୀ ଥିବା କଥା ସାର୍ବଜନୀନ କରିଥିଲେ ଶ୍ରେୟା। ଏହା ପରେ ପରେ ସେ ତାଙ୍କର ଅନେକ ଫଟୋ ମଧ୍ୟ ସୋଶାଲ ମିଡିଆରେ ପୋଷ୍ଟ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story